ଦେଶ ବିଦେଶ ମନୋରଞ୍ଜନ

ଅଜୟ ଦେବଗନ୍‌ଙ୍କ ଗାଡ଼ି ଅଟକାଇଲେ ଶିଖ ଯୁବକ

ନୂତନ କୃଷି ଆଇନକୁ ନେଇ ପ୍ରାୟ ଶହେରୁ ଅଧିକ ଦିନ ହେବ କୃଷକମାନେ ଆନ୍ଦୋଳନ କରୁଛନ୍ତି। ଆନ୍ଦୋଳନକୁ ନେଇ ହଲିଉଡ୍‌ରୁ ଆରମ୍ଭ କରି ବିଭିନ୍ନ ସିନେ ତାରକା ସମର୍ଥନରେ ଟିପ୍ପଣୀ ଦେଉଥିବା ବେଳେ ଅଜୟ ଦେବଗନ୍‌ଙ୍କ ଚୁପ୍ ରହିବା ଘଟଣା ଆନ୍ଦୋଳନକାରୀଙ୍କୁ କ୍ଷୁବ୍ଧ କରିଛି। ଯେଉଁଥିପାଇଁ ଗତକାଲି ମୁମ୍ବାଇ ରାସ୍ତାରେ ଯାଉଥିବା ବେଳେ ରାଜଦୀପ ସିଂହ ଅଧା ରାସ୍ତାରେ ଗାଡ଼ି ଅଟକାଇବା ସହିତ ତାଙ୍କୁ ପ୍ରକୃତ ଶିଖ୍ ନୁହଁ ବୋଲି କହିଥିଲେ। ତେବେ ମୁମ୍ବାଇ ପୁଲିସ୍ ଘଟଣା […]

ଦେଶ ବିଦେଶ ରାଜନୀତି ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଟିକା ନେବା ସମୟ କଟକଣା ହଟିଲା ଯେକୌଣସି ସମୟରେ ଟିକା ନେଇହେବ: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ : ଟିକା ନେବାପାଇଁ ଏବେ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ରହିବ ନାହିଁ। କେନ୍ଦ୍ର ସରକାର ଏ ବାବଦ କଟକଣା ଆଜି ହଟାଇ ଦେଇଛନ୍ତି। ଯେକୌଣସି ଦିନ ଯେ କୌଣସି ସମୟରେ ଲୋକମାନେ ନିଜ ସୁବିଧାରେ ଟିକା ନେଇପାରିବେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି। ଦେଶବ୍ୟାପୀ ଟିକାକରଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଲୋକମାନେ ୨୪ ଘଣ୍ଟା ଏବଂ ସପ୍ତାହରେ ୭ ଦିନ ମଧ୍ୟରୁ ଯେ କୌଣସି ସମୟରେ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

କୋଭିଡ୍‌-୧୯: ୨୪ ଘଣ୍ଟାରେ ଦେଶରେ ୧୭,୪୦୭ ନୂଆ ସଂକ୍ରମଣ ସହ ୧୦୦ ତଳେ ରହିଛି ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୧୭,୪୦୭ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହେବା ସହ ଦେଶରେ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ୧୦୦ ତଳେ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୭,୪୦୭ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୮୯ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୧୧,୫୬,୯୨୩ରେ ପହଞ୍ଚିଛି। […]

ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସାପ କାମୁଡାର ୪ମାସ ପରେ ଯୁବକ ମୃତ, ବିଷ ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ

ଜଳେଶ୍ବର ୪।୩: ସାପ କାମୁଡାର ୪ ମାସ ପରେ ଯୁବକ ମୃତ । ସାପ ବିଷ ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ । ମୃତକ ହେଉଛନ୍ତି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଇକଡା ଗ୍ରାମର ଜ୍ୟୋତିପ୍ରକାଶ ପ୍ରଧାନ । ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ମାସରେ ମର୍ନିଂ ୱାକରେ ଯାଉଥିଲା ବେଳେ ଇକଡା ଗ୍ରାମର ତନୁଜ ପ୍ରଧାନଙ୍କର ଏକ ମାତ୍ର ପୁତ୍ର ଜ୍ୟୋତିପ୍ରକାଶ ପ୍ରଧାନଙ୍କୁ ଏକ ବିଷଧର ସାପ କାମୁଡିଥିଲା । ଜ୍ୟୋତିପ୍ରକାଶ ଡାକ୍ତରଖାନରେ ସେ ଚିକିତ୍ସିତ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଅପରେସନ୍ ବେଳେ ଡାକ୍ତର କାଟିଦେଲେ ଖାଦ୍ୟନଳୀ, ମହିଳା ଗୁରୁତର

ସମ୍ବଲପୁର ୪।୩: ଡାକ୍ତରଙ୍କ ଭୁଲ ଚିକତ୍ସା ଯୋଗୁଁ ମହିଳା ଗୁରୁତର ଅଭିଯୋଗ । ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ସମୟରେ ଖାଦ୍ୟନଳୀ କାଟି ଦେଇଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାବେଳେ ସେ ବୁର୍ଲାରେ ଚିକିତ୍ସିତ ହେଉଛନ୍ତି । ସୂଚନାଯୋଗ୍ୟ ଯେ, ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ କୁହାକୁଣ୍ଡାର ଜିତେନ ଭୋଇଙ୍କ ପତ୍ନୀ ସରିତା ଭୋଇ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୧ କୋଭିଡ୍ ପଜିଟିଭ୍, ୩୩୭୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର ୦୪।୦୩: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୫୨୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ପତ୍ରକୋବି ନା ପାଳଙ୍ଗ: ଦୁଇଟିରେ ଭରପୁର ମାତ୍ରାରେ ରହିଛି ଫାଇବର, କେଉଁଟି ସ୍ୱାସ୍ଥ୍ୟକର ?

ଭୁବନେଶ୍ୱର ୦୩/୦୩ : ପତ୍ରକୋବି ଓ ପାଳଙ୍ଗ ଶାଗ ଉଭୟ ପରିବାରେ ଫାଇବର, ଭିଟାମିନ ଓ ପ୍ରୋଟିନ ରହିଛି। ଦୁଇଟି ପରିବାର ଗୁଣ ସମାନ କିନ୍ତୁ ସ୍ୱାସ୍ଥ୍ୟ ପାଇଁ ଉଭୟର ଫାଇଦା ଭିନ୍ନ ଭିନ୍ନ। ତେବେ କେଉଁଟି ସ୍ୱାସ୍ଥ୍ୟ ପକ୍ଷେ ଅଧିକ ହିତକର ଆସନ୍ତୁ ଜାଣିବା… ପାତ୍ରାକବି – ପତ୍ରକୋବି ପରିବାର ବ୍ରେସିକା ଜିନସ ସହ ସମ୍ବନ୍ଧିତ। ଏହା ଧଳା, ଲାଲ, ସବୁଜ, ବାଇଗଣୀ ଭଳି ଅନେକ ରଙ୍ଗରେ ଉପଲବ୍ଧ। ଏଥିରେ ଭିଟାମିନ ଓ ଖଣିଜ ଭରପୁର […]

କଳା ଓ ସଂସ୍କୃତି ଧର୍ମ

ମାର୍ଚ୍ଚ ୧୧, ମହାଶିବରାତ୍ରିରେ ହେବ କୁମ୍ଭର ପ୍ରଥମ ଶାହୀ ସ୍ନାନ: ଗଙ୍ଗାରେ ୩ ବୁଡ଼ ପକାଇଲେ ପାପ ନଷ୍ଟ ସହ ମୋକ୍ଷ ପ୍ରାପ୍ତି ହୁଏ

ହରିଦ୍ୱାର ୦୩/୦୩ : ୨୦୨୧ ଜାନୁଆରୀ ୧୪ ତାରିଖ ମକର ସଂକ୍ରାନ୍ତିରୁ କୁମ୍ଭ ମେଳା ଆୟୋଜନ ଆରମ୍ଭ ହୋଇଛି। ହରିଦ୍ୱାରରେ ଗଙ୍ଗା କୂଳରେ ବୁଡ଼ ପକାଇବାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସିଥାନ୍ତି। ସାରା ବିଶ୍ୱରେ ଏହା ଆସ୍ଥା ଓ ବିଶ୍ୱାସର ସବୁଠାରୁ ବଡ ମେଳା। ଶାସ୍ତ୍ର ଅନୁସାରେ ନକ୍ଷତ୍ର ଓ ରାଶି ଅନୁସାରେ ଏହା ନିର୍ଦ୍ଧାରିତ କରାଯାଏ ଯେ ୪ଟି ସ୍ଥାନ ମଧ୍ୟରୁ କେଉଁଠି କୁମ୍ଭ ମେଳା ଆୟୋଜନ ହେବ। ଏହି ୪ଟି ସ୍ଥାନ ହରିଦ୍ୱାର ଗଙ୍ଗା […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୮ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୯ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟ‌ରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୪୪୮ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୪ ହଜାର ୭୦୩ ଜଣ ଓ ଏବେ ବି […]

ଦେଶ ବିଦେଶ ମନୋରଞ୍ଜନ ରାଜନୀତି

ତୃଣମୂଳ କଂଗ୍ରେସରେ ଯୋଗ ଦେଲେ ଲୋକପ୍ରିୟ ବଙ୍ଗୀୟ ଅଭିନେତ୍ରୀ ସୟନ୍ତିକା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି ଆଉ ଜଣେ ବଙ୍ଗୀୟ ଅଭିନେତ୍ରୀ। ଲୋକପ୍ରିୟ ବଙ୍ଗୀୟ ଅଭିନେତ୍ରୀ ସୟନ୍ତିକା ବାନାର୍ଜୀ ତୃଣମୂଳ କଂଗ୍ରେସରେ ଯୋଗ ଦେଇ କହିଛନ୍ତି, ‘ସବୁବେଳେ ଦିଦିଙ୍କ ସହ’। ସେ ଟିଏମ୍‌ସି ନେତା ପାର୍ଥ ଚାଟାର୍ଜୀ ଓ ସୁବ୍ରତ ମୁଖାର୍ଜୀଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି। ନିକଟ ଅତୀତରେ ଅନେକ ବଙ୍ଗୀୟ ଅଭିନେତା ଓ ଅଭିନେତ୍ରୀ ରାଜନୀତିରେ ଯୋଗ ଦେଇ ସାରିଛନ୍ତି। କେହି କେହି ବିଜେପିରେ ଯୋଗ ଦେଇଛନ୍ତି ତ […]