ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଭଦ୍ରକ ସ୍ୱଂୟ ଶାସିତ ମହାବିଦ୍ୟାଳୟର ବିଭିନ୍ନ ଉନ୍ନତିକରଣ କାର୍ଯ୍ୟର ଶିଳାନ୍ୟାସ,୧୫କୋଟି ବ୍ୟୟରେ ନିର୍ମିତ ହେଉଛି ଅନେକ ପ୍ରକଳ୍ପ

ଭଦ୍ରକ ୦୯।୦୩ : ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ବିଭିନ୍ନ ଉନ୍ନତିକରଣ କାର୍ଯ୍ୟ ପାଇଁ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ । ୧୫କୋଟି ବ୍ୟୟ ଅଟକଳରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ସହ ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି ଭଦ୍ରକ ସାଂସଦ ଓ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ । ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ଶିଳାନ୍ୟାସ ସହ ୨ଟି ଛାତ୍ରୀ ନିବାସର ଶୁଭ ଉଦ୍‌ଘାଟନ କରିଛନ୍ତି ସାଂସଦ ଏବଂ ଭଦ୍ରକ ବିଧାୟକ । ଚାରି […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ: ବିଧାନସଭାରେ ପ୍ରବେଶ ପାଇଁ କୋଭିଡ ଟେଷ୍ଟ ବାଧ୍ୟତାମୂଳକ

ଭୁବନେଶ୍ବର: ଆସନ୍ତା ୧୨ତାରିଖରୁ ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଏହି ଅଧିବେଶନ ପୂର୍ବରୁ କେତେକ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇ କହିଛନ୍ତି ଯେ, ବିଧାନସଭାକୁ ପ୍ରବେଶ କରିବାକୁ ଥିବା ସମସ୍ତଙ୍କର କୋଭିଡ୍ ଟେଷ୍ଟ ହେବ। ସମସ୍ତ ବିଧାୟକଙ୍କର ଆଣ୍ଟିଜେନ ଟେଷ୍ଟ କରାଯିବ। ଏମାନଙ୍କ ଭିତରୁ ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବ, ସେମାନଙ୍କୁ କେବଳ ବିଧାନସଭାରେ ପ୍ରବେଶ କରିବାକୁ […]

କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜ୍ୟ ସ୍ୱାସ୍ଥ୍ୟ

ଆଜି ପୁରୀ ଲୋକନାଥଙ୍କ ପୀଠରେ ପଙ୍କ ଉଦ୍ଧାର ନୀତି, କୋଭିଡ୍ କଟକଣା ଲାଗି ସାମିଲ ହେବେ ସ୍ୱଳ୍ପ ସଂଖ୍ୟକ ସେବାୟତ

ପୁରୀ ୦୯।୦୩: ଆଜି ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିରରେ ପଙ୍କୋଦ୍ଧାର ନୀତି ଅନୁଷ୍ଠିତ ହେବ। ବର୍ଷକରେ ଗୋଟିଏ ଦିନ ପ୍ରଭୁ ଲୋକନାଥଙ୍କ ଗମ୍ଭୀରା ଭିତରକୁ ଯାଇ ଦର୍ଶନ କରିଥାନ୍ତି ଶ୍ରଦ୍ଧାଳୁ । ଶ୍ରୀଲୋକନାଥ ମନ୍ଦିରରେ ମହାଶିବରାତ୍ରିର ଗୋଟିଏ ଦିନ ପୂର୍ବରୁ ପଙ୍କୋଦ୍ଧାର ନୀତି ଅନୁଷ୍ଠିତ ହୋଇଥାଏ। ବର୍ଷତମାମ ଫୁଲ, ବେଲପତ୍ର, କ୍ଷୀର, କଦଳୀ, ଦହି, ସୁନାରୂପାରେ ଆଛାଦିତ ହୋଇ ରହୁଥିବା ମହାପ୍ରଭୁ ଶ୍ରୀଲୋକନାଥଙ୍କ ଏହି ସମସ୍ତ ସାମଗ୍ରୀକୁ ବାହାର କରାଯିବ। ତେବେ ଏଥର ଏସବୁ ନୀତି […]

କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜ୍ୟ ସ୍ୱାସ୍ଥ୍ୟ

ଲିଙ୍ଗରାଜ ମନ୍ଦିରରେ ଜାଗର ପ୍ରସ୍ତୁତି, ବୁଧବାରଠୁ ସେବାୟତ-ପୋଲିସ କର୍ମଚାରୀଙ୍କ କୋଭିଡ଼ ଟେଷ୍ଟ

ଭୁବନେଶ୍ୱର ୦୯।୦୩: ଲିଙ୍ଗରାଜ ମନ୍ଦିର ଜାଗର ଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି । ସେବା କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ସେବାୟତ, ଫୁଲ ଦୋକୋନା, ବଡୁ ସେବକ, ପୋଲିସ କର୍ମଚାରୀ ସମସ୍ତଙ୍କର କୋଭିଡ଼ ଟେଷ୍ଟ କରାଯିବ । ଆସନ୍ତକାଲିଠାରୁ ସମସ୍ତଙ୍କର କୋଭିଡ ଟେଷ୍ଟ କରାଯିବ । ସେହିପରି ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମନ୍ଦିର ପରିସରରେ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା […]

କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜ୍ୟ ସ୍ୱାସ୍ଥ୍ୟ

ଜାଗର ପାଇଁ କଟକଣା : ମନ୍ଦିର ଭିତରେ ଓ ବାହାରେ ହେବନି ଗହଳି, ମେଳା ଉପରେ ଲାଗିଲା ରୋକ୍

ଭୁବନେଶ୍ବର ୯।୩: କରୋନା ମହାମାରୀକୁ ଦୃଷ୍ଟିର ରଖି ଜାଗର ଯାତ୍ରା ପାଇଁ ଜାରି ହୋଇଛି କଟକଣା । ମହାଶିବରାତ୍ରୀରେ ଅନୁଷ୍ଠିତ ହେଉଥିବା ଜାଗତ ଯାତ୍ରା ବେଳେ ସାଧାରଣତଃ ବହୁ ଜନସମାଗମ ହୋଇଥାଏ । ତେଣୁ ଚଳିତ ବର୍ଷ କରୋନା ମହାମାରୀ ପାଇଁ ଏହି ଭିଡକୁ କମାଇବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ତରଫରୁ ଏହି କଟକଣା ଜାରି କରାଯାଇଛି । ଏହି ଗାଇଡ୍ ଲାଇନ୍ ଅନୁସାରେ ମହାଶିବରାତ୍ରୀ […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ତରଭୁଜର ରହିଛି ଅନେକ ଫାଇଦା: ରକ୍ତଚାପ ନିୟନ୍ତ୍ରଣ କରିବା ସହ କ୍ୟାନ୍ସରରୁ ରକ୍ଷା କରିଥାଏ, ତ୍ୱଚା କୋମଳ ରଖେ

ଭୁବନେଶ୍ୱର ୦୮/୦୩ : ତରଭୁଜ ଗ୍ରୀଷ୍ମ ଋତୁର ଫଳ। ଏହାର ସ୍ୱାଦ ମିଠା ଏବଂ ରସଯୁକ୍ତ। ତରଭୁଜରେ ପାଖାପାଖି ୯୨ ପ୍ରତିଶତ ପାଣି ଓ ୮ ପ୍ରତିଶତ ଚିନି ରହିଛି। ତରଭୁଜରେ ଆଣ୍ଟିଅକ୍ସିଡେଣ୍ଟ ରହିଛି ଯାହା ତ୍ୱଚା କ୍ୟାନ୍ସର ଭଳି ବିଭିନ୍ନ କ୍ୟାନ୍ସର ଆଶଙ୍କା କମ କରିବାରେ ସାହାଯ୍ୟ କରିଥାଏ। ନିଦ ସମସ୍ୟା ଥିଲେ ତରଭୁଜ ସେବନ କଲେ ଭଲ ନିଦ ହୋଇଥାଏ। ତରଭୁଜରେ ଭିଟାମିନ-ବି ୬ ରହିଛି। ଏହା ସେରୋଟୋନିନ ଓ ଡୋପାମାଇନ ଉତ୍ପାଦନରେ ସାହାଯ୍ୟ […]

ଦେଶ ବିଦେଶ ମନୋରଞ୍ଜନ

ଇଞ୍ଜେକ୍ସନ ଲଗାଇ ବାଇସେପ୍ସ କରିଥିଲେ ଯୁବକ, ୪ ବର୍ଷରେ ଉତୁରିଗଲା ବଡି ବିଲ୍ଡିଂ ନିଶା

ନୂଆଦିଲ୍ଲୀ ୦୭/୦୩: ଆଜିର ଆଧୁନିକ ଯୁଗରେ ଲୋକେ ଫିଜିକାଲ୍‌ ଫିଟ୍‌ନେସ୍‌ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି। ଜିମ୍‌, ବ୍ୟାୟାମ, ଯୋଗ କରିବାକୁ ଲୋକେ ଭଲ ପାଉଛନ୍ତି। କିନ୍ତୁ କିଛି ଲୋକ କମ୍‌ ଦିନରେ ସୁନ୍ଦର ସ୍ବାସ୍ଥ୍ୟ ପାଇବାକୁ ବିଭିନ୍ନ ପ୍ରକାର ଇଞ୍ଜେକ୍ସନ ଏବଂ ଔଷଧର ବ୍ୟବହାର କରୁଛନ୍ତି। ବିଶେଷ କରି ବଡି ବିଲ୍ଡିଂ କରିବାକୁ ଚାହୁଁଥିବା ବ୍ୟକ୍ତି ସ୍ବତନ୍ତ୍ର ପ୍ରକାର ଇଞ୍ଜେକ୍ସନ ନେଉଥିବା କୁହାଯାଏ । ଇଞ୍ଜେକ୍ସନ ଜଣେ ଯୁବକଙ୍କ ପାଇଁ କାଳ ହୋଇଛି। ଋଷର କିରିଲ୍‌ […]

କଳା ଓ ସଂସ୍କୃତି ଧର୍ମ

ମହାଶିବରାତ୍ରି ଦିନ ଶିବଲିଙ୍ଗରେ ଏହିଭଳି କରନ୍ତୁ ଜଳାଭିଷେକ, ଦୂର ହେବ ସବୁ ଦୋଷ

ଭୁବନେଶ୍ୱର ୦୭/୦୩ : ମହାଶିବରାତ୍ରି ଦିନ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ମିଳନ ଉତ୍ସବକୁ ବହୁତ ଧୂମଧାମରେ ପାଳନ କରାଯାଏ। ବିଶ୍ୱାସ ଅନୁଯାୟୀ, ଶିବରାତ୍ରି ଦିନ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ବିବାହ ହୋଇଥିଲା। ଏହିଦିନ ବିଧି ବିଧାନ ଅନୁସାରେ ଶିବଙ୍କ ପୂଜାର୍ଚ୍ଚନା କରାଯାଏ। ଶିବରାତ୍ରି ଦିନ ବ୍ରତ ଉପବାସ କରିବାର ମଧ୍ୟ ବିଧାନ ରହିଛି। ଏଥର ମହାଶିବରାତ୍ରି ୧୧ ତାରିଖ, ଗୁରୁବାର ଦିନ ପଡୁଛି। ଧାର୍ମିକ ବିଶ୍ୱାସ ଅନୁଯାୟୀ ଶିବରାତ୍ରି ଦିନ ବ୍ରତ […]

କଳା ଓ ସଂସ୍କୃତି ଧର୍ମ

ମହାଶିବରାତ୍ରିରେ ରାହୁ କେତୁ ଶାନ୍ତି ପାଇଁ କରନ୍ତୁ ଉପାୟ: ଦୂର ହେବ ଅନେକ ସମସ୍ୟା, କାଳସର୍ପ ଦୋଷରୁ ମିଳିବ ମୁକ୍ତି

ଭୁବନେଶ୍ୱର ୦୮/୦୩ : ପାଞ୍ଜି ଅନୁସାରେ ଏଥର ପବିତ୍ର ମହାଶିବରାତ୍ରି ମାର୍ଚ୍ଚ ୧୧ ତାରିଖ ଗୁରୁବାର ଦିନ ପଡୁଛି। ଏହି ଦିନ ଫାଲଗୁନ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି। ମହାଶିବରାତ୍ରିର ବିଶେଷ ଧାର୍ମିକ ମହତ୍ତ୍ୱ ରହିଛି। ଶିବରାତ୍ରିର ଭଗବାନ ଶିବଙ୍କ ପୂଜା କଲେ ବିଶେଷ କୃପା ପ୍ରାପ୍ତ ହୋଇଥାଏ। ଶିବରାତ୍ରି ଦିନ ଭଗବାନ ଶିବ ଓ ଶିବଙ୍କ ପରିବାରର ପୂଜା କଲେ ରାହୁ କେତୁ ଦୋଷ ଶାନ୍ତ ହୋଇଥାଏ। ଜ୍ୟୋତିଷଶାସ୍ତ୍ରରେ ରାହୁ କେତୁକୁ ପାପ ଗ୍ରହ […]

ଦେଶ ବିଦେଶ ମନୋରଞ୍ଜନ

‘ସୋନା’ ନାମରେ ରେଷ୍ଟୁରାଣ୍ଟ ଖୋଲିଲେ ପ୍ରିୟଙ୍କା ଚୋପ୍ରା

ସମସ୍ତେ ଜାଣନ୍ତି ଯେ ଭାରତୀୟମାନେ ଖାଇବାକୁ ଓ ଖୁଆଇବାକୁ କେତେ ପସନ୍ଦ କରନ୍ତି | ଆଉ ବର୍ତ୍ତମାନ ପ୍ରିୟଙ୍କା ଚୋପ୍ରା ତାଙ୍କ ହବିକୁ ଏକ ବ୍ୟବସାୟରେ ପରିଣତ କରିଛନ୍ତି | ପ୍ରିୟଙ୍କା ଚୋପ୍ରା ନ୍ୟୁୟର୍କରେ ‘ସୋନା’ ନାମକ ଏକ ରେଷ୍ଟୁରାଣ୍ଟ ଖୋଲିଛନ୍ତି | ଏହି ରେଷ୍ଟୁରାଣ୍ଟ ବର୍ତ୍ତମାନ ଖୋଲିଥିଲେ ବି ଏକ ମାସ ମଧ୍ୟରେ ଆପଣ ଏହିଠାରେ ସୁସ୍ୱାଦୁ ଖାଦ୍ୟ ଖାଇପାରିବେ | ସ୍ୱାମୀ ନିକ ଜୋନାସଙ୍କ ସହ ପ୍ରିୟଙ୍କା ଚୋପ୍ରା ତାଙ୍କ ନୂତନ ରେଷ୍ଟୁରାଣ୍ଟ ପୂଜାରେ […]