କ୍ୟାରିଅରକୁ ନେଇ ଚିନ୍ତିତ କି ? ଜନ୍ମ ତାରିଖରୁ ଜାଣନ୍ତୁ କେଉଁ କ୍ଷେତ୍ରରେ ହେବେ ସଫଳ
ଭୁବନେଶ୍ୱର ୨୫/୦୨ : କଠିନ ପରିଶ୍ରମ ସତ୍ତ୍ୱେ ଚାକିରୀ ଓ ବ୍ୟବସାୟରେ ଲାଭ ମିଳୁନାହିଁ ? ଏହାର ଗୋଟିଏ କାରଣ ଆପଣଙ୍କ ଜନ୍ମ ତାରିଖ ହୋଇପାରେ। ଜନ୍ମ ତାରିଖ ଅନୁସାରେ କ୍ୟାରିଅର ବାଛିବା ଠିକ ପ୍ରମାଣିତ ହୋଇପାରେ। ଜନ୍ମ ତାରିଖ କେବଳ ବ୍ୟକ୍ତିର ବ୍ୟକ୍ତିତ୍ୱ ନୁହେଁ ବରଂ ରୋଜଗାର ସମ୍ପର୍କରେ ମଧ୍ୟ ଜାଣିହେବ। କେଉଁ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି କେଉଁ ପେଶା ବାଛିବା ଦରକାର ଏବଂ ବ୍ୟବସାୟ ବା ଚାକିରୀରେ କିଛି ସମସ୍ୟା ଥିଲେ ତାକୁ […]