ଚାରିମାସର ଦରମା ଦାବିରେ ପେପର ବୋଝେଇ ୨ଟି ଟ୍ରକ୍ ଅଟକ ରଖିଲେ କର୍ମଚାରୀ
ଜୟପୁର: କାଗଜକଳର କର୍ମଚାରୀ ମାନେ ଗତ ଚାରି ମାସର ଦରମା ଦାବି କରି ୨ଟି ପେପର ଲୋଡ ଟ୍ରକକୁ ଅଟକ ରଖିଥିଲେ। ଚାରି ମାସର ଦରମା ନ ଦେବା ପର୍ଯ୍ୟନ୍ତ ଏଠାରୁ ଉତ୍ପାଦିତ କାଗଜ ବିକ୍ରୀ କରିବାକୁ ଦିଆଯିବ ନାହିଁ ବୋଲି କର୍ମଚାରୀ ସଂଘର ସମନ୍ବୟ ସମିତି ଓ ସାଧାରଣ ସିଫ୍ଟର କର୍ମଚାରୀଙ୍କ ପକ୍ଷରୁ କୁହାଯାଇଛି। ସାଧାରଣ ସିଫ୍ଟ ସରିବା ଏବଂ ବି ସିଫ୍ଟ କର୍ମଚାରୀ ମାନେ ମିଲକୁ ଯିବା ପରେ ଅପରାହ୍ନ ୫ଟାରୁ ସଂଧ୍ୟା ସାଢ଼େ […]









