ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଶରୀରର ପାଇଁ ଲାଭଦାୟକ ହୋଇଥାଏ ଗୋଲମରିଚ, ଜାଣନ୍ତୁ ଏହାର ଉପକାରିତା

ଭୁବନେଶ୍ୱର ୦୧/୦୩: ଗୋଲମରିଚରେ ଅନେକ ଉପକାରିତା ରହିଛି କିନ୍ତୁ ଖୁବ୍ କମ ଲୋକ ଏହା ବିଷୟରେ ଜାଣନ୍ତି । ଗୋଲମରିଚ ଯାହା ସର୍ବଦା ରୋଷେଇ ଘରେ ରହିଥାଏ । ତାହା କେବଳ ମସଲାରରେ ବ୍ୟବହାର କରାଯାଏ ନାହିଁ ବରଂ ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଥାଏ । ଯଦି ସକାଳେ ଖାଲି ପେଟରେ ଉଷୁମ ପାଣିରେ ଗୋଲମରିଚ ଖାଇଥାନ୍ତି, ତେବେ ଏହା ଆମ ଶରୀରକୁ ବହୁତ ଲାଭ ଦେଇଥାଏ । ତେବେ ଚାଲନ୍ତୁ ଜାଣିବା ଗୋଲ […]

ଲାଇଫ୍ ଷ୍ଟାଇଲ

ଯଦି ମାର୍ଚ୍ଚରେ ଆପଣଙ୍କ ଜନ୍ମ, ଜାଣନ୍ତୁ କାହିଁକି ଆପଣ ଖାସ ?

କୃଷ୍ଣପକ୍ଷ ଦ୍ୱିତୀୟା ତିଥିରୁ ଆରମ୍ଭ ହୋଇଯାଇଛି ୨୦୨୧ ମସିହାର ତୃତୀୟ ମାସ ମାର୍ଚ୍ଚ । ଏହି ମାସରେ ପ୍ରଖ୍ୟାତ ଗୀତ ଓ ସଙ୍ଗିତକାର ଜଷ୍ଟିନ ବିବର, ଶ୍ରଦ୍ଧା କପୁର, ଅନୁପମ ଖେର, ଅମୀର ଖାନ ଓ ଲେଡି ଗାଗାଙ୍କ ପରି ଅନେକ ପ୍ରଶିଦ୍ଧ ଲୋକଙ୍କ ଜନ୍ମ ଦିନ ପଡେ। ପ୍ରତ୍ୟେକ ମଣିଷର ଭଲ ଓ ମନ୍ଦଗୁଣ ରହିଛି। ବିଭିନ୍ନ ଶାସ୍ତ୍ର ସମେତ ଜ୍ୟୋତିଷରେ ବି ଗୁଣର ଆକଳନ କରାଯାଏ। ଏଠାରେ ଆମେ ମାର୍ଚ୍ଚ ମାସରେ ଜନ୍ମିତ ବ୍ୟକ୍ତିଙ୍କ […]

ଖେଳ ଦେଶ ବିଦେଶ

ଯୁବକଙ୍କ ଟ୍ୟାଲେଣ୍ଟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ସଚିନ: ନିଜେ ଭିଡିଓ ସେୟାର କରି କଲେ ପ୍ରଶଂସା

ମୁମ୍ବାଇ ୦୨/୦୩ : ବେଳେ ବେଳେ ଏମିତି କିଛି କୌଶଳ ବା ଟ୍ୟାଲେଣ୍ଟ ସାମ୍ନାକୁ ଆସେ ଯାହାକୁ ବିଶ୍ୱାସ କରିବା ମୁସ୍କିଲ ହୋଇଥାଏ। ଏମିତି ଏକ ଟ୍ୟାଲେଣ୍ଟ ସାମ୍ନାକୁ ଆସିଛି ଯାହା ଦେଖି ଆପଣ ବି ବିଶ୍ୱାସ କରିବେନି। ରୁବିକ୍ କ୍ୟୁବ୍ ସଲ୍ଭ କଲାବେଳେ ଅଧିକାଂଶ ଲୋକ ନୟାନ୍ତ ହୋଇଯାନ୍ତି। ବହୁତ ଚେଷ୍ଟା ପରେ ଏହାକୁ ସଲ୍ଭ କରିପାରନ୍ତି। କିନ୍ତୁ ଜଣେ ଯୁବକ ଏହାକୁ ଚୁଟକିରେ ସଲ୍ଭ କରିଦେଇଛନ୍ତି ସେ ପୁଣି ଆଖି ବନ୍ଦ କରି। ଏହି […]

ଖେଳ ଦେଶ ବିଦେଶ

ସୋସିଆଲ ମିଡିଆରେ କୋହଲିଙ୍କ ନୂଆ କୀର୍ତ୍ତିମାନ, ରୋନାଲ୍ଡୋଙ୍କ କ୍ଲବରେ ହେଲେ ସାମିଲ

ନୂଆଦିଲ୍ଲୀ, ୦୧|୩ (ଏଜେନ୍ସି): ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ସୋସିଆଲ୍‌ ମିଡିଆ ଇନ୍‌ଷ୍ଟାଗ୍ରାମ୍‌ରେ ଆଉଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ପ୍ରଥମ ଏସୀୟ ସେଲିବ୍ରିଟି ଓ ପ୍ରଥମ କ୍ରିକେଟର ଭାବେ ୧୦୦ ମିଲିୟନ (୧୦କୋଟି) ଅନୁଗାମୀ କ୍ଲବ୍‌ରେ ସାମିଲ ହୋଇଛନ୍ତି । ଏଥିସହ ସେ ପପ୍‌ ଷ୍ଟାର୍‌ ଡେମି ଲୋଭୋଟୋ (୯୫ମିଲିୟନ) ଏବଂ ସ୍ପାନିଶ୍‌ ଫୁଟବଲ୍‌ କ୍ଲବ୍‌ ରିୟଲ ମାଦ୍ରିଦ (୯୫ମିଲିୟନ) ଓ ବାର୍ସେଲୋନା (୯୪)କୁ ପଛରେ ପକାଇ ଦେଇଛନ୍ତି । ଏସୀୟ ସେଲିବ୍ରିଟି ଭାବେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଉଡ଼ନ୍ତା ବିମାନରେ ବିଗିଡ଼ିଲା ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା; କରାଚିଠାରେ ଜରୁରିକାଳୀନ ଅବତରଣ କଲା ଇଣ୍ଡିଗୋ, ଅସୁସ୍ଥ ଯାତ୍ରୀ ମୃତ

କରାଚି: ମଙ୍ଗଳବାର ସକାଳେ ସରଜାହାରୁ ଲକ୍ଷ୍ମୌ ଅଭିମୁଖେ ଯାତ୍ରା କରୁଥିବା ଏକ ଇଣ୍ଡିଗୋ ବିମାନରେ ଜଣେ ଯାତ୍ରୀ ଅଚାନକ ଅସୁସ୍ଥ ହୋଇପଡ଼ିବାରୁ ବିମାନଟିକୁ ପାକିସ୍ତାନର କରାଚିଠାରେ ଜରୁରିକାଳୀନ ଅବତରଣ କରାଯାଇଥିଲା। ପରେ ଯାତ୍ରୀ ଜଣଙ୍କୁ ମୃତ ଘୋଷଣା କରାଯାଇଛି। ଇଣ୍ଡିଗୋ ଏୟାର୍‌ଲାଇନ୍ସର ୬ଇ୧୪୧୨ ବିମାନଟି ସରଜାହାରୁ ଲକ୍ଷ୍ମୌ ଉଡ଼ାଣ ଭରିଥିବା ବେଳେ ସେଥିରେ ଉପସ୍ଥିତ ଥିବା ଜଣେ ଯାତ୍ରୀ ହୃଦ୍‌ଘାତର ଶିକାର ହୋଇଥିଲେ। ଯାତ୍ରୀ ଜଣକ ଅଚାନକ ଏପରି ଅସୁସ୍ଥ ହୋଇ ପଡ଼ିବାରୁ ବିମାନଟିକୁ କରାଚି ଆଡ଼େ […]

ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଆଣ୍ଟିଜେନ କିଟ୍ ଖରାପ ଥିବାରୁ ବୁର୍ଲା ଭିସୁଟର ଛାତ୍ରଛାତ୍ରୀମାନଙ୍କ ରିପୋର୍ଟ ପଜିଟିଭ ଆସିଥିଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସ୍ପଷ୍ଟୀକରଣ

ଭୁବନେଶ୍ବର: ବୁର୍ଲା ଭିସୁଟର କୌଣସି ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇନଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। କିଟ୍ ଖରାପ ଯୋଗୁଁ କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ସେ ସ୍ପଷ୍ଟୀକରଣ ଦେଇଛନ୍ତି। ଆଣ୍ଟିଜେନ କିଟ୍ ଖରାପ ଥିବାରୁ ଏଭଳି ରିପୋର୍ଟ ଆସିଥିବା ବେଳେ ଆରଟି-ପିସିଆର ଟେଷ୍ଟରେ ସମସ୍ତ ଛାତ୍ରଛାତ୍ରୀଙ୍କ ରିପୋର୍ଟ ନେଗେଟିଭ ଆସିଛି ବୋଲି ସେ ସୂଚନା ଦେଇଛନ୍ତି। ଏହାପୂର୍ବରୁ ବୁର୍ଲା ଭିସୁଟର ୨୫ […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଶରୀର ଘୋଳାବିନ୍ଧା ହେଉଛି କି? ବିନା ଔଷଧରେ ଏପରି ପାଆନ୍ତୁ ଉପଶମ

ଆଜିକାଲି ବ୍ୟସ୍ତ ବହୁଳ ଜୀବନଶୈଳୀ ହେତୁ ଶରୀର ଘୋଳାବିନ୍ଧା ହେବା ଏକ ସାଧାରଣ ସମସ୍ୟା ପାଲଟିଗଲାଣି। କେବଳ ବୟସ୍କ ନୁହଁନ୍ତି, ଅଳ୍ପ ବୟସର ପିଲାଙ୍କ ଭିତରେ ବି ଏହି ସମସ୍ୟା ଦେଖା ଦେଲାଣି। ଏହା କୌଣସି ପ୍ରକାରର ରୋଗ ନୁହେଁ। ତେଣୁ, ଆୟତ୍ତ ବାହାରର ଯନ୍ତ୍ରଣା ନହେଲେ ଔଷଧଠାରୁ ନିଜ ଶରୀରକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ। ତେବେ ଚାଲନ୍ତୁ ଜାଣିବା ବିନା ଔଷଧ ଖାଇ କିପରି ଭାବେ ଦେହ ଘୋଳାବିନ୍ଧାକୁ ଦୂରେଇ ହେବ। : ନିଜର […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ବ୍ୟବସାୟରେ ସବୁକିଛି ଭଲ ହେବ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ଅଫିସରେ ଆପଣଙ୍କୁ ଅଧିକ ଦାୟିତ୍ବ ମିଳିବ। ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ। ବୃଷ: ପୂଜାପାଠରେ ସମୟ ବିତିବ। ଅଫିସରେ ସହକର୍ମୀ ଆପଣଙ୍କର ପ୍ରଶ˚ସା କରିପାରନ୍ତି। ପରିବାରର ସବୁ ସଦସ୍ୟଙ୍କୁ ଆନନ୍ଦ ପ୍ରାପ୍ତି ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ। ମିଥୁନ: ଚାକିରି ବୃତ୍ତିରେ ମନ ଲାଗିବ। ଆପଣାର ଲୋକଙ୍କ ସହଯୋଗରେ ଅଶାନ୍ତି କମ୍‌ ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ। […]

ଦେଶ ବିଦେଶ ମନୋରଞ୍ଜନ

କଙ୍ଗନାଙ୍କ ବଢ଼ିଲା ଅସୁବିଧା, କୋର୍ଟ ଜାରି କଲେ ୱାରେଣ୍ଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଅସୁବିଧା କମିବାର ନାମ ନେଉନାହିଁ। ଗୀତିକାର ଜାଭେଦ ଅଖତର ଦ୍ୱାରା ଦାଖଲ ହୋଇଥିବା ମାନହାନୀ ମାମଲାରେ କଙ୍ଗନାଙ୍କ ବିରୋଧରେ କୋର୍ଟ ୱାରେଣ୍ଟ ଜାରି କରିଛନ୍ତି। ମୁମ୍ବାଇ ପୁଲିସ ଗୀତିକାର ଜାଭେଦ ଅଖତରଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନୀ ମାମଲାରେ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ମାର୍ଚ୍ଚ ୧ ତାରିଖରେ ହାଜର ହେବାକୁ କହିଥିଲେ। କିନ୍ତୁ ସେ କୋର୍ଟଙ୍କ ଏହି ଆଦେଶ ମାନି ନାହାନ୍ତି। ଏଥିପାଇଁ ତାଙ୍କ ବିରୋଧରେ ଏହି କଠୋର କାର୍ଯ୍ୟାନୁଷ୍ଠାନ […]

ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

ଆଖିରେ ଅସ୍ତ୍ରୋପଚାର ହୋଇଥିବା କଥା ଜଣାଇଲେ ଅମିତାଭ ବଚ୍ଚନ

ମୁମ୍ବାଇ: ଆଖିରେ ଅସ୍ତ୍ରୋପଚାର ହୋଇଥିବା କଥା ଆଜି ଅଭିନେତା ଅମିତାଭ ବଚ୍ଚନ କହିଛନ୍ତି। ପ୍ରଶଂସକମାନଙ୍କ ପ୍ରତି ବ୍ଲଗ୍‌ରେ ସେ ଲେଖିଛନ୍ତି, ସ୍ୱାସ୍ଥ୍ୟଗତ ସମସ୍ୟା ପ୍ରତି ଚିନ୍ତିତ ହୋଇ ଶୁଭକାମନା ଜଣାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଏ ବୟସରେ ଆଖିରେ ଅସ୍ତ୍ରୋପଚାର ବଡ଼ ଜଟିଳ କାମ ହୋଇଥିବାରୁ ଅତି ସାବଧାନତା ସହ କରାଇବାକୁ ପଡ଼ିଲା। ଖୁବ୍‌ ଭଲ ଅସ୍ତ୍ରୋପଚାର ହୋଇଛି। ସବୁ ଠିକ୍‌ ହୋଇଯିବ ବୋଲି ଆଶା। ଦୃଶ୍ୟତା କମ୍‌ ଓ ଆରୋଗ୍ୟ ବେଗ ଧୀର,ଏବଂ କଷ୍ଟକର ହୋଇଥିବାରୁ ଯଦି […]