ଏମିତି ୫ଟି ଜାଗା ଯେଉଁଠାରେ ହସିଲେ ବ୍ୟକ୍ତି ହୋଇଥାଏ କୋଟିଏ ପାପର ଭାଗିଦାରୀ
ଭୁବନେଶ୍ୱର ୨୪/୦୨ : ହସିବା ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ। ଏହାକୁ ଉଭୟ ଜ୍ୟୋତିଷ ଓ ବିଜ୍ଞାନ ସ୍ୱୀକାର କରିଛନ୍ତି। କେବଳ ହସିବା ଦ୍ୱାରା ହିଁ ବ୍ୟକ୍ତି ଅନେକ ପ୍ରକାର ରୋଗରୁ ମୁକ୍ତି ପାଇଥାଏ। କିନ୍ତୁ ଅପରପକ୍ଷରେ ଜ୍ୟୋତିଷଶାସ୍ତ୍ରରେ ଅନୁଯାୟୀ, ଏମିତି କିଛି ସ୍ଥାନ ଅଛି ଯେଉଁଠାରେ ବ୍ୟକ୍ତି ଭୁଲରେ ବି ହସିବା କଥା ନୁହେଁ। ଏହିସବୁ ସ୍ଥାନରେ ହସିଲେ କୋଟିଏ ପାପର ଭାଗିଦାରୀ ହୋଇଥାଏ। କେଉଁ କେଉଁ ସ୍ଥାନରେ ବ୍ୟକ୍ତିକୁ ହସିବା ମନା ପଢନ୍ତୁ। ସ୍ମଶାନରେ […]