ଚାଷୀ ଆନ୍ଦୋଳନକୁ ନେଇ ତିଆରି ହେବ ଚଳଚ୍ଚିତ୍ର!
ନୂତନ କୃଷି ଆଇନକୁ ନେଇ ରାଜଧାନୀ ଦିଲ୍ଲୀରେ ଏବେ ଘମାଘୋଟ କୃଷକ ଆନ୍ଦୋଳନ ଚାଲିଛି। ତେବେ ଏହା ଉପରେ ବି-ଟାଉନ୍ର ଚଳଚ୍ଚିତ୍ର ନିର୍ମାତା ରାକେଶ ଓମ୍ପ୍ରକାଶ ମେହେରା ଚଳଚ୍ଚିତ୍ର କରିବାକୁ ଯୋଜନା କରୁଥିବା ଖବର ମିଳିଛି। ଚଳଚ୍ଚିତ୍ରର ସଂଳାପ ଲେଖିବା ଦାୟିତ୍ବ ଲେଖକ କମଳେଶ ପାଣ୍ଡେ ତୁଲାଇବେ। ଏନେଇ କମଳେଶ କହିଛନ୍ତି, ମୁଁ ଓ ରାକେଶ ପୂର୍ବରୁ ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରି ସାରିଛୁ। ଚଳଚ୍ଚିତ୍ରର ସଂଳାପକୁ ନେଇ ମୁଁ ଚାରି ବର୍ଷ ହେଲା ତାଙ୍କ […]