ଦେଶ ବିଦେଶ ମନୋରଞ୍ଜନ

ସ୍ୱାସ୍ଥ୍ୟ ସମସ୍ୟା ହେତୁ ଅମିତାଭ ବଚ୍ଚନଙ୍କର ଅସ୍ତ୍ରୋପଚାର କରାଯିବ

ନୂଆଦିଲ୍ଲୀ: ପୁନର୍ବାର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥିବାରୁ ମେଗାଷ୍ଟାର୍‌ ଅମିତାଭ ବଚ୍ଚନଙ୍କର ଅସ୍ତ୍ରୋପଚାର ହୋଇପାରେ। ଶନିବାର ଦିନ ୭୮ ବର୍ଷିୟ ଅଭିନେତା ବଚ୍ଚନ ତାଙ୍କ ବ୍ଲଗ୍‌ରେ ପ୍ରଶଂସକମାନଙ୍କୁ ଜଣାଇଛନ୍ତି ଯେ, ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିବାରୁ ତାଙ୍କର ଅସ୍ତ୍ରୋପଚାର କରାଯିବ। ତେଣୁ, ସେ ବ୍ଲଗ୍‌ ଲେଖିପାରିବେ ନାହିଁ। ଚଳଚ୍ଚିତ୍ର ନିର୍ମାତ ବିକାଶ ବହଲ୍‌ଙ୍କ ଆଗାମୀ ସିନେମା ନିମନ୍ତେ ସୁଟିଙ୍ଗ୍‌ ଆରମ୍ଭ କରିବେ ବୋଲି ପୂର୍ବରୁ ଅମିତାଭ ଜଣାଇଥିଲେ। ସୂଚନାଯୋଗ୍ୟ, ଅମିତାଭଙ୍କ ଆଗାମୀ ଚଳଚ୍ଚିତ୍ର ‘ଝୁଣ୍ଡ୍‌’ ଜୁନ୍‌ ୧୮ ତାରିଖରେ […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଆଇଆ‌ଇଟି ଭୁବନେଶ୍ବର ପାଇଲା ‘ୟୁନିଭର୍ସିଟି ଅଫ୍ ଦି ଇୟର୍’ ସମ୍ମାନ

ଭୁବନେଶ୍ବର : ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିସି) ପକ୍ଷରୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ସମ୍ମାନିତ କରିବା ପାଇଁ ଆୟୋଜିତ ଏକ ଉତ୍ସବରେ ଆଇଆଇଟି ଭୁବନେଶ୍ବରକୁ ୟୁନିଭର୍ସିଟି ଅଫ୍‌ ଦି ଇୟର୍ ସମ୍ମାନ ପ୍ରଦାନ କରାଯାଇଛି। ୧୧ ବର୍ଷରୁ ୩୦ ବର୍ଷ ମଧ୍ୟରେ ପ୍ରତିଷ୍ଠା ହୋଇଥିବା ବିଶ୍ବବିଦ୍ୟାଳୟ କ୍ଷେତ୍ରରେ ଏହି ସମ୍ମାନ ମିଳିଛି। ୧୧ଟି ବର୍ଗରେ ସମ୍ମା‌ନ ପ୍ରଦାନ କରାଯାଇଥିବାବେଳେ ଆ‌ଇଆଇଟି ଭୁବନେଶ୍ବରକୁ ଏହି ସମ୍ମାନ ମିଳିଛି। […]

ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ବିବାହ ସମାରୋହ ଓ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ମାସ୍କ ଯୋଗାଇବେ ଆୟୋଜକ

ଭୁବନେଶ୍ବର: ରାଜ୍ୟ ସରକାର ମାର୍ଚ୍ଚ ମାସ ପାଇଁ କରୋନା ଗାଇଡ଼ଲାଇନ୍‌ ଜାରି କରିଛନ୍ତି। ପୂର୍ବଭଳି ବାହାଘର ଓ ଅନ୍ତିମ ସଂସ୍କାରରେ ସର୍ବାଧିକ ୫୦୦ ଜଣ ସାମିଲ ହୋଇପାରିବେ। ବାହାଘର ଓ ଶୁଦ୍ଧିକ୍ରିୟାରେ କରୋନା ଗାଇଡ଼ଲାଇନ୍‌ ପାଳନ ହେଉଛି କି ନାହିଁ ତାହା ଆୟୋଜକ ଯାଞ୍ଚ କରିବେ। ଯେଉଁମାନେ ମାସ୍କ ପିନ୍ଧି ନ ଥିବେ, ଆୟୋଜକ ସେମାନଙ୍କୁ ମାସ୍କ ଯୋଗେଇ ଦେବେ। ସେହିପରି ସବୁ ପ୍ରବେଶ ପଥରେ ରହି ଅତିଥିମାନେ ମାସ୍କ ପରିଧାନ କରିଛନ୍ତି କି ନାହିଁ ତାହା […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ସ୍ବାସ୍ଥ୍ୟ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଗାଇନଲାଇନ ଅନୁଯାୟୀ କଣ୍ଟେନମେଣ୍ଟ ଜୋନ ଚିହ୍ନଟ କରିବେ ସ୍ଥାନୀୟ ପ୍ରଶାସନ

ଭୁବନେଶ୍ବର : ମାର୍ଚ୍ଚ ମାସ ଲାଗି କୋଭିଡ୍ କଟକଣା କିଭଳି ରହିବ ସେ ନେଇ ନୂତନ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏହି ଗାଇଡଲାଇନରେ କଣ୍ଟେନମେଣ୍ଟ ଜୋନ ଚିହ୍ନଟ କରାଯାଇ ନିୟମ କଡ଼ାକଡ଼ି କରିବାକୁ କୁହାଯାଇଛି। କୋଭିଡ୍‌-୧୯ ସଂକ୍ରମଣର ସ୍ଥିତିକୁ ଦେଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ ଅନୁଯାୟୀ ମୁନିସପାଲ୍ କମିସନର ଅଥବା ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍‌ଗୁଡ଼ିକୁ ଚିହ୍ନଟ କରିବେ ଏବଂ […]

ଦେଶ ବିଦେଶ ମନୋରଞ୍ଜନ

‘ଫିଫେମ୍‌’ର ବିଚାରକ ଓଡ଼ିଆ ପୁଅ ଜିତେନ୍ଦ୍ର

ଟିଟିଲାଗଡ଼ରେ ଜନ୍ମିତ ଓଡ଼ିଆ ପୁଅ ଜିତେନ୍ଦ୍ର ମିଶ୍ର କାନାଡ଼ାର ଚଳଚ୍ଚିତ୍ର ଉତ୍ସବ ‘ମୋନଟ୍ରିଲ୍ ଇଣ୍ଟରନ୍ୟାସନାଲ୍ ଚିଲଡ୍ରେନ୍‌ସ୍ ଫିଲ୍ମ ଫେଷ୍ଟିଭାଲ୍-ଫିଫେମ୍’ର ବିଚାରକ ଭାବେ ଚଳିତ ବର୍ଷ ଚୟନ ହୋଇଛନ୍ତି। ୨୪ ବର୍ଷରେ ପଦାର୍ପଣ କରିଥିବା ଏହି ଚଳଚ୍ଚିତ୍ର ଉତ୍ସବ ଏଥର କାନା଼ଡାର କ୍ୟୁବେକ୍ ପ୍ରୋଭିନ୍ସରେ ଅନୁଷ୍ଠିତ ହେବ। କରୋନା ପାଇଁ ଏହାକୁ ନୂଆ କରି ଅନ୍‌ଲାଇନ୍ ପ୍ଲାଟ୍‌ଫର୍ମରେ ଆୟୋଜନ କରାଯାଇଛି। ଆସନ୍ତାକାଲିଠାରୁ ଆରମ୍ଭ ହୋଇ ‘ଫିଫେମ୍’ ୭ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ୬ ଜଣିଆ ବିଚାରକମଣ୍ଡଳୀରେ ସ୍ଥାନ ପାଇଥିବା […]

ଦେଶ ବିଦେଶ ମନୋରଞ୍ଜନ

ଶ୍ରୀଦେବୀଙ୍କ ସହ ତୁଳନା କରି ଟ୍ରୋଲ୍ ହେଲେ କଙ୍ଗନା

ବିବାଦୀୟ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଵତ୍ ପୁଣିଥରେ ଟ୍ରୋଲର ଶିକାର ହୋଇଛନ୍ତି। କେତେବେଳେ ନିଜକୁ ଟମ୍ କ୍ରୁସ୍‌ଙ୍କଠାରୁ ଭଲ ଷ୍ଟଣ୍ଟମ୍ୟାନ୍ ତ କେତେବେଳେ ନିଜକୁ ମେର୍‌ଲି ଷ୍ଟ୍ରିପ୍‌ଙ୍କଠାରୁ ଭଲ ଅଭିନେତ୍ରୀ ବୋଲି କହୁଥିବା କଙ୍ଗନା ନିଜକୁ ଶ୍ରୀଦେବୀଙ୍କଠାରୁ ଭଲ କମେଡ଼ି କରୁଥିବା ନେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ତେବେ କଙ୍ଗନା‌ଙ୍କ ଏହି ପୋଷ୍ଟକୁ ତାଙ୍କ ପ୍ରଶଂସକମାନେ ପସନ୍ଦ କରିଥିବା ବେଳେ ଅନେକ ୟୁଜର୍ସ ତାଙ୍କୁ ଉପହାସ କରିଛନ୍ତି। ‘ତନୁ ୱେଡ୍ସ ମନୁ’ ଚଳଚ୍ଚିତ୍ରରୁ ତାଙ୍କ ସିନେ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ରଚନାତ୍ମକ କାର୍ଯ୍ୟରେ ସମୟ ବିତିବ। କୌଣସି ପ୍ରତିଷ୍ଠିତ ଲୋକଙ୍କ ସହିତ ସାକ୍ଷାତ ହେବ। ନୂଆ କାରବାରରେ ଯଥେଷ୍ଟ ଲାଭ ପାଇବେ। ବୃଷ: ରାଜନୀତିକ, ସାମାଜିକ କାର୍ଯ୍ୟରେ ସମୟ ଦେବେ। ବ୍ୟବସାୟରେ ଲାଭ ହୋଇପାରେ। ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ପାଇବେ। ମିଥୁନ: କୌଣସି କାମରେ ଆଶାଠୁଁ ଅଧିକ ଧନଲାଭ ହେବ। ନୂଆ ଲୋକଙ୍କ ସହିତ ସ˚ପର୍କ ହୋଇପାରେ। ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିବାର ଯୋଗ ରହିଛି। କର୍କଟ: ସବୁ ମନସ୍କାମନା ପୂରଣ ହେବ। ମାନସିକ ଶାନ୍ତି ଅନୁଭବ କରିବେ। […]

ଖେଳ ଦେଶ ବିଦେଶ

ଶୋଚନୀୟ ପରାଜୟ ପରେ ଇଂଲଣ୍ଡକୁ ବି ନିଜ ପୂର୍ବତନ ଖେଳାଳିଙ୍କ ସମାଲୋଚନା, କହିଲେ- ଲଜ୍ଜା ଆସିବା ଉଚିତ୍

ନୂଆଦିଲ୍ଲୀ ୨୭।୦୨: ଅହମ୍ମଦାବାଦରେ ଶୋଚନୀୟ ପରାଜୟ ପରେ ଇଂଲଣ୍ଡ ଦଳ ଟାର୍ଗେଟ୍‌ରେ। ଇଂଲଣ୍ଡର ପୂର୍ବତନ ବ୍ୟାଟସମ୍ୟାନ ଜ୍ୟୋଫ ବୟକଟ୍ ତୃତୀୟ ଟେଷ୍ଟରେ ଇଂଲଣ୍ଡ ଦଳର ଚୟନ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଟର୍ଣ୍ଣିଂ ପିଚ୍‌ରେ ତିନି ଜଣ ଦ୍ରୁତ ବୋଲରଙ୍କୁ ସାମିଲ କରାଯିବା କାହାର ବିଚାର ଥିଲା। ଉକ୍ତ ବ୍ୟକ୍ତିଙ୍କୁ ଲଜ୍ଜା ଆସିବା ଦରକାର। ଜ୍ୟୋଫ ବୟକଟ୍‌ କହିଛନ୍ତି, ଇଂଲଣ୍ଡ ଖେଳାଳି ଚିନ୍ତା କରୁଥିଲେ ଯେ ସେମାନେ ଅହମ୍ମଦାବାଦ ନୁହେଁ ଆଡିଲେଡ୍‌ରେ ପିଙ୍କ୍ ବଲ୍ ଟେଷ୍ଟ […]

ଦେଶ ବିଦେଶ ମନୋରଞ୍ଜନ

‘ଗଙ୍ଗୁବାଇ କାଠିଆୱାଡି’ର ସୁଟିଂ ପାଇଁ ପହଞ୍ଚିଲେ ଅଜୟ ଦେବଗନ, ୨୨ ବର୍ଷ ପରେ ଭଂସାଲୀଙ୍କ ସହ କରିବେ ଫିଲ୍ମ

ମୁମ୍ବାଇ ୨୭/୦୨: ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ରେ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଫିଲ୍ମରେ ଅଜୟ ଦେବଗନ ମଧ୍ୟ ଏଣ୍ଟ୍ରି କରିସାରିଛନ୍ତି । ଆଜି ସକାଳୁ ଅଜୟ ଦେବଗନ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି । ଏହି ଫିଲ୍ମରେ ଅଜୟ ଦେବଗନ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଅଜୟ ଦେବଗନ ଏବଂ ସଞ୍ଜୟ ଲୀଲା ଭଂସାଲୀ ଦୀର୍ଘ ୨୨ ବର୍ଷ ପରେ ସାଥି ହୋଇ […]

ଦେଶ ବିଦେଶ ମନୋରଞ୍ଜନ

କଙ୍ଗନାଙ୍କ ବିରୋଧରେ ବୟାନ ରେକର୍ଡ କରିବାକୁ କମିଶନର ଅଫିସରେ ପହଞ୍ଚିଲେ ହ୍ରିତିକ ରୋଶନ

ମୁମ୍ବାଇ ୨୭/୦୨ : ବଲିଉଡ ଅଭିନେତା ହ୍ରିତିକ ରୋଶନ ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ଅଫିସ୍ରେ ପହଞ୍ଚିଛନ୍ତି। ସେଠାରେ ସେ ନିଜର ବୟାନ ରେକର୍ଡ କରାଇବେ। କ୍ରାଇମବ୍ରାଞ୍ଚ ଅଫିସରେ ହାଜର ହେବାକୁ ତାଙ୍କୁ ସମନ ପଠାଇଥିଲା କ୍ରାଇମବ୍ରାଞ୍ଚ। ୨୦୧୬ ମସିହାର ଏକ ନକଲି ଇ-ମେଲ ମାମଲାରେ କ୍ରାଇମବ୍ରାଞ୍ଚ ତାଙ୍କୁ ସମନ ପଠାଇଥିଲା। ୨୦୧୬ରେ ହ୍ରିତିକ ରୋଶନ ନିଜର କୋ-ଷ୍ଟାର ତଥା ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ନକଲି ଇ-ମେଲ ପଠାଇଥିବା ଅଭିଯୋଗ ହୋଇଛି। ଶନିବାର ସୁଦ୍ଧା କମିଶନର ଆଫିସର କ୍ରାଇମ […]