ଖେଳ ଦେଶ ବିଦେଶ

ଟି-୨୦: ଭାରତ ୭, ଇଂଲଣ୍ଡ ୭ ଝାଳ ବୁହାଇଲେ କୋହଲି ସେନା, ଅଶ୍ବିନ୍‌ ଫେବ୍ରୁଆରିର ଶ୍ରେଷ୍ଠ ଖେଳାଳି

ନୂଆଦିଲ୍ଲୀ: ଟେଷ୍ଟ୍ ଶୃଙ୍ଖଳା ଶେଷ ହେବା ପରେ ଶୁକ୍ରବାରଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ମୁକାବିଲା ଅନୁଷ୍ଠିତ ହେବାକୁ ଯାଉଛି। ସମସ୍ତ ମ୍ୟାଚ୍‌ ଅହମଦାବାଦରେ ଖେଳାଯିବ। ଟେଷ୍ଟ୍ ଶୃଙ୍ଖଳାରେ ହାରାହାରି ପ୍ରଦର୍ଶନ କରିଥିବା ଇଂଲଣ୍ଡ ୧-୩ ପରାଜୟର ପ୍ରତିଶୋଧ ଏହି ସଂକ୍ଷିପ୍ତ ଫର୍ମାଟ୍‌ରେ ନେବ ବୋଲି ଆଶା ରଖିଛି। ଏହ‌ି ଫର୍ମାଟ୍‌ରେ ମଧ୍ୟ ଇଂଲଣ୍ଡ ଏବେ ବିଶ୍ବର ଏକ ନମ୍ବର ଦଳ ରହିଛି। ବିଗତ କିଛି ବର୍ଷ ମଧ୍ୟରେ ଟି-୨୦ରେ ପ୍ରଭାବୀ […]

ଖେଳ ଦେଶ ବିଦେଶ ରାଜ୍ୟ

ଓଡ଼ିଶା ବାଳିକା ହକି ଦଳର ଝାଡ଼ଖଣ୍ଡ ଗସ୍ତ ‘ହକି ଓଡ଼ିଶା’ର ୱେବ୍‌ସାଇଟ୍‌ ଉନ୍ମୋଚିତ

ରାଉରକେଲା: ଝାଡ଼ଖଣ୍ଡର ସିମଡେଗାଠାରେ ଆଜିଠାରୁ ଆରମ୍ଭ ହୋଇଥିବା ଏକାଦଶ ଉପକନିଷ୍ଠ ଜାତୀୟ ବାଳିକା ହକି ପ୍ରତିଯୋଗିତା ୯ ଦିନ ପର୍ଯ୍ୟନ୍ତ, ଅର୍ଥାତ୍‌ ୧୮ ତାରିଖ ଯାଏଁ ଚାଲିବ। ଏଥିରେ ୨୬ଟି ରାଜ୍ୟ ଅଂଶଗ୍ରହଣ କରିବେ। ପାନପୋଷ କ୍ରୀଡ଼ା ଛାତ୍ରାବାସରେ ରାଜ୍ୟ ଦଳ ଚୟନ ପାଇଁ ଟ୍ରାଏଲ୍‌ କ୍ୟାମ୍ପ୍‌ ଅନୁଷ୍ଠିତ ହୋଇଥିଲା। ଏଥିରୁ ଶ୍ରେଷ୍ଠ ୧୮ ଖେଳାଳିଙ୍କୁ ଚୟନ କରାଯାଇଛି। ପ୍ରତିଯୋଗିତାରେ ଭାଗନେବାକୁ ଓଡ଼ିଶା ଦଳ ଆଜି ସିମଡେଗା ଅଭିମୁଖେ ବାହାରିଛି। ଓଡ଼ିଶା ଦଳ: ଏଞ୍ଜିଲ ହର୍ଷରାଣୀ ମିଞ୍ଜ୍‌, […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଏପ୍ରିଲ୍‌ରୁ ରବିବାର କ୍ଲାସ୍‌ ବନ୍ଦ୍‌, ପହିଲାରୁ ହେବ ରିଭିଜନ୍ କ୍ଲାସ

ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଏପ୍ରିଲ ପହିଲାରୁ ହେବ ରିଭିଜନ୍ କ୍ଲାସ । ଚଳିତ ମାର୍ଚ ଶେଷ ସୁଦ୍ଧା ସ୍କୁଲମାନଙ୍କରେ ସବୁ କୋର୍ସ କଭର ହୋଇଯିବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଚଳିତବର୍ଷର ସ୍କୁଲମାନଙ୍କରେ ପିଲାମାନଙ୍କ ପାଠ୍ୟକ୍ରମ ସରିଆସିଲାଣି, ତେଣୁ ରେଗୁଲାର କ୍ଳାସ୍ ଜରୁରୀ ନାହିଁ । ସେଥିପାଇଁ ଆମେ ବିଚାର କରୁଛୁ, ମୁଁ ଭାବୁନାହିଁ ମାର୍ଚ ପରେ ଆଉ ସ୍କୁଲରେ କିଛି କାର୍ଯ୍ୟକ୍ରମ ରହିବ। […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଶିବ ଭକ୍ତଙ୍କ ପାଇଁ ଭଲ ଖବର: ଜାଗରରେ ଲିଙ୍ଗରାଜ ଶୈବପୀଠରେ ଜାଳିହେବ ଦୀପ

ଭୁବନେଶ୍ବର: ଶିବ ଭକ୍ତଙ୍କ ପାଇଁ ଭଲ ଖବର । ଭୁବନେଶ୍ୱରର ଲିଙ୍ଗରାଜ ଶୈବପୀଠରେ ଜାଗରରେ ଭକ୍ତ ଜାଳିପାରିବେ ଦୀପ । କୋଭିଡ୍ ଗାଇଲାଇନ୍ ମାନି ମନ୍ଦିର ବେଢ଼ା ଭିତରେ ଦୀପ ଜାଳିପାରିବେ ଭକ୍ତ । ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସନତ୍ କୁମାର ମହାନ୍ତି । ପୂର୍ବରୁ ମନ୍ଦିର ଭିତରେ ପରମ୍ପରା ଅନୁଯାୟୀ କେବଳ ସେବାୟତ ପରିବାର ଦୀପ ଜାଳିବେ ବୋଲି କହିଥିଲା ବିଏମସି । କେବଳ ଏତିକି ନୁହେଁ, ଦୀର୍ଘ ବର୍ଷ ହେଲା ନିୟମ […]

ଦେଶ ବିଦେଶ ମନୋରଞ୍ଜନ

ଫିଟନେସ୍ ଟେଷ୍ଟରେ ପୁଣି ଫେଲ ହେଲେ ବରୁଣ ଚକ୍ରବର୍ତ୍ତୀ: ଖେଳିବେନି ଇଣ୍ଡିଆ-ଇଂଲଣ୍ଡ ଟି-୨୦ ସିରିଜ୍

ନୂଆଦିଲ୍ଲୀ ୧୦/୦୩ : ଇଂଲଣ୍ଡ ବିପକ୍ଷରେ ୫ ଟି-୨୦ ମ୍ୟାଚ୍ ସିରିଜ ପୂର୍ବରୁ ଭାରତୀୟ ଟିମକୁ ଦୁଇଟି ଝଟକା ଲାଗିଛି। ମିଷ୍ଟ୍ରି ସ୍ପିନର୍ ବରୁଣ ଚକ୍ରବର୍ତ୍ତୀ ଲଗାତାର ଦ୍ୱିତୀୟଥର ଫିଟନେସ୍ ଟେଷ୍ଟରେ ଫେଲ୍ ହୋଇଛନ୍ତି। ଲଗାତାର ଦୁଇଥର ଅସଫଳ ହେବାପରେ ସେ ସିରିଜରୁ ବାହାରି ଯାଇଛନ୍ତି। ଅପରପକ୍ଷରେ ୟର୍କର ବିଶେଷଜ୍ଞ ଟି ନଟରାଜନ ନ୍ୟାସନାଲ କ୍ରିକେଟ ଏକାଡେମୀରେ ପୁନଃ ଥଇଥାନ ପ୍ରକ୍ରିୟା ଦେଇ ଗତି କରୁଛନ୍ତି। ସେ ମ୍ୟାଚ୍ ଖେଳିବେ ନା ନାହିଁ କିଛି ଠିକ ହୋଇନାହିଁ। […]

ଦେଶ ବିଦେଶ ମନୋରଞ୍ଜନ

ରିୟା ଚକ୍ରବର୍ତ୍ତୀଙ୍କୁ ଆଉ ଏକ ଝଟକା, ଫିଲ୍ମ ‘ଚେହରେ’ର ଦ୍ୱିତୀୟ ପୋଷ୍ଟରରେ ବି ନାହିଁ ତାଙ୍କ ମୁହଁ

ନୂଆଦିଲ୍ଲୀ ୧୦/୦୩: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବଲିଉଡ କ୍ୟାରିୟର ତଳକୁ ଖସିଖସି ଯାଉଛି । ଏହାର ପ୍ରଭାବ ପୁଣି ଥରେ ସାମ୍ନାକୁ ଆସିଛି, ଯାହା ଅଭିନେତା ଇମ୍ରାନ ହାଶମୀଙ୍କ ଏକ ପୋଷ୍ଟ ପରେ ଚର୍ଚ୍ଚା ହେଉଛି । ବାସ୍ତବରେ ଫିଲ୍ମ ‘ଚେହରେ’ର ଆଉ ଏକ ପୋଷ୍ଟର ସାମ୍ନାକୁ ଆସିଛି, ଯାହାକୁ ମୁଖ୍ୟ ଭୂମିକାରେ ନଜର ଆସିଥିବା ଇମ୍ରାନ୍ ହାଶମୀ ନିଜ ଟ୍ୱିଟର୍ ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁଥିରେ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

କରୋନା ସଙ୍କଟରେ ପାକିସ୍ତାନକୁ ସାହାଯ୍ୟ କରିବ ଭାରତ, ପଠାଯିବ ୪.୫ କୋଟି ଡୋଜ୍ ଟିକା

ନୂଆଦିଲ୍ଲୀ ୧୦।୩: କରୋନା ସଙ୍କଟ ସମୟରେ ଅନେକ ଦେଶକୁ ସହାୟତାର ହାତ ବଢାଉଛି ଭାରତ । ଦେଶରେ ପ୍ରସ୍ତୁତ ଟିକା ବିଭିନ୍ନ ଦେଶଗୁଡିକରେ ବିତରଣ କରାଯାଉଛି । ଏହି କ୍ରମରେ ପାକିସ୍ତାନକୁ ସହାୟତାର ହାତ ବଢାଇଛି ଭାରତ । ଖବର ଅନୁଯାୟୀ ପାକିସ୍ତାନ ସରକାର ମଧ୍ୟ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ, ଦ୍ବିପାକ୍ଷିକ ଭିତ୍ତିରେ ନୁହେଁ ବରଂ ଅନ୍ତର୍ଜାତୀୟ ଟିକା ଏବଂ ପ୍ରତିରକ୍ଷା ଗଠବନ୍ଧନ (GAVI) ଆଧାରରେ ଭାରତ ପାକିସ୍ତାନକୁ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୯ କୋଭିଡ୍ ପଜିଟିଭ୍, ୩୩୭୯୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର ୧୦।୦୩: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୯୨୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ […]

କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ସ୍ପେଶାଲ ରିପୋର୍ଟ

୬ ମାସ ପାଣି ଭିତରେ ଓ ୬ ମାସ ବାହାରେ ରହୁଥିବା ଏକମାତ୍ର ମହାଭାରତ କାଳର ମନ୍ଦିର: ଜାଣନ୍ତୁ କଣ ଏହାର ରହସ୍ୟ

ଶିମଲା ୦୯/୦୩ : ହିମାଚଳ ପ୍ରଦେଶରେ ଅନେକ ଅଦ୍ଭୁତ ତୀର୍ଥସ୍ଥଳୀ ଅଛି ଯାହା ରହସ୍ୟମୟ। ଏମିତି ଏକ ତୀର୍ଥସ୍ଥାନ କାଙ୍ଗଡାର ମଣ୍ଡ ଅଞ୍ଚଳ ଦେଇ ଯାଉଥିବା ପୋଙ୍ଗ ହ୍ରଦ ମଝିରେ ରହିଛି ଯାହା ପାଣ୍ଡବଙ୍କ ଅଜ୍ଞାତବାସ ସମୟରେ ନିର୍ମିତ ବାଥୁର ଲଡି। ପୋଙ୍ଗ ହ୍ରଦର ଜଳସ୍ଥର ବଢିବା କାରଣରୁ ଏହି ସ୍ଥାନ ୬ ମାସ ଯାଏଁ ଜଳ ଭିତରେ ବୁଡି ରହେ। ଏହି ତୀର୍ଥସ୍ଥଳୀ ୬ ମାସ ପାଣି ଭିତରେ ଓ ୬ ମାସ ପାଣି ବାହାରେ […]

ଦେଶ ବିଦେଶ ମନୋରଞ୍ଜନ

୬ ମାସ ପରେ ସୋସିଆଲ ମିଡିଆରେ ଏଭଳି ପୋଷ୍ଟ କଲେ ରିୟା ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ୬ମାସରୁ ଅଧିକ ସମୟ ହେବ ସୋସିଆଲ ମିଡିଆରୁ ଦୂରେଇ ଯାଇଥିଲେ। ଆଜି ‘ମହିଳା ଦିବସ’ ଅବସରରେ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ତାଙ୍କ ମା’ଙ୍କ ହାତ ଧରିଥିବାର ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ରିୟା ଓ ତାଙ୍କ ମା’ ସନ୍ଧ୍ୟା ଚକ୍ରବର୍ତ୍ତୀଙ୍କ ହାତ ନଜରକୁ ଆସୁଛି। ଏହି ଫଟୋ ସେୟାର କରି ରିୟା କ୍ୟାପସନର ଲେଖିଛନ୍ତି, ‘ଆମ ସମସ୍ତଙ୍କୁ ମହିଳା ଦିବସର ଅଭିନନ୍ଦନ’। ମା’ ଓ ମୁଁ […]