ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

ବଲିଉଡ୍‌ ଅଭିନେତା ରଣବୀର କପୁର କରୋନା ପଜିଟିଭ୍‌

ମୁମ୍ବାଇ: କରୋନା ପଜିଟିଭ୍‌ ଚିହ୍ନଟ ‌ହୋଇଛନ୍ତି ବଲିଉଡ୍‌ ଅଭିନେତା ରଣବୀର କପୁର। ତାଙ୍କ ମାଆ ନିତୁ କପୁର୍‌ ଏ ସଂପର୍କରେ ସୂଚନା ଦେଇଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ରଣବୀରଙ୍କର ଏକ ଫଟୋ ପୋଷ୍ଟ୍‌ କରି ମାଆ ନିତୁ ତାଙ୍କ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଦେବା ସହ ରଣବୀର ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହି ସବୁ ପ୍ରକାରର ସତର୍କତା ଅବଲମ୍ବନ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି। ନିତୁ କପୁରଙ୍କ ଏହି ପୋଷ୍ଟ୍‌ରେ କରିସ୍ମା କପୁର ଓ ରିଦ୍ଧିମା କପୁର କମେଣ୍ଟ୍‌ ବକ୍ସରେ ହାର୍ଟ ଇମୋଜି […]

ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

କରୋନା ସଂକ୍ରମିତ ହେଲେ ସଞ୍ଜୟ ଲୀଲା ଭଂସାଲି

ମୁମ୍ବାଇ: ବଲିଉଡ ନାୟକ ରଣବୀର କପୁର କରୋନା ଭାଇରସ ଦ୍ବାରା ସଂକ୍ରମିତ ହେବା ପରେ ବଲିଉଡର ଖ୍ୟାତି ସମ୍ପନ୍ନ ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭଂସାଲି ବି କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ସେ ‘ଗଙ୍ଗୁବାଈ କାଠିଆୱାଡ଼ି’ ସିନେମା ସୁଟିଂରେ ବ୍ୟସ୍ତ ଥିଲେ। ଏହି ସମୟରେ ତାଙ୍କୁ ଥଣ୍ଡା, କାଶ ଓ ଜ୍ବର ଲାଗିି ରହିଥିଲା। ତେଣୁ ସେ କରୋନା ପରୀକ୍ଷା କରିଥିଲେ। ଏହି ରିପୋାର୍ଟ ପିିଜିଟିଭ ଆସିଥିଲା। କରୋନା ସଂକ୍ରମିତ ହେବା ପରେ ଏବେ ସୁଟିଂକୁ […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଚେସ୍‌ର ଇତିବୃତ୍ତ

ସାପ-ଶିଡ଼ି ଭଳି ଚେସ୍‌ ବା ସତର˚ଜ ଖେଳର ଉତ୍ପତ୍ତି ମଧୢ ଏଇ ଭାରତରେ। ‘ରାମାୟଣ’ ମହାକାବ୍ୟରେ ଏହି ଖେଳର ଉଲ୍ଲେଖ ରହିଛି। ପତ୍ନୀ ମନ୍ଦୋଦରୀଙ୍କ ମନୋର˚ଜନ ପାଇଁ ଲଙ୍କାର ଅଧିପତି ରାବଣ ଏହି ଖେଳ ଉଦ୍ଭାବନ କରିଥିଲେ। ମନ୍ଦୋଦରୀଙ୍କୁ ସେ ନିଜେ ଖେଳ ଶିଖାଇଥିଲେ। ପୁଣି, ବିଧିବଦ୍ଧ ଭାବେ ଯେଉଁ ଦିନ ପ୍ରଥମ ଥର ପାଇଁ ସେ ମନ୍ଦୋଦରୀଙ୍କ ସହ ଖେଳିଥିଲେ, ପରାଜିତ ହୋଇଥିଲେ। ଖ୍ରୀଷ୍ଟ ପୂର୍ବ ତୃତୀୟ ଶତାବ୍ଦୀରେ ରଚିତ ବିଶ୍ବର ପ୍ରଥମ ରାଜନୈତିକ ଗ୍ରନ୍ଥ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସବୁ କାମ ମନ ମୁତାବକ ସ˚ପୂର୍ଣ୍ଣ ହେବ। ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ମିଳିବ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ। ବୃଷ: ପ୍ରଭୁଙ୍କ ଧୢାନରେ ମନକୁ ଶାନ୍ତି ମିଳିବ। ବିଲ୍‍ଡର୍ସଙ୍କୁ ଅଚାନକ ଧନଲାଭ ହୋଇପାରେ। ଉପରିସ୍ଥ କର୍ମଚାରୀ ଆପଣଙ୍କୁ ଉପଯୋଗୀ ବସ୍ତୁ ଉପହାର ଦେଇପାରନ୍ତି। ମିଥୁନ: କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ। ଧୈର୍ଯ୍ୟ ଧରି ନିଜର କାମ କରନ୍ତୁ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ। କର୍କଟ: ନିଜ ପରିଶ୍ରମର […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜାତୀୟ ସାଇକ୍ଲିଂରେ ସ୍ବସ୍ତିଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ବର: ମହାରାଷ୍ଟ୍ରର ନବୀମୁମ୍ବାଇଠାରେ ଚଳିତମାସ ୫ରୁ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ୨୫ତମ ଜାତୀୟ କନିଷ୍ଠ ରୋଡ୍ ସାଇକ୍ଲିଂ ପ୍ରତିଯୋଗିତାରେ ରାଉରକେଲା ଝିଅ ସ୍ବସ୍ତି ସିଂହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୬୦ କିଲୋମିଟର ବର୍ଗରେ ଏହି ସ୍ବର୍ଣ୍ଣିମ ସଫଳତା ପାଇଥିବା ସ୍ବସ୍ତି ୨ ଘଣ୍ଟା ୨୫.୪୬୨ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନରେ ରହିଥିଲେ। କର୍ଣ୍ଣାଟକର ଦନମା ଚିଚାଖଣ୍ଡି ଦ୍ବିତୀୟ ଓ ଆର୍‌ଏସ୍‌ପିବିର କୋମଲ ଦେଶମୁଖ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ବର୍ଗରେ ୫୪ଜଣ […]

ଖେଳ ଦେଶ ବିଦେଶ

ଜାତୀୟ ଭଲିବଲ୍‌: ଆସାମକୁ ହରାଲା ଓଡ଼ିଶା ମହିଳା, ୨୬ ବର୍ଷ ପରେ ଓଡ଼ିଶା ପ୍ଲେ ଅଫ୍‌ରେ

ଭୁବନେଶ୍ବର: କିଟ୍‍ର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍‍ ପ୍ରତିଯୋଗିତାରେ ସୋମବାର ଓଡ଼ିଶା ପୁରୁଷ ଦଳ ବହୁ ପ୍ରତୀକ୍ଷିତ ଲକ୍ଷ୍ୟରେ ପହଞ୍ଚିଛି। ଗ୍ରୁପ୍‌-ଏଫ୍‌ରେ ବିଜେତା ହୋଇ ଓଡ଼ିଶା ଦଳ ଦୀର୍ଘ ୨୬ ବର୍ଷ ପରେ ପ୍ଲେ ଅଫ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଶେଷ ଥର ପାଇଁ ୧୯୯୫ରେ ଓଡ଼ିଶା ଦଳ ନକ୍‌ ଆଉଟ୍‌ ପର୍ଯ୍ୟାୟରେ‌ ଖେଳିଥିଲା। ସୋମବାର ଓଡ଼ିଶା ଦଳ ୩-୦ରେ ଉତ୍ତରପ୍ରଦେଶକୁ ପରାସ୍ତ କରିଥିଲା। ୨୫-୧୮, ୨୫-୨୨, ୨୫-୧୭ରେ […]

ଖେଳ ଦେଶ ବିଦେଶ

ଭାରତ-ଇଂଲଣ୍ଡ ସୀମିତ ଓଭର ଶୃଙ୍ଖଳା: ଧାୱନ-ରାହୁଲ, ଚହର-ଭୁବନେଶ୍ବର, ଶ୍ରେୟସ୍-ସୂର୍ଯ୍ୟଙ୍କୁ ନେଇ ଦ୍ବନ୍ଦ୍ବ

ଅହମଦାବାଦ: ଭାରତୀୟ କ୍ରିକେଟ୍ ଦଳ ପାଖରେ ଆଉ ବିକଳ୍ପର ଅଭାବ ନାହିଁ। ସେଥିପାଇଁ ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ପୂର୍ବରୁ ଅଧିନାୟକ ବିରାଟ କୋହଲି ଚୂଡ଼ାନ୍ତ ଦଳ ଚୟନ ‌କରିବା ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି। କାହାକୁ ଖେଳାଇବେ, କାହାକୁ ନୁହଁ, ସେକଥା ସଂପ୍ରତି ତାଙ୍କ ପାଇଁ ବି ବଡ଼ ସମସ୍ୟା ଭାବେ ଉଭା ହୋଇଛି। ତାଙ୍କ ପାଖରେ ଏବେ ୧୯ ଜଣ ଖେଳାଳି ରହିଛନ୍ତି। ଧଳା ବଲ୍‌ରେ ଶିଖର ଧାୱନ ଓ ରୋହିତ ଶର୍ମା ପାଳି ଆରମ୍ଭ […]

କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜ୍ୟ

ଜାଗର ପାଇଁ ଜାରି ହେଲା କଟକଣା: ମେଳା ଓ ଗହଳି ମନା

ଭୁବନେଶ୍ବର: ଆଗାମୀ ୧୧ ତାରିଖରେ ରାଜ୍ୟରେ ପାଳିତ ହେବ ମହାଶିବରାତ୍ରୀ। ଏଥିପାଇଁ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ କଟକଣା ଜାରି ହୋଇଛି। ଏଥିନେଇ ସବୁ ଜିଲ୍ଲାପାଳ ଓ ପୌର କମିସନରମାନଙ୍କୁ ଚିଠି ଲେଖାଯାଇଛି। ଶିବ ମନ୍ଦିର ଭିତରେ ଓ ବାହାରେ ଗହଳି ଉପରେ କଟକଣା ଜାରି କରିବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବି ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର। କରୋନା ସଂକ୍ରମଣକୁ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଗର୍ଭବତୀ ପ୍ରେମିକାକୁ ପ୍ରଥମେ ଆଲିଙ୍ଗନ କଲା, ପରେ ଛୁରୀରେ ତଣ୍ଟି କାଟି ହତ୍ୟା କଲା ପ୍ରେମିକ

ରାଞ୍ଚୀ,୦୯/୦୩: ଝାଡଖଣ୍ଡର ପଲାମୁ ଜିଲ୍ଲାର ବାଲୁଘାଟରେ ଜଣେ ଯୁବତୀଙ୍କୁ ନୃଶଂସ ଭାବେ ତଣ୍ଟିକାଟି ହତ୍ୟା କରାଯାଇଥିଲା । ଏହି ଘଟଣା ଉପରୁ ପରଦା ଉଠାଇଛି ପୋଲିସ । ହତ୍ୟା ଅଭିଯୋଗରେ ପୋଲିସ ନାବାଳିକାର ପ୍ରେମିକ ଓ ତାର ଜଣେ ସହଯୋଗୀଙ୍କୁ ଗିରଫ କରିଛି । କୌଣସି ଶତ୍ରୁତା ନୁହେଁ ବରଂ ପ୍ରେମ ପ୍ରସଙ୍ଗରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି । ପୋଲିସର କହିବାନୁସାରେ, ହତ୍ୟା ପଛରେ ଜମିବାଡି କିମ୍ବା ପୂର୍ବ ଶତ୍ରୁତା ନାହିଁ । ପ୍ରଥମେ […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ରଖିଥିବା ଅଭିଯୁକ୍ତର ଫଟୋ ସିସିଟିଭିରେ କଏଦ୍: ପିପିଇ କିଟ୍ ପିନ୍ଧି ଲୁଚାଇଛି ପରିଚୟ

ମୁମ୍ବାଇ ୦୯/୦୩ : ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ଷଡଯନ୍ତ୍ର ମାମଲାରେ ନୂଆ ଖୁଲାସା ହୋଇଛି। ସୂଚନା ଅନୁଯାୟୀ, ଯିଏ ଗାଡିରେ ବିସ୍ଫୋରକ ରଖି ଏଣ୍ଟିଲିୟା ପାଖକୁ ଆସିଥିଲା ତାର ଫଟୋ ସିସିଟିଭିରେ କଏଦ ହୋଇଛି। ଉକ୍ତ ଅଭିଯୁକ୍ତ ପିପିଇ କିଟ୍ ପିନ୍ଧିଥିବାରୁ ତାକୁ ଚିହ୍ନଟ କରାଯାଇପାରିନାହିଁ। ଏଟିଏସ ସୂତ୍ର ଅନୁଯାୟୀ, ଇନୋଭା ଡ୍ରାଇଭର ପୁଣିଥରେ ଏଣ୍ଟିଲିୟା ପାଖକୁ ଆସିଥିଲା। ନିଜ ପରିଚୟ ଲୁଚେଇବାକୁ ସେ ପିପିଇ କିଟ୍ ପିନ୍ଧିଥିଲା। ସନ୍ଦିଗ୍ଧର ଫଟୋ ସେହି […]