ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ପ୍ରତିଦିନ ପୋଇ ଖାଇ ଶରୀରକୁ ଏହି ସବୁ ସମସ୍ୟାରୁ ଦୂରରେ ରଖନ୍ତୁ

ପୋଇ ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏହାକୁ ଲୋକମାନେ ସାଲାଡ୍‌, ତରକାରୀ ବା ସୁପ୍‌ କରି ପିିଇବାକୁ ପସନ୍ଦ କରିଥାନ୍ତି । ଭିଟାମିନ୍‌, କ୍ୟାଲୋରୀ,ପ୍ରୋଟିନ୍‌,କାର୍ବୋହାଇଡ୍ରେଟ୍‌,ଫ୍ୟାଟ୍‌,ଫାଇବର ଏବଂ ଆଇରନରେ ଭରପୂର ଥିବା ପୋଇ ଶରୀରର ଅନେକ ସମସ୍ୟାକୁ ଦୂର କରିଥାଏ । ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ଦୂର ହୋଇଥାଏ । ଏବେ ଆସନ୍ତୁ ଜାଣିବା ଏଥିରୁ ଶରୀରକୁ ମିଳୁଥିବା ଅନେକ ଫାଇଦା ବିଷୟରେ.. ୧.କିଛି ଲୋକ ପୋଇକୁ କେବଳ ଶରୀରରେ […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ବିଗ୍ ବସ୍ ୧୪ ରେ ଜିତିଥିବା ଟଙ୍କା ଏହି କାମ ପାଇଁ ଖର୍ଚ୍ଚ କରିବେ ରୁବିନା, ଜାଣି ଆପଣ ମଧ୍ୟ ଖୁସି ହୋଇଯିବେ

ମୁମ୍ବାଇ ୦୨/୦୩: ବିଗ୍ ବସ୍ ସିଜନ୍ ୧୪ ଶେଷ ହୋଇଯାଇଛି । ଏହି ଶୋ’ରେ ରୁବିନା ଦିଲାଏକ୍ ଟ୍ରଫି ହାସଲ କରିଛନ୍ତି । ଟ୍ରଫି ସହିତ ରୁବିନା ମଧ୍ୟ ୩୬ ଲକ୍ଷ ଟଙ୍କା ଜିତିଛନ୍ତି । ତେବେ ଚାଲନ୍ତୁ ଜାଣିବା ରୁବିନା ଜିତିଥିବା ଏହି ୩୬ ଲକ୍ଷ ଟଙ୍କାକୁ ନେଇ କଣ କରିବେ । ରୁବିନା ତାଙ୍କ ଗାଁ ଶିମଲାକୁ ଖୁବ୍ ଭଲ ପାଆନ୍ତି । ସେ ବିଗ୍ ବସ୍ ରେ ଜିତିଥିବା ଟଙ୍କା ନିଜ ପାଇଁ […]

ଦେଶ ବିଦେଶ ମନୋରଞ୍ଜନ

ପାକିସ୍ତାନ ଚୋରି କରୁଛି ଭାରତୀୟ ବିଜ୍ଞାପନର ଆଇଡିୟା, ମାହିରା ଖାନଙ୍କୁ ଟ୍ରୋଲକଲେ ୟୁଜର୍ସ: କହିଲେ, ‘ନିଜକୁ କ୍ୟାଟ୍ରିନା ଭାବ ନାହିଁ’

ମୁମ୍ବାଇ ୦୨/୦୩: ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ ନିକଟରେ ଇନଷ୍ଟାଗ୍ରାମରେ ବିଜ୍ଞାପନର ଏକ ଭିଡିଓ ସେୟାର କରିଛନ୍ତି । ଏହି ଟିଭି କମରର୍ଶିୟଲକୁ ସେୟାର କରି ମାହିରା ଲେଖିଛନ୍ତି, ‘ପିୟୋର ମ୍ୟାଙ୍ଗୋ ପ୍ଲେଜର’ । ଏବେ ଏହି ବିଜ୍ଞାପନକୁ ନେଇ ଭାରତୀୟ ସୋସିଆଲ ମିଡିଆ ୟୁଜର୍ସ ମାହିରାଙ୍କୁ ଖୁବ୍ ଟ୍ରୋଲ କରୁଛନ୍ତି । ବାସ୍ତବରେ, ବଲିଉଡ ଫିଲ୍ମରେ ଅଂଶୀଦାରୀ ହୋଇ ସାରିଥିବା ମାହିରା ଖାନ ନିଜ ଇନଷ୍ଟାଗ୍ରାମରେ ଏକ ବିଜ୍ଞାପନ ସେୟାର କରିଛନ୍ତି ଯେଉଁଥିରେ ସେ ମ୍ୟାଙ୍ଗୋ […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଟିମ୍ ଇଣ୍ଡିଆର ବିଶ୍ବ ରେକର୍ଡ : ଘରୋଇ ମାଟିରେ ଲଗାତାର ଜିତିଛି ୧୨ଟି ଟେଷ୍ଟ ସିରିଜ୍, ପଢନ୍ତୁ ପୁରା ରିପୋର୍ଟ…

ଅହମ୍ମଦାବାଦ ୦୨/୦୩ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ଗୁରୁବାର ଠାରୁ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି । ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ସିରିଜ୍‌କୁ ୨-୧ରେ ଆଗୁଆ ଅଛି ଟିମ୍ ଇଣ୍ଡିଆ । ଭାରତକୁ ବିଶ୍ବ ଟେଷ୍ଟ୍‌ ଚାମ୍ପିୟନ୍‌ସିପ୍‌ରେ ପ୍ରବେଶ କରିବା ପାଇଁ ଇଂଲଣ୍ଡ ବିପକ୍ଷ ଚତୁର୍ଥ ତଥା ଶେଷ ଟେଷ୍ଟ ବିଜୟ ହେଉଛି ସୁବର୍ଣ୍ଣ ସୁଯୋଗ । ଯଦି ଭାରତ ଚତୁର୍ଥ ଟେଷ୍ଟରେ ବିଜୟୀ କିମ୍ବା ମ୍ୟାଚ୍‌କୁ […]

କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ସ୍ପେଶାଲ ରିପୋର୍ଟ

ଏଥର ବି ହେବନି ଦୁନିଆର ସବୁଠାରୁ ବଡ ଧାର୍ମିକ ମାନସରୋବର ଯାତ୍ରା: ଆଦି କୈଳାସ ଯାତ୍ରା ପାଇଁ ଚାଲିଛି ଯୋଜନା

ପିଥୌରାଗଡ ୦୧/୦୩ : କରୋନା ଯୋଗୁଁ ଏଥର ବି ବିଶ୍ୱ ପ୍ରସିଦ୍ଧ ମାନସରୋବର ଯାତ୍ରା ନ ହୋଇପାରେ। କୁମାଉଁ ମନଦଳ ବିକାଶ ନିଗମ ଆଉ ଏକ ଯୋଜନା ପ୍ରସ୍ତୁତ କରୁଛି। ଏହି ଯୋଜନା ଅନୁଯାୟୀ କୈଳାସ ନମୁନାରେ ଆଦି କୈଳାସ ଯାତ୍ରା ଆରମ୍ଭ କରାଯିବ ଯେପରି ଧାର୍ମିକ ଯାତ୍ରା ପାଇଁ ଭାରତକୁ ଚୀନ ଉପରେ ନିର୍ଭର କରିବାକୁ ପଡ଼ିବନି। ୧୯୮୧ ମସିହାରୁ କୈଳାସ-ମାନସରୋବର ଯାତ୍ରା ଜାରି ରହଛି। କିନ୍ତୁ କରୋନା ସଙ୍କଟ ଦୁନିଆର ସବୁଠାରୁ ବଡ ଧାର୍ମିକ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅଫିସରେ ନୂଆ ଲୋକଙ୍କ ସହିତ ସାକ୍ଷାତକାର ଲାଭପ୍ରଦ ହେବ। ଲାଗି ରହିଥିବା ବିବାଦର ସମାଧାନ ହୋଇଯିବ। ଘରୋଇ କାମରେ ପରିବାରର ସହଯୋଗ ପାଇବେ। ବୃଷ: ଆପଣଙ୍କ ସକାରାତ୍ମକ ବିଚାରରେ ଖୁସି ହୋଇ କର୍ତ୍ତୃପକ୍ଷ ଉପହାର ଦେଇପାରନ୍ତି। ପରିବାର ଲୋକଙ୍କ ସହିତ ସମ୍ବନ୍ଧ ଭଲ ରହିବ। ପ୍ରତିଯୋଗୀ ଛାତ୍ରଙ୍କ ଲାଗି ଦିନଟି ଭଲ। ମିଥୁନ: ଚାକିରି ବୃତ୍ତିରେ ସାବଧାନତା ଅବଲମ୍ବନ କରନ୍ତୁ। ନିଜ ଲୋକଙ୍କ ସାହଯ୍ୟ ପାଇବେ। ବ୍ୟାଙ୍କରୁ ଋଣ ନେବା ପାଇଁ ଲାଗି ରହିଥିବା ଅସୁବିଧା […]

କଳା ଓ ସଂସ୍କୃତି ଧର୍ମ

ମହାଶିବରାତ୍ରି ଦିନ ଶିବଲିଙ୍ଗରେ ନିଶ୍ଚୟ ଅର୍ପଣ କରନ୍ତୁ ଏହିସବୁ ଜିନିଷ: ପୂରଣ ହେବ ସବୁ ମନୋସ୍କାମନା

ଭୁବନେଶ୍ୱର ୨୭/୦୨ : ଆସୁଛି ମହାଶିବରାତ୍ରି ଯେଉଁ ରାତିରେ ଭକ୍ତଙ୍କ ପାଇଁ ଶିବମୟ ହୋଇଥାଏ ପୁରା ମାହୋଲ। ଶ୍ରଦ୍ଧାର ସହ ମହାଶିବରାତ୍ରି ବ୍ରତ ପାଳନ କଲେ ସବୁ ମନୋସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ। ଶିବ ଭକ୍ତଙ୍କ ପାଇଁ ମହାଶିବରାତ୍ରିର ବିଶେଷ ମହତ୍ତ୍ୱ ରହିଛି। ପୌରାଣିକ କଥା ଅନୁସାରେ ଶିବରାତ୍ରି ଦିନ ମହାଦେବଙ୍କୁ ଆରାଧନା କଲେ ଇଚ୍ଛାନୁସାରେ କାମ ହୋଇଥାଏ। ଭକ୍ତ ନାନା ପ୍ରକାରେ ନହଦେବଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା କରିଥାନ୍ତି। ଶିବରାତ୍ରି ଦିନ ଶିବଲିଙ୍ଗରେ ଜଳାଭିଷେକ […]

ଧର୍ମ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବ୍ରାହ୍ମ ମୁହୂର୍ତ୍ତରେ କରନ୍ତୁନି ଏହି ସବୁ କାମ, ରୋଗାକ୍ରାନ୍ତ ହୋଇଯାଏ ଜୀବନ

ଭୁବନେଶ୍ୱର ୦୧/୦୩ : ବ୍ରାହ୍ମ ମୁହୂର୍ତ୍ତକୁ ଶାସ୍ତ୍ରରେ ବହୁତ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଇଛି। ପ୍ରାଚୀନ କାଳରେ ମୁନିଋଷି ବ୍ରାହ୍ମ ମୁହୂର୍ତ୍ତରେ ଶଯ୍ୟା ତ୍ୟାଗ କରି ସ୍ନାନ ଆଦି ସାରି ଈଶ୍ୱରଙ୍କ ବନ୍ଦନା କରୁଥିଲେ। ଏବେ ବି ଅନେକ ଲୋକ ବ୍ରାହ୍ମ ମୁହୂର୍ତ୍ତରେ ଉଠିବାକୁ ପସନ୍ଦ କରନ୍ତି। କିଛି ଲୋକେ ବ୍ରାହ୍ମ ମୁହୂର୍ତ୍ତରେ ଉଠି ଈଶ୍ୱରଙ୍କୁ ବନ୍ଦନା କରନ୍ତି। ବ୍ରାହ୍ମ ମୁହୂର୍ତ୍ତ କେବଳ ଶାସ୍ତ୍ର ଦୃଷ୍ଟିକୋଣରୁ ନୁହେଁ ବରଂ ଆୟୁର୍ବେଦ ଓ ଆଧୁନିକ ଚିକିତ୍ସା ପଦ୍ଧତି ଦୃଷ୍ଟିକୋଣରୁ ବି […]

କଳା ଓ ସଂସ୍କୃତି ଧର୍ମ ସ୍ପେଶାଲ ରିପୋର୍ଟ

ଏହି ମନ୍ଦିରରେ ନାରୀ ରୂପରେ ପୂଜା ପାଇଥାନ୍ତି ମହାଦେବ, ଜାଣନ୍ତୁ ଏହାର କାରଣ

ବୃନ୍ଦାବନ ୦୨/୦୩: ମଥୁରା ଏବଂ ବୃନ୍ଦାବନ ନାମ ଆସିବା ମାତ୍ରେ ସମସ୍ତଙ୍କ ମନରେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଭକ୍ତି ଆସିଥାଏ । କିନ୍ତୁ ଏଠାରେ ଭଗବାନ ଶିବଙ୍କର ଏକ ମନ୍ଦିର ମଧ୍ୟ ସ୍ଥାପିତ ହୋଇଛି । ବୃନ୍ଦାବନରେ ‘ଗୋପେଶ୍ୱର ମହାଦେବ’ ନାମକ ଏକ ମନ୍ଦିର ରହିଛି । କୁହାଯାଏ ଯେ ଏହା ହେଉଛି ଦୁନିଆର ଏକମାତ୍ର ମନ୍ଦିର ଯେଉଁଠାରେ ମହାଦେବ ଗୋପୀ ଭାବରେ ପୂଜା ପାଆନ୍ତି । ତେବେ ଆସନ୍ତୁ ଜାଣିବା ଏହି ମନ୍ଦିର ସହିତ ଜଡିତ […]

ଧର୍ମ

ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ ୨୦୨୧: ମାର୍ଚ୍ଚ ମାସରେ ମୀନ ରାଶିରେ କରିବେ ପ୍ରବେଶ, ଜାଣନ୍ତୁ କିପରି ରହିବ ଏହାର ପ୍ରଭାବ

ଭୁବନେଶ୍ୱର ୦୨/୦୩: ଭୌତିକ ସୁଖର ଦାତା ଭାବରେ ବିବେଚନା କରା ଯାଉଥିବା ଶୁକ୍ର ଦେବ ମାର୍ଚ୍ଚ ମାସରେ ରାଶି ପରିବର୍ତ୍ତନ କରୁଛନ୍ତି । ମାର୍ଚ୍ଚ ୧୭ ରେ, ଶୁକ୍ର ମୀନ ରାଶିରେ ପ୍ରବେଶ କରିବେ । ଆସନ୍ତା ମାସ ୧୦ ଏପ୍ରିଲ୍ ପର୍ଯ୍ୟନ୍ତ ଶୁକ୍ର, ମୀନ ରାଶିରେ ରହିବେ। ମାର୍ଚ୍ଚ ୧୭, ୨୦୨୧ ରେ ଦିନ ୨ଟା ସମୟରେ ଶୁକ୍ରଙ୍କ ଏହି ରାଶି ପରିବର୍ତ୍ତନ ହେବ। ଯଦି ଶୁକ୍ର କୌଣସି କୁଣ୍ଡଳୀରେ ରହିଥାନ୍ତି ତେବେ ସେହି କୁଣ୍ଡଳୀର […]