ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ପିଲାଙ୍କ ପଢ଼ା ରୁମ୍‌ରେ ରଖିଲେ ଏହି ଫଟୋ, ବଢ଼ିଥାଏ ଏକାଗ୍ରତା

ଭୁବନେଶ୍ୱର ୧୬/୦୨ : ହିନ୍ଦୁ ଧର୍ମରେ ମା’ ସରସ୍ୱତୀଙ୍କୁ ଜ୍ଞାନ ଏବଂ ବୁଦ୍ଧିର ଦେବୀ ଭାବରେ ବିବେଚନା କରାଯାଏ । ଯେପରି ଠାକୁର ଘର ସମଗ୍ର ଘରର ପରିବେଶକୁ ସକାରାତ୍ମକ କରିଥାଏ, ଠିକ୍ ସେହିପରି ପିଲାମାନଙ୍କ ଷ୍ଟଡି ରୁମରେ, ମା’ ସରସ୍ୱତୀଙ୍କ ଫଟୋ ବ୍ୟତୀତ, ତାଙ୍କ ସହ ଜଡିତ କିଛି ଜିନିଷ ମଧ୍ୟ ରଖିବା ଆବଶ୍ୟକ । ଏହା ପିଲାମାନଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବା ସହିତ ସେମାନଙ୍କ ବୁଦ୍ଧି ଏବଂ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିଥାଏ […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ତ୍ୱଚା ଓ ସ୍ୱାସ୍ଥ୍ୟ ପାଇଁ ରାମବାଣ ଆଳୁ: ରହିଛି ଅନେକ ଲାଭ, ଏହି ଉପାୟରେ ବ୍ୟବହାର କରନ୍ତୁ

ଭୁବନେଶ୍ୱର ୧୬/୦୨ : ଆଜିକାଲି ଅଧିକାଂଶ ଲୋକ ରାତିରେ ବିଳମ୍ବରେ ଶୋଉଛନ୍ତି। ସୋସିଆଲ ମିଡ଼ିଆରେ ଅଧିକ ସମୟ ବିତାଉଛନ୍ତି ଲୋକେ। ବିଶେଷକରି ରାତି ସମୟରେ ଅଧିକ ମୋବାଇଲ ବ୍ୟବହାର କରିଥାନ୍ତି। ଯେଉଁଥିପାଇଁ ଆଖି ତଳେ କଳା ଦାଗ ହୋଇଯାଏ। ଏହା ବର୍ତ୍ତମାନ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଭାରତରେ ମହିଳାମାନଙ୍କ ମଧ୍ୟରେ ରକ୍ତଭାବ ବା ଏନିମିଆ ମଧ୍ୟ ଏକ ସାଧାରଣ ସମସ୍ୟା। ଅଧିକାଂଶ ଲୋକ ଓଜନ କମ କରିବାକୁ ଯାଇ ଆଳୁ ଖାଉନାହାନ୍ତି। କିନ୍ତୁ ଆଳୁର ଅନେକ […]

କଳା ଓ ସଂସ୍କୃତି ଦେଶ ବିଦେଶ

ସରିଲା ସସ୍‌ପେନ୍ସ: ଏଥର ମାତ୍ର ୩୦ ଦିନ ହେବ ମହାକୁମ୍ଭ ମେଳା, ଏପ୍ରିଲ ୧ରୁ ଆରମ୍ଭ

ହରିଦ୍ୱାର ୧୬/୦୨ : ହରିଦ୍ୱାର ମହାକୁମ୍ଭ ମେଳା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି। ମହାକୁମ୍ଭ ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି। ଉତ୍ତରାଖଣ୍ଡ ସରକାର ସ୍ପଷ୍ଟ କରିଛନ୍ତି ଯେ ଏଥର ମହାକୁମ୍ଭ ମାତ୍ର ୩୦ ଦିନ ପାଇଁ ହେବ। ଏପ୍ରିଲ ୧ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖରେ ଶେଷ ହେବ। ୩୦ ଦିନ ପାଇଁ କୁମ୍ଭ ଆୟୋଜନ କରାଯାଇଛି। ମୁଖ୍ୟ ଶାସନ ସଚିବ ଓମ ପ୍ରକାଶ କହିଛନ୍ତି ଯେ ମହାକୁମ୍ଭ ସ୍ଥିତି ସ୍ପଷ୍ଟ ହୋଇଯାଇଛି। କେନ୍ଦ୍ର […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଉତ୍ସାହ ଭରା ରହିବ। ଭଲ କ˚ପାନିରେ ଇଣ୍ଟର୍‍ଭ୍ୟୁ ପାଇଁ ଖବର ଆସିବ। କୌଣସି ବନ୍ଧୁ ଆପଣଙ୍କର ସହାୟତା କରିପାରନ୍ତି। ବୃଷ: ରାଜନୀତି କ୍ଷେତ୍ରରେ ପରିସର ବଢ଼ିବ। ବନ୍ଧୁଙ୍କ ଘରକୁ ଯିବା ପାଇଁ ଯୋଜନା କରିବେ। ଚାକିରିଜୀବୀଙ୍କୁ ସୁବର୍ଣ୍ଣ ସୁଯୋଗ ମିଳିବ। ବ୍ୟବସାୟରେ ପରିବର୍ତ୍ତନ ଆଣିବେ। ମିଥୁନ: କର୍ମକ୍ଷେତ୍ରରେ ଭଲ ନୀତି ଅନୁସରଣ କରି କାମ କରିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ। କର୍କଟ: […]

ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

ଦିଶାଙ୍କ ସୂର୍ଯ୍ୟସ୍ନାନ

ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରୁଥିବା ବଲିଉଡ୍‌ ଅଭିନେତ୍ରୀ ଦିଶା ପଟ୍ଟାନୀଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା‌‌ରେ ଲାଗିଛି। ଫଟୋରେ ଦିଶା ବିକିନି ପିନ୍ଧି ଏକ ସ୍ବିମିଂ ପୁଲ୍‌ରେ ସୂର୍ଯ୍ୟଙ୍କ ଆଡ଼କୁ ମୁହଁ କରି ଛିଡ଼ା ହୋଇଥିବା ନଜର ଆସୁଛନ୍ତି। ନିଜକୁ ଫିଟ୍‌ ରଖିବା ପାଇଁ ଦିଶା ଏପରି କରୁଥିବା ଜଣାଇଛି। ତେ‌େବ‌ ଦିଶା ନିଜ ଇନ୍‌ଷ୍ଟ‌ାଗ୍ରାମ୍‌ରେ ଏହି ଫଟୋକୁ ପୋଷ୍ଟ କରିବା ପରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଏହାକୁ ପସନ୍ଦ […]

ଦେଶ ବିଦେଶ ମନୋରଞ୍ଜନ

‌‌‘ଫ୍ରେଣ୍ଡସିପ୍‌’ରେ ହରଭଜନ

‌‌‘ଫ୍ରେଣ୍ଡସିପ୍‌’ରେ ହରଭଜନକ୍ରିକେଟ୍‌‌ରେ ଅଜସ୍ର ସଫଳତା ହାସଲ କରିଥିବା ପୂର୍ବତନ ଭାରତୀୟ କ୍ରିକେଟର୍‌ ହରଭଜନ ସିଂହ ଏବେ ଚଳଚ୍ଚିତ୍ର ଜଗତରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ତାମିଲ୍‌ ଚଳଚ୍ଚିତ୍ର ‘ଫ୍ରେଣ୍ଡସିପ୍‌’ ଜରିଆରେ ସେ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିବାକୁ ଯାଉଛନ୍ତି। ସବୁ ଠିକ୍‌ଠାକ୍‌ ରହିଲେ, ଦର୍ଶକ ତାଙ୍କୁ ଖୁବ୍‌ଶୀଘ୍ର ରୂପେଲି ପରଦାରେ ଦେଖିବାକୁ ପାଇବେ। ଏନେଇ ହରଭଜନ ବେଶ୍‌ ଉତ୍ସୁକ ଥିବା ଜଣାଯାଇଛି। ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଥିବା ବେଳେ ଏହାର କିଛି ଦୃଶ୍ୟ ହରଭଜନ ଟ୍ବିଟ୍‌ […]

ଖେଳ ଦେଶ ବିଦେଶ

ଅନ୍ତଃଜିଲ୍ଲା ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ସୁପରଲିଗ୍‌: ଭୁବନେଶ୍ବର, କଟକ, ସମ୍ବଲପୁର ବିଜୟୀ

ଭୁବନେଶ୍ବର: ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ଦ୍ବାରା ଆୟୋଜିତ ଅନ୍ତଃଜିଲ୍ଲା ୧୯ ବର୍ଷରୁ କମ୍‌ ସୁପର ଲିଗ୍‌ ପର୍ଯ୍ୟାୟରେ ମଙ୍ଗଳବାର ଭୁବନେଶ୍ବର-ଏ, ଭୁବନେଶ୍ବର-ବି, କଟକ-ଏ ଓ ସମ୍ବଲପୁର ବିଜୟ ହାସଲ କରିଛନ୍ତି। କଟକର ବିଡ଼ାନାସୀ ପଡ଼ିଆରେ ଭୁବନେଶ୍ବର-ଏ ଦଳ ୧୩୪ ରନ୍‌ରେ କିଟ୍‌କୁ ପରାସ୍ତ କରିଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ଭୁବନେଶ୍ବର-ଏ ଅଂଶୁମାନ ସାହୁ (୧୦୬, ୧୩୧ ବଲ୍‌, ୧୨ ଚୌକା)ଙ୍କ ଶତକ ଏବଂ ଶୁଭମ ନାଏକ (୬୬, ୮୧ ବଲ୍‌, ୭ ଚୌକା)ଙ୍କ ଅର୍ଧଶତକ […]

ଖେଳ ଦେଶ ବିଦେଶ

ଭାରତୀୟ ବିଶ୍ବକପ୍‌ ଦଳରେ ଶ୍ରୀୟଙ୍କା

ଭୁବନେଶ୍ବର: ଚଳିତ ବର୍ଷ ମାର୍ଚ୍ଚ ମାସରେ ନୂଆଦିଲ୍ଲୀରେ ଖେଳାଯିବାକୁ ଥିବା ଆଇଏସଏସଏଫ୍‌ ବିଶ୍ବକପ୍‌ ଲାଗି ଓଡ଼ିଶାର ଉଦୀୟମାନ ବନ୍ଧୁକଚାଳିକା ଶ୍ରୀୟଙ୍କା ଷଡ଼ଙ୍ଗୀ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ବିଗତ କିଛି ବର୍ଷ ହେବ ଭାରତୀୟ ଦଳର ନିୟମିତ ସଦସ୍ୟ ସାଜିଥିବା ଶ୍ରୀୟଙ୍କା ଏସୀୟ ସୁଟିଂ ଏବଂ ଏସୀୟ ଏୟାରଗନ୍‌ ପ୍ରତିଯୋଗିତାରେ ଅଧା ଡଜନରୁ ଊର୍ଦ୍ଧ୍ବ ପଦକ ଜିତି ସାରିଛନ୍ତି। ଏବେ ଶ୍ରୀୟଙ୍କାଙ୍କ ନଜର ରହିବ ପ୍ରଥମ ବିଶ୍ବକପ୍ ପଦକ ଉପରେ। କିଟ୍‌ ବିଶ୍ବବିଦ୍ୟାଳୟରେ ଏମ୍‌ବିଏ କରୁଥିବା ଶ୍ରୀୟଙ୍କାଙ୍କୁ […]

ଖେଳ ଦେଶ ବିଦେଶ ରାଜ୍ୟ

ନାଗେଶ ଟ୍ରଫିରେ ଓଡ଼ିଶା ଉପବିଜେତା

ଭୁବନେଶ୍ୱର: ବାଙ୍ଗାଲୋରରେ ଆୟୋଜିତ ନାଗେଶ ଟ୍ରଫି ଦୃଷ୍ଟିହୀନ ଜାତୀୟ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ଉପବିଜେତାରେ ସନ୍ତୁଷ୍ଟ ରହିଛି। ମଙ୍ଗଳବାର ଫାଇନାଲ୍‌ରେ ଓଡ଼ିଶା ୮୦ ରନ୍‌ରେ ଆନ୍ଧ୍ରପ୍ରଦେଶଠୁ ହାରି ଯାଇଛି। ଏହି ପ୍ରତିଯୋଗିତାର ପ୍ରଥମ ସଂସ୍କରଣରେ ମଧ୍ୟ ଆନ୍ଧ୍ରପ୍ରଦେଶଠୁ ହାରି ଓଡ଼ିଶା ଉପବିଜେତା ହୋଇଥିଲା। ଟସ୍‌ ଜିତି ବ୍ୟାଟିଂ କରିଥିବା ଆନ୍ଧ୍ରପ୍ରଦେଶ ଡି ଭେଙ୍କଟେଶ୍ବର (୧୩୨ ରନ୍‌)ଙ୍କ ଶତକ ବଳରେ ୨୪୬/୩ କରିଥିଲା। ଓଡ଼ିଶା ଅଧିନାୟକ ମହମ୍ମଦ ଜାଫର ଇକ୍‌ବାଲ୍‌ଙ୍କ ମହଙ୍ଗା ବୋଲିଂ (୪ ଓଭର ୭୦ ରନ୍‌) […]

ଖେଳ ଦେଶ ବିଦେଶ

ସେମିରେ ସେରେନା-ଓସାକା, ଜୋକୋଭିକ-କାରାତ୍ସେବ

ମେଲ୍‌ବର୍ଣ୍ଣ : ୨୩ ଥର ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ସେରେନା ୱିଲିୟମ୍ସ ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଏହି ଅଭିଜ୍ଞ ଆମେରିକୀୟ ମହିଳା ମଙ୍ଗଳବାର କ୍ବାର୍ଟର ଫାଇନାଲ୍‌ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ରୋମାନିଆର ସି‌ମୋନା ହାଲେପଙ୍କୁ ୬-୩, ୬-୩ ସେଟ୍‌ରେ ହରାଇଥିଲେ। ଏଥିସହ ୩୯ ବର୍ଷୀୟା ସେରେନା ୨୪ ଗ୍ରାଣ୍ଡ ସ୍ଲାମ୍‌ କୀର୍ତ୍ତିମାନ ସମକକ୍ଷଠୁ ଦୁଇ ବିଜୟ ଦୂରରେ ରହିଛନ୍ତି।ସେମିଫାଇନାଲ୍‌ରେ ‌ସେ ତୃତୀୟ ମାନ୍ୟତାପ୍ରାପ୍ତ ନାଓମି ଓସାକାଙ୍କୁ ଭେଟିବେ। ପୂର୍ବତନ ବିଜୟିନୀ ଜାପାନ୍‌ର ଓସାକା ସିଧାସଳଖ […]