ଶବରର ଶିବରାତ୍ରି
ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଶିବ ଚତୁର୍ଦ୍ଦଶୀ ଭାବରେ ଖ୍ୟାତ। ଏହା ଓଡ଼ିଶାର ଏକ ମୁଖ୍ୟ ପର୍ବ। ଏହିଦିନ ଉପବାସ ରହି, ଶିବରାତ୍ରି ବ୍ରତ ପାଳନ କରାଯାଏ। ଶିବଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ପ୍ରଜ୍ଜ୍ୱାଳନ ଏବଂ ଶିବଲିଙ୍ଗରେ ଜଳ ଓ ତ୍ରିଶାଖା ବେଲପତ୍ର ଅର୍ପଣ ଏହି ବ୍ରତର ଏକ ବିଶେଷ ବିଧି। ଶିବରାତ୍ରି ବା ମହାଶିବ ଚତୁର୍ଦ୍ଦଶୀ ବ୍ରତରେ ଏହାକୁ ନେଇ ଗୋଟିଏ ଉପାଖ୍ୟାନ ଅଛି। ଉପାଖ୍ୟାନଟି ‘ଶିବପୁରାଣ’ରୁ ଆନୀତ। ସେହି ଉପାଖ୍ୟାନ ଅନୁସାରେ- ମଧ୍ୟଦେଶରେ ପାପକର୍ମା ନାମରେ […]