ମାରାନ ଠିକ୍ କହିନାହାନ୍ତି: ତେଜସ୍ବୀ
ପାଟନା: ତାମିଲନାଡ଼ୁର ଡିଏମ୍କେ ନେତା ଦୟାନିଧି ମାରାନ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ତାମିଲନାଡୁକୁ ଆସୁଥିବା ଉତ୍ତରପ୍ରଦେଶ ଓ ବିହାରର ହିନ୍ଦୀଭାଷୀମାନେ ନିର୍ମାଣ କାର୍ଯ୍ୟ ଓ ଶୌଚାଳୟ ସଫା ଇତ୍ୟାଦି କାମ କରନ୍ତି। ତେବେ ଏହା ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବ। ମାରାନଙ୍କ ମନ୍ତବ୍ୟକୁ ସେ ଘୋର ନିନ୍ଦା କରିଛନ୍ତି। ତାଙ୍କ ସହିତ ଆମେ ଏକମତ ନୁହେଁ ବୋଲି କହିଛନ୍ତି। ବିହାର ଓ […]









