ଏମିତି କିଛି ମନ୍ଦିର ଯେଉଁଠାରେ ଶିବଲିଙ୍ଗର ରଙ୍ଗ ଦିନକୁ ୩ଥର ପରିବର୍ତ୍ତନ ହୋଇଥାଏ: ଆଜି ବି ରହିଛି ରହସ୍ୟ ଘେରରେ
ନୂଆଦିଲ୍ଲୀ ୨୫/୦୨ : ଭାରତରେ ଭଗବାନ ଶିବଙ୍କ ଅନେକ ମନ୍ଦିର ଅଛି ଯାହା କିଛି ନା କିଛି ଚମତ୍କାର ପାଇଁ ପ୍ରସିଦ୍ଧ। ଶିବଙ୍କ ଏହି ଚମତ୍କାର ଦେଖିବାକୁ ଦେଶ-ବିଦେଶରୁ ଭକ୍ତ ଆସିଥାନ୍ତି। ଏମିତି କିଛି ଶିବଲିଙ୍ଗ ସମ୍ପର୍କରେ ଜାଣନ୍ତୁ ଯାହା ଦିନକୁ ଅନେକଥର ରଙ୍ଗ ପରିବର୍ତ୍ତନ କରିଥାଏ। ରାଜସ୍ଥାନ ଅଚଳେଶ୍ୱର ମହାଦେବ ମନ୍ଦିର – ରାଜସ୍ଥାନ ଧୌଲପୁରରେ ଏହି ମନ୍ଦିର ଅବସ୍ଥିତ। ଏହି ମନ୍ଦିରର ଶିବଲିଙ୍ଗ ଦିନକୁ ୩ଥର ରଙ୍ଗ ବଦଳାଇଥାଏ ବୋଲି କୁହାଯାଏ। ସକାଳ ସମୟରେ […]