ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୯ କୋଭିଡ୍ ପଜିଟିଭ୍, ୩୩୬୭୦୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର ୨୨।୦୨: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୬୭୦୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ […]

କଳା ଓ ସଂସ୍କୃତି ଧର୍ମ

ଏହିଦିନ ପଡୁଛି ମାଘ ପୂର୍ଣ୍ଣିମା: ଜାଣନ୍ତୁ ଶୁଭ ମୁହୂର୍ତ୍ତ ଏବଂ ଗଙ୍ଗା ସ୍ନାନର ମହତ୍ତ୍ୱ

ଭୁବନେଶ୍ୱର ୨୧/୦୨ : ହିନ୍ଦୁ ଧର୍ମରେ ପୂର୍ଣ୍ଣିମା ତିଥିର ବିଶେଷ ମହତ୍ତ୍ୱ ରହିଛି। ପ୍ରତି ମାସ ଶୁକ୍ଳ ପକ୍ଷ ଅନ୍ତିମ ତିଥିକୁ ପୂର୍ଣ୍ଣମୀ କୁହାଯାଏ। ଏହି ତିଥିରୁ ନୂଆ ମାସ ଆରମ୍ଭ ହୋଇଥାଏ। ପୂର୍ଣ୍ଣିମା ଦିନ ପବିତ୍ର ନଦୀରେ ସ୍ନାନ କଲେ, ଦାନ ଧର୍ମ କଲେ ପୁଣ୍ୟ ଫଳ ପ୍ରାପ୍ତି ହୁଏ ବୋଲି କୁହାଯାଏ। ବର୍ଷକୁ ୧୨ଟି ପୂର୍ଣ୍ଣିମା ପଡେ କିନ୍ତୁ ମାଘ ପୂର୍ଣ୍ଣିମାର ଅନେକ ମହତ୍ତ୍ୱ ରହିଛି। ଏହିଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ। ଚଳିତ […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ବାସ୍‌ ଖଣ୍ଡିଏ ଅଦା! ଭଲ କରିପାରେ ଅନେକ ପ୍ରକ‌ାରର ଶାରୀରିକ ସମସ୍ୟା

କୌଣସି ବି ତରକାରୀଙ୍କୁ ସୁଆଦିଆ କରାଇବାରେ ଅଦାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଦାରୁ ଶରୀରକୁ ପୋଷଣ ମିଳିଥାଏ। ଏହା ଶରୀର ପାଇଁ ଖୁବ ଭଲ ହୋଇଥାଏ। ବିଶେଷକରି ମସ୍ତିଷ୍କ ପାଇଁ ଅଦା ଅତି ଭଲ ହୋଇଥାଏ। ଏହାକୁ ଅନେକ ପ୍ରକାର ମସଲାରେ ବ୍ୟବହାର କରି ହେବ। ପ୍ରତିଦିନ ଅଦା ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତ। ଅଦା ଖାଇବା ଦ୍ୱାରା ଶରୀରରୁ ଝାଳ ବୋହିବା କମ୍‌ ହୋଇଥାଏ। ଏହା ବ୍ୟକ୍ତିକୁ ଯୁବା […]

ରାଶିଫଳ

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଆପଣ ସମ୍ମାନିତ ହୋଇପାରନ୍ତି। ସୋମ ଓ ମଙ୍ଗଳବାର: ସବୁ କାମ ସହଜରେ ପୂରା ହେବ। ବୁଧ ଓ ଗୁରୁବାର: ନୂଆ ଦାୟିତ୍ବ ଆସିପାରେ। ଶୁକ୍ର ଓ ଶନିବାର: ପ୍ରେମ ଜୀବନ ଭଲ ରହିବ। ରବିବାର: ଅନ୍ତରଙ୍ଗ ବନ୍ଧୁ ସହିତ ଦେଖା ହେବ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଉନ୍ନତି ହେବ। ବୁଧ ଓ ଗୁରୁବାର: ବଡ଼ ଲୋକଙ୍କ ସାହାଯ୍ୟ ପାଇବେ। ଶୁକ୍ର ଓ ଶନିବାର: ଘରକୁ ବନ୍ଧୁ ଆସିବେ। ରବିବାର: ପ୍ରଚୁର ସମ୍ମାନ ପାଇବେ। ସୋମ […]

ଦେଶ ବିଦେଶ ମନୋରଞ୍ଜନ

ବାପାଙ୍କୁ ଚାପୁଡ଼ା ମାରିବା କଥା ବଖାଣି ଟ୍ରୋଲ୍ ହେଲେ କଙ୍ଗନା

ମୁମ୍ବାଇ: ବଲିଉଡ୍‌ର ବିବାଦୀୟ ନାୟିକା କଙ୍ଗନା ରାନାଓ୍ୱତ୍ ନିଜ ରାଉଡି ଅନ୍ଦାଜ୍ ପାଇଁ ପୁଣିଥରେ ସାମାଜିକ ଗଣମାଧ୍ୟମରେ ଉପହସିତ ହୋଇଛନ୍ତି। କଙ୍ଗନାଙ୍କ ବାପା ତାଙ୍କୁ ଚାପୁଡ଼ା ମାରିବାକୁ ହାତ ଉଠାଇବା ବେଳେ ସେ କିଭଳି ବାପାଙ୍କୁ ଚାପୁଡ଼ା ମାରିବା ପାଇଁ କହିଥିଲେ, ସେ ବିଷୟରେ ଟ୍ବିଟ୍ କରି ଲେଖିଛନ୍ତି। କଙ୍ଗନାଙ୍କ ଲେଖା ମୁତାବକ, ତାଙ୍କ ବାପା ଚାହୁଥିଲେ କଙ୍ଗନା ଜଣେ ଭଲ ଡାକ୍ତର ହୁଅନ୍ତୁ। ଏଥିପାଇଁ ତାଙ୍କୁ ଏକ ବଡ଼ ସଂସ୍ଥାରେ ନାଁ ଲେଖାଇ ସେଠାରେ ପଢ଼ାଇବାକୁ […]

ଖେଳ ଦେଶ ବିଦେଶ ରାଜ୍ୟ

ରାଜ୍ୟ ତୀରନ୍ଦାଜି: ୬ ପଦକ ସହ କିସ୍‌ର ଆଧିପତ୍ୟ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଥିବା ୨୨ତମ ରାଜ୍ୟ ତୀରନ୍ଦାଜି ପ୍ରତିଯୋଗିତାର ଦ୍ବିତୀୟ ଦିନରେ କିସ୍‌ ପ୍ରାଧାନ୍ୟ ବିସ୍ତାର କରି ୬ଟି ପଦକ ଅର୍ଜନ କରିଛି। କିସ୍‌ ପ୍ରତିଯୋଗୀମାନେ ଦୁଇଟି ସ୍ବର୍ଣ୍ଣ, ୧ ରୌପ୍ୟ ଓ ୩ କା˚ସ୍ୟ ପଦକ ହାସଲ କରିଛନ୍ତି। ଅନ୍ୟ ସଫଳ ଦଳ ଭାବେ ସାଇ ହାଲ କୋରାପୁଟ ୩ ସ୍ବର୍ଣ୍ଣ ପଦକ ସହ ମୋଟ ୪ ପଦକ ଏବ˚ ସାଇ ସୁନ୍ଦରଗଡ଼ ତିନି ସ୍ବର୍ଣ୍ଣ ପଦକ ପାଇଛି। ମାଲକାନଗିରି କ୍ରୀଡ଼ା ଛାତ୍ରାବାସ, ବଲାଙ୍ଗୀର, […]

ଦେଶ ବିଦେଶ ମନୋରଞ୍ଜନ

ରିଲିଜ୍ ହେବାକୁ ଯାଉଛି ଫିଲ୍ମ ଶେରଶାହ, ଦମ୍‌ଦାର୍‌ ଲୁକ୍‌ରେ ଆସିବେ ସିଦ୍ଧାର୍ଥ

ମୁମ୍ବାଇ ୨୧/୦୨ : ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ଅଭିନୀତ ଫିଲ୍ମ ‘ଶେରଶାହା’ ଚଳିତ ବର୍ଷ ଜୁଲାଇ ମାସରେ ରିଲିଜ୍ ହେବାକୁ ଯାଉଛି । ଫିଲ୍ମର ନିର୍ମାତା କରନ ଜୋହର ସୋସିଆଲ ମିଡିଆରେ ଫିଲ୍ମର ଦୁଇଟି ପୋଷ୍ଟର ସେୟାର କରି ଫ୍ୟାନ୍ସମାନଙ୍କୁ ଜଣାଇଛନ୍ତି ଯେ ଏହି ଫିଲ୍ମ ୨ ଜୁଲାଇ ୨୦୨୧ ରେ ଥିଏଟରରେ ରିଲିଜ୍ ହେବାକୁ ଯାଉଛି । ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଶେରଶାହା’ର […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ପୁଣେରେ ଆସନ୍ତାକାଲିଠାରୁ ରାତି ୧୧ଟାରୁ ସକାଳ ୬ଟା ଯାଏ ହେବ ନାଇଟ କର୍ଫ୍ୟୁ, ଫେବ୍ରୁଆରି ୨୮ ଯାଏ ସ୍କୁଲ ଓ କଲେଜ ବନ୍ଦ

ପୁଣେ: କୋଭିଡ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ପୁଣି ଫେରିଲା ନାଇଟ କର୍ଫ୍ୟୁ । ପୁଣେରେ ଆସନ୍ତାକାଲିଠାରୁ ଜାରି ହେବ ନାଇଟ କର୍ଫ୍ୟୁ । ଆସନ୍ତାକାଲିଠାରୁ ରାତି ୧୧ଟାରୁ ସକାଳ ୬ଟା ଯାଏ କଟକଣା ଜାରି ରହିବ । କେବଳ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯିବ । ସେହିପରି ପୁଣେରେ ଫେବ୍ରୁଆରି ୨୮ ଯାଏ ସ୍କୁଲ ଓ କଲେଜ ବନ୍ଦ ରହିବ । କରୋନା ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ସେପଟେ ଦେଶର ମୋଟ […]

ଖେଳ ଦେଶ ବିଦେଶ

ଭାରତୀୟ ହକି ଦଳରେ ୩ ଓଡ଼ିଆ ଦୁଇ ବର୍ଷ ପରେ ଫେରିଲେ ଦୀପସାନ: ଅମିତ୍‌ ଓ ବୀରେନ୍ଦ୍ର ରହିଲେ

ଭୁବନେଶ୍ବର: କୋଭିଡ୍‌ କଟକଣା ପାଇଁ ଅଟକି ରହିଥିବା କ୍ରୀଡ଼ା କାର୍ଯ୍ୟକ୍ରମ କ୍ରମେ ସ୍ବାଭାବିକ ହେଉଥିବା ବେଳେ ଭାରତୀୟ ପୁରୁଷ ହକି ଦଳ ରବିବାରଠାରୁ ୟୁରୋପ ଗସ୍ତରେ ବାହାରୁଛି। ଏଥି ସହିତ ଭାରତୀୟ ଦଳର ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯିବ। ଠିକ୍ ବର୍ଷକ ତଳେ ଭାରତୀୟ ଦଳ ନିଜ ଶେଷ ଅନ୍ତର୍ଜାତୀୟ ପ୍ରତିଯୋଗିତା ଭୁବନେଶ୍ବରରେ (ଏଫଆଇଏଚ୍‌ ପ୍ରୋ ଲିଗ୍‌ ବନାମ ଅଷ୍ଟ୍ରେଲିଆ) ଖେଳିଥିଲା। ଗତମାସଠାରୁ ବେଙ୍ଗାଲୁରୁ ସାଇ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିବା ଭାରତୀୟ ଦଳ ରବିବାର […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଭାରତର ଟିକା ଆବଶ୍ୟକତା ଉପରେ ଗୁରୁତ୍ୱ ଦେବାକୁ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌କୁ ନିର୍ଦେଶ; ଧୈର୍ଯ୍ୟ ଧରିବାକୁ ଅନ୍ୟ ରାଷ୍ଟ୍ରଙ୍କୁ କହିଲେ ଅଦର ପୁନାଓ୍ଵାଲା

ନୂଆଦିଲ୍ଲୀ: ଭାରତର ଟିକା ଆବଶ୍ୟକତା ଉପରେ ପ୍ରଥମେ ଗୁରୁତ୍ୱ ଦେଇ ବାକି ଟିକା ବିଶ୍ୱର ଅନ୍ୟ ଅଞ୍ଚଳକୁ ପଠାଇବାକୁ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’କୁ ନିର୍ଦେଶ ମିଳିଥିବା କଥା ସିଇଓ ଅଦର ପୁନାଓ୍ଵାଲା କହିଛନ୍ତି। ସେ କହିଛନ୍ତି, ଭାରତର ବିପୁଳ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ସମନ୍ଵୟ ରକ୍ଷା କରି ବିଶ୍ୱର ବାକି ଦେଶଗୁଡ଼ିକୁ ଟିକା ପଠାଇବାକୁ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆକୁ ନିର୍ଦେଶ ମିଳିଛି। ତେଣୁ ଯେଉଁ ଦେଶ ଓ ସରକାରମାନେ ଭାରତରୁ ‘କୋଭିସିଲ୍‌ଡ୍‌’ […]