ଦେଶ ବିଦେଶ ଧର୍ମ ରାଜ୍ୟ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ଉତ୍ତର ରଖିଲେ ଗଜପତି ମହାରାଜା : କହିଲେ, ‘ଶ୍ରୀମନ୍ଦିର ବିକାଶ ପାଇଁ ସମସ୍ତ ପଦକ୍ଷେପ ନିଆଯିବ’

ଭୁବନେଶ୍ବର ୦୬/୦୩ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ନିଧି ସଂଗ୍ରହ ଅଭିଯାନ ଭଳି ଏକ ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀଙ୍କ ଚିଠିର ଉତ୍ତର ରଖିଛନ୍ତି ପୁରୀ ଗଜପତି ମହାରାଜା । ଚିଠିରେ ଗଜପତି ମହାରାଜା ଲେଖିଛନ୍ତି, ‘ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଐଶ୍ୱରୀୟ ପ୍ରେରଣାର ଉତ୍ସ ଯିଏକି ସମଗ୍ର ବିଶ୍ୱରେ ଅଗଣିତ ଭକ୍ତଙ୍କ ଜୀବନକୁ ପ୍ରଭାବିତ କରିଥାନ୍ତି । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ କୃପାରୁ ରାଜ୍ୟ ସରକାର […]

କଳା ଓ ସଂସ୍କୃତି ଧର୍ମ

କୁମ୍ଭରେ ବିରାଜମାନ ସୂର୍ଯ୍ୟ: ରବିବାର ଦିନ ଏହି ମନ୍ତ୍ର ଦ୍ୱାରା ସୂର୍ଯ୍ୟଦେବଙ୍କୁ କରନ୍ତୁ ପ୍ରସନ୍ନ, କଷ୍ଟରୁ ମିଳିବ ମୁକ୍ତି

ଭୁବନେଶ୍ୱର ୦୭/୦୩ : ରବିବାର ଦିନ ସୂର୍ଯ୍ୟଦେବଙ୍କୁ ସମର୍ପିତ। ରବିବାର ଦିନ ସୂର୍ଯ୍ୟଦେବଙ୍କୁ ପୂଜା କଲେ ଜୀବନର ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଜ୍ୟୋତିଷଶାସ୍ତ୍ରରେ ସୂର୍ଯ୍ୟଦେବଙ୍କୁ ଆତ୍ମାର କାରକ ବୋଲି କୁହାଯାଇଛି। ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ରାଜା ବି କୁହାଯାଏ। ଯେଉଁମାନଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଶୁଭ ସ୍ଥିତିରେ ଥାଆନ୍ତି ସେମାନଙ୍କ ଜୀବନରେ ଯଶ, ବୈଭବର କୌଣସି ଅଭାବ ନଥାଏ। ଏମାନେ ରାଜାଙ୍କ ଭଳି ଜୀବନ ଅତିବାହିତ କରିଥାନ୍ତି। ଅପରପକ୍ଷରେ ସୂର୍ଯ୍ୟଙ୍କ ସ୍ଥିତି ଅଶୁଭ ଥିଲେ ବ୍ୟକ୍ତିଙ୍କୁ ଅହଙ୍କାରୀ କରିଦେଇଥାଏ। […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କ୍ରିକେଟ ପରେ ପଶୁପାଳନରେ ମଧ୍ୟ ଆଗରେ ଧୋନୀ, ପାଇଲେ ସର୍ବଶ୍ରେଷ୍ଠ ଗୋପାଳକ ପୁରସ୍କାର

ରାଞ୍ଚୀ,୦୭/୦୩: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସର୍ବଶ୍ରେଷ୍ଠ ଫିନିସର୍ ଅଟନ୍ତି । ଏବେ ସେ ସର୍ବଶ୍ରେଷ୍ଠ ପଶୁପାଳକ ମଧ୍ୟ ହୋଇଛନ୍ତି । ଧୋନଙ୍କୁ ବିର୍ସା କୃଷି ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୂର୍ବ ଭାରତର ପଶୁପାଳନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ପୁରସ୍କାର ମିଳିଛି । ଏହାସହ ତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି । ଧୋନୀ ନିଜର ୪୩ ଏକର ଫାର୍ମ ହାଉସରେ ପନିପରିବା, ଫଳ ବ୍ୟତୀତ ଡାଏରୀ ଫାର୍ମ କରିଛନ୍ତି । […]

ଖେଳ ଦେଶ ବିଦେଶ

ଇତିହାସ ରଚିଲେ ମିତାଲି: ଜୟସୂର୍ୟାଙ୍କୁ ପଛରେ ପକାଇ ତେନ୍ଦୁଲକରଙ୍କ ପରେ ଏହି କମାଲ କରିଥିବା ଦ୍ୱିତୀୟ କ୍ରିକେଟର

ନୂଆଦିଲ୍ଲୀ ୦୭/୦୩ : କରୋନା ମହାମାରୀ ଯୋଗୁଁ ଭାରତୀୟ ମହିଳା କ୍ରିକେଟ ଟିମ ପାଖାପାଖି ବର୍ଷେ ପରେ ମଇଦାନକୁ ଫେରିଛି। ରବିବାର ଠାରୁ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ମଉକା ଦେଇଛି। ଭାରତୀୟ ମହିଳା ଟିମ ୩୬୪ ଦିନ ପରେ ମଇଦାନକୁ ଓହ୍ଲାଇଛି। ଟିମର ନେତୃତ୍ୱ ନେଇଛନ୍ତି ଭାରତର ଷ୍ଟାର ମହିଳା କ୍ରିକେଟର […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଆମେରିକାରେ ଚିନ୍ତା ବଢ଼ାଇଲା କରୋନା ଭାଇରସର ନୂଆ ରୂପ: ବୈଜ୍ଞାନିକଙ୍କ ଡର, ଭ୍ୟାକସିନ୍ ପ୍ରଭାବି ନ ହୋଇପାରେ

ଓରେଗାନ ୦୭/୦୩ : କରୋନା ଭାଇରସକୁ ନେଇ ପ୍ରତିଦିନ ନୂଆ ନୂଆ ଚିନ୍ତା ସାମ୍ନାକୁ ଆସୁଛି। ନିକଟରେ ଆମେରିକା ଓରେଗାନରେ ବ୍ରିଟେନରୁ ଚିହ୍ନଟ ହୋଇଥିବା ଭାଇରସର ନୂଆ ପ୍ରକାର ଚିହ୍ନଟ ହୋଇଛି ଯାହା ଆହୁରି ଭୟଙ୍କର। ଏହା ଏକ ଖାସ୍ ପ୍ରକାର ମ୍ୟୁଟେସନ୍ ସହ ମିଳିଛି ଯେଉଁଥିପାଇଁ ଏହା ଉପରେ ଭ୍ୟାକସିନ ପ୍ରଭାବ ପକାଇ ନ ପାରେ ବୋଲି ଆଶଙ୍କା କରାଯାଉଛି। ସେଥିପାଇଁ କରୋନା ଭାଇରସକୁ ନେଇ ଆହୁରି ସତର୍କ ରହିବାକୁ ଲୋକଙ୍କୁ କୁହାଯାଇଛି। ଗବେଷକଙ୍କୁ ବର୍ତ୍ତମାନ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଟିକା ନେବା ପରେ କରୋନା ସଂକ୍ରମିତ ହେଲେ ଡାକ୍ତର, ଦ୍ୱିତୀୟ ଡୋଜ୍ ନେଇ ମଧ୍ୟ ପଜିଟିଭ୍ ଚିହ୍ନଟ

ରାଉରକେଲା,୦୭/୦୩: ଟିକା ନେବା ପରେ କରୋନା ପଜିଟିଭ୍ ହେଲେ ଡାକ୍ତର । ଟିକାର ଉଭୟ ଡୋଜ୍ ନେବା ପରେ ବି ହେଲେ ସଂକ୍ରମିତ । ଏପରି ଘଟଣା ସାମ୍ନାକୁ ଆସିଛି ରାଉରକେଲାରେ । ଡାକ୍ତରଜଣଙ୍କ ପଜିଟିଭ୍‌ ହେବା ନେଇ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଆରଜିଏଚ୍‌ରେ ଡିଏମ୍‌ଏଫ୍‌ ପାଣ୍ଠିରୁ କାର୍ଯ୍ୟରତ ଜଣେ ୭୧ ବର୍ଷ ବୟସର ଡାକ୍ତର କରୋନା ଯୋଦ୍ଧା ଭାବେ ଗତ ଜାନୁଆରୀ ୧୬ ତାରିଖ କରୋନା ଟିକା କୋଭିସିଲ୍ଡର ପ୍ରଥମ ଡୋଜ୍ ନେଇଥିଲେ । […]

ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଆଜି ଛଟପଟ କରିବ ଖରା, ଅସ୍ତବ୍ୟସ୍ତ କରିବ ଭୟଙ୍କର ଅତି ବାଇଗଣୀ ରଶ୍ମୀ

ଭୁବନେଶ୍ୱର,୦୭/୦୩: ରବିବାର ପ୍ରବଳ ଗରମ ଅନୁଭୂତ ହେବ । ନିର୍ଘାତ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇବ । ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ତାତିର ଜ୍ୱାଳା ଅସହ୍ୟ ହେବ । ପାରଦ ୩୯ ଡିଗ୍ରୀ ପାଖାପାଖି କିମ୍ବା ତା’ଠାରୁ ଅଧିକ ରହିପାରେ । ରବିବାର ଗରମ ସାଙ୍ଗକୁ ଭୟାନକ ଅତି ବାଇଗଣୀ ରଶ୍ମୀ (ୟୁଭି) ମାତ୍ରା ଅସ୍ତବ୍ୟସ୍ତ କରିବ। ୟୁଭି ମାତ୍ରା ୧୧ଟାରୁ ୧ଟା ପର୍ଯ୍ୟନ୍ତ ୮-୯ ରହିବ । ୟୁଭି ମାତ୍ରା ମଧ୍ୟାହ୍ନରେ ୯ ଛୁଇଁପାରେ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’

ସମ୍ବଲପୁର,୦୭/୦୩: ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଗତ ମାସରେ ଏକାଥରକେ ୪୦ରୁ ଅଧିକ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହି ଘଟଣା ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି କରିଥିଲା। ଘଟଣା ପରେ ଖୋଦ୍‌ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ ଉକ୍ତ କିଟ୍‌ଗୁଡ଼ିକୁ ତ୍ରୁଟିପୂର୍ଣ୍ଣ ରହିଥିବାରୁ ଭୁଲ ରିପୋର୍ଟ ବାହାରିଥିବା କହିଥିଲେ । ମାତ୍ର ଯେଉଁ ୨ଟି ବ୍ୟାଚ୍‌ର ଆଣ୍ଟିଜେନ୍‌ କିଟ୍‌ ତ୍ରୁଟିପୂର୍ଣ୍ଣ ଥିବା ନେଇ କୁହାଯାଇଥିଲା, ପ୍ରକୃତରେ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ

ମୋହନା,୦୭/୦୩: ଆଧୁନିକ ଯୁଗରେ ଏବେବି ଲୋକଙ୍କ ମନରେ ରହିଛି ଅନ୍ଧବିଶ୍ୱାସ । ଛୋଟ ଛୁଆଙ୍କ ଶରୀର ସୁସ୍ଥ ରହିବା ପାଇଁ ପେଟରେ ଚେଙ୍କ ଦିଆଯାଉଛି । ଏଭଳି ଏ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ ପୁରୁଣାପାଣି ପଞ୍ଚାୟତ ଆଖଡlସାହି ଗାଁରେ । ଗାଁର ଛୋଟ ପିଲାଙ୍କୁ ହିନ ନାୟକ ନାମକ ଜଣେ ବ୍ୟକ୍ତି ପିଲାଙ୍କୁ ଚେଙ୍କ ଦେଉଥିବା ଦେଖିବାକୁ ମିଳିଛି । ଚେଙ୍କ ଦେବା ପାଇଁ ପିଲାଙ୍କ ବାପା ,ମାଆ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଅନ୍ୟର ଉତ୍ସାହ ଦେଖି ଆପଣ ପ୍ରଭାବିତ ହେବେ। ଅଫିସରେ ଆପଣଙ୍କ ପ୍ରଦର୍ଶନରେ କର୍ତ୍ତୃପକ୍ଷ ଖୁସି ହେବେ। ବୃଷ: ପଡ଼ୋଶୀ ଆପଣଙ୍କ ଭଲ ବ୍ୟବହାରରେ ଖୁସି ରହିବେ। ଆୟର ନୂଆ ଉତ୍ସ ସମ୍ମୁଖକୁ ଆସିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଭଲ ଦିନଟିଏ। ମିଥୁନ: ଆପଣଙ୍କର ସବୁ କାମ ନିର୍ଦ୍ଧାରିତ ସମୟରେ ପୂରା ହେବ। ଶତ୍ରୁଙ୍କୁ ପରାସ୍ତ କରିବେ। ଜୀବନସାଥୀ ଆପଣଙ୍କୁ ଭଲ ଜିନିଷ ଦେଇପାରନ୍ତି। ବ୍ୟବସାୟୀଙ୍କୁ ଧନଲାଭ […]