‘ପ୍ରଭୁ ନିତ୍ୟାନନ୍ଦ’
‘‘ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ / ହରେକୃଷ୍ଣ ହରେ ରାମ ଶ୍ରୀରାଧେଗୋବିନ୍ଦ’’, ‘‘ଭଜ ନିତାଇ ଗୌର ରାଧେ ଶ୍ୟାମ / ଜପ ହରେକୃଷ୍ଣ ହରେ ରାମ’’- ଏହା ଓଡ଼ିଶାର ସ˚କୀର୍ତ୍ତନ ଧାରାର ଅତି ଲୋକପ୍ରିୟ ପଦ। ‘ଶ୍ରୀକୃଷ୍ଣ ଚୈତନ୍ୟ’ ବୁଝାଏ ଷୋଡ଼ଶ ଶତାବ୍ଦୀର ବିଶିଷ୍ଟ ବୈଷ୍ଣବଧର୍ମ ପ୍ରଚାରକ ଶ୍ରୀଚୈତନ୍ୟଙ୍କୁ। ସେ ଅତ୍ୟନ୍ତ ଗୌରବର୍ଣ୍ଣର। ତେଣୁ ତାଙ୍କର ଅନ୍ୟନାମ ‘ଗୌର’। କିନ୍ତୁ ଏହି ସ˚କୀର୍ତ୍ତନ ପଦରେ ଥିବା ‘ନିତ୍ୟାନନ୍ଦ’ ବା ‘ନିତାଇ’ଙ୍କ ସ˚ପର୍କରେ ସାଧାରଣରେ ଖୁବ୍ ସ୍ପଷ୍ଟ ଧାରଣା […]