କଳା ଓ ସଂସ୍କୃତି ଧର୍ମ

ଅଦ୍ଭୁତ ରହସ୍ୟ: ବିଶ୍ୱର ଏକମାତ୍ର ମନ୍ଦିର ଯେଉଁଠାରେ ସ୍ଥାପିତ ଶିବଲିଙ୍ଗ ବଢିଥାଏ ଏବଂ କମିଥାଏ, ଜାଣନ୍ତୁ କେଉଁଠାରେ?

ହିମାଚଳ ପ୍ରଦେଶ ୧୧/୦୩: ଭଗବାନ ଶିବଙ୍କର ଅନେକ ରହସ୍ୟମୟ ମନ୍ଦିର ରହିଛି । ସେଥିମଧ୍ୟରୁ ହିମାଚଳ ପ୍ରଦେଶର କାଙ୍ଗନା ସ୍ଥିତ ଏକ ଏମିତି ମନ୍ଦିର ରହିଛି ଯେଉଁଠାରେ ସ୍ଥାପିତ ଶିବଲିଙ୍ଗ ବଢିଥାଏ ଏବଂ କମିଥାଏ । ଏହି ମନ୍ଦିରର ନାମ ହେଉଛି କାଠଗଡ ମହାଦେବ ମନ୍ଦିର । ଏହି ମନ୍ଦିରର ବିଶେଷତ୍ୱ ​​ହେଉଛି ଏଠାରେ ସ୍ଥାପିତ ଶିବଲିଙ୍ଗ ଅର୍ଦ୍ଧନାରୀଶ୍ୱର ଅର୍ଥାତ୍ ଶିବ-ପାର୍ବତୀ ରୂପରେ ନିର୍ମିତ । ଏହିପରି, ଏହି ଶିବଲିଙ୍ଗକୁ ଦେବୀ ପାର୍ବତୀ ଏବଂ ମହାଦେବଙ୍କ ରୂପରେ […]

କଳା ଓ ସଂସ୍କୃତି ଧର୍ମ

ଆକାଶ ମାର୍ଗରୁ ପ୍ରକଟ ହୋଇଥିଲା ପ୍ରସିଦ୍ଧ ନୀଳକଣ୍ଠ ମହାଦେବ ମନ୍ଦିର: ପରିସରରେ ଅଛି ଏମିତି କୁଣ୍ଡ ଯାହାର ପାଣି କେବେ ସରେନି

ଅଜମେର ୧୧/୦୩ : ଆଜି ମହାଶିବରାତ୍ରି। ଶିବରାତ୍ରି ଦିନ ପୁଷ୍କର ସ୍ଥିତ ନୀଳକଣ୍ଠ ମହାଦେବ ମନ୍ଦିରରେ ବିଶେଷ ମେଳା ଆୟୋଜନ ହୋଇଥାଏ। ୩ ଦିନ ଯାଏଁ ଏହି ମେଳା ହୋଇଥାଏ। ଏହି ମନ୍ଦିରରେ ପାଣ୍ଡବ ବାସ କରିଥିଲେ ବୋଲି କୁହାଯାଏ। ମନ୍ଦିରରେ ଏକ ଖାସ କୁଣ୍ଡ ରହିଛି ଯାହାର ପାଣି କେବେ ଶେଷ ହୁଏନି। ଏହି କୁଣ୍ଡରେ ୩୬୫ ଦିନ ୨୪ ଘଣ୍ଟା ଧରି ଜଳ ପ୍ରବାହ ହୋଇଥାଏ। ନୀଳକଣ୍ଠ ମହାଦେବ ମନ୍ଦିର ଅଜମେର ଜିଲ୍ଲା ପୁଷ୍କରରେ […]

କଳା ଓ ସଂସ୍କୃତି ଧର୍ମ

୧୦୧ ବର୍ଷ ପରେ ମହାଶିବରାତ୍ରି ଆଣିଛି ଦୁର୍ଲଭ ଯୋଗ, ଭକ୍ତଙ୍କ ମନବାଞ୍ଛା ପୂରଣ କରିବେ ଭୋଳା ଶଙ୍କର

ମାର୍ଚ୍ଚ ୧୧ ତାରିଖ ଗୁରୁବାର ତ୍ରୟୋଦଶୀ ଯୁକ୍ତ ଚତୁର୍ଦ୍ଦଶୀରେ ପାଳିତ ହେବ ମହାଶିବରାତ୍ରୀ। ପ୍ରାୟ ୧୦୧ ବର୍ଷ ପରେ ଦୁର୍ଲଭ ଯୋଗରେ ଶିବରାତ୍ରି ପାଳିତ ହେବାକୁ ଯାଉଛି। ଦେବ ଦେବ ମହାଦେବଙ୍କୁ ପ୍ରସନ୍ନ କରିବା ଲାଗି ମହାଶିବରାତ୍ରି ଉପାସନାର ପ୍ରକୃଷ୍ଠ ଦିନ। ଏଣୁ ଶୈବ ଭକ୍ତ ଏହାର ସୁଯୋଗ ନେଇପାରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତବର୍ଷ ମହାଶିବରାତ୍ରି ଶିବଯୋଗ ସାଙ୍ଗକୁ ଧନିଷ୍ଠା ନକ୍ଷତ୍ର ସଂଯୋଗରେ ସିଦ୍ଧି ଯୋଗ ସୃଷ୍ଟି କରିଛି। ପ୍ରାୟ ୧୦୧ ବର୍ଷ ପୂର୍ବେ ଏପରି […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଲିଙ୍ଗରାଜ ମନ୍ଦିର ଭିତରେ ଦୀପ ଜାଳିପାରିବେ ଭକ୍ତ, ଅଧିକ ଭିଡ ହେଲେ ଜାରି ହୋଇପାରେ କଟକଣା

ଭୁବନେଶ୍ବର ୧୧।୩: ଲିଙ୍ଗରାଜ ମନ୍ଦିର ଭିତରେ ଦୀପ ଜାଳିପାରିବେ ଭକ୍ତ । କରୋନା କଟକଣାରେ ଭକ୍ତଙ୍କୁ ଅନୁମତି ମିଳିଛି । ଅଧିକ ଭିଡ ହେଲେ କଟକଣା ଜାରି ହୋଇପାରେ ବୋଲି ବିଏମସି ଅତିରିକ୍ତ କମିଶନର ଅବନୀ କାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି । ସାମାଜିକ ଦୂରତା ନ ମାନିଲେ ଅନୁମତି ବାତିଲ ହୋଇପାରେ । ମନ୍ଦିର ପରିଦର୍ଶନ ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବିଏମସି ଅତିରିକ୍ତ କମିଶନର । ବର୍ତ୍ତମାନ ଶାନ୍ତି ଶୃଙ୍ଖଳାର ସହ ଶ୍ରଦ୍ଧାଳୁ ଦର୍ଶନ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ମହା ଶିବରାତ୍ରିରେ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ, ବାବା ଧବଳେଶ୍ୱର ମନ୍ଦିରରେ ଜାଗର ପାଇଁ ଲାଗୁ ହୋଇଛି ୧୪୪ ଧାରା

ଆଠଗଡ, ୧୧/୦୩ : ଗୁରୁବାର ହେଉଛି ପବିତ୍ର ମହାଶିବରାତ୍ରୀ। ଏହି ଅବସରରେ ଚଳ ଚଞ୍ଚଳ ହୋଇ ଉଠିଛି ରାଜ୍ୟର ସମସ୍ତ ଶୈବପୀଠ। କିନ୍ତୁ କଟକ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠରେ ଜାଗର ଯାତ୍ରା ପାଇଁ ୧୪୪ ଧାରା ଲାଗୁ ହୋଇଛି । ଆଠଗଡ଼ ପ୍ରଶାସନ ପକ୍ଷରୁ ପୀଠରେ ୧୪୪ ଧାରା ଲାଗୁ ହୋଇଛି । କୋଭିଡ୍ କଟକଣା ମଧ୍ୟରେ ବାବା ଧବଳେଶ୍ଵର ପୀଠରେ ମହାଶିବରାତ୍ରୀ ପାଳନ ହେବ । ପୀଠରେ ଦିନରେ ଚାରି […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଆଜି ପବିତ୍ର ମହାଶିବରାତ୍ରି, ପ୍ରସିଦ୍ଧ ଶୈବ ପୀଠ ମହାବିନାୟକରେ ୧୪୪ ଧାରା ଲାଗୁ

ଚଣ୍ଡିଖୋଲ ୧୧।୦୩ : ଆଜି ପବିତ୍ର ମହାଶିବରାତ୍ରି । ରାଜ୍ୟର ସମସ୍ତ ଶୈବ ପୀଠ ଚଳଚଞ୍ଚଳ ହୋଇପଡିଛି । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ଶୈବ ପୀଠରେ ୧୪୪ଧାରା ଲାଗୁ କରାଯାଇଛି । ଯାଜପୁର ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ମହାବିନାୟକରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । ରୀତିନୀତି ଅନୁସାରେ କେବଳ ପୂଜାର୍ଚ୍ଚନା ଚାଲୁରହିଛି । ଭକ୍ତଙ୍କୁ ମନ୍ଦିର ଦର୍ଶନ ଉପରେ କଟକଣା ଜାରି କରାଯାଇଛି । ସେହିପରି କୌଣସି […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସ୍ଥଗିତ କାମ ସମାପ୍ତ କରି ପାରିବେ। ବନ୍ଧୁବାନ୍ଧବଙ୍କ ଠାରୁ ଆର୍ଥିକ ସାହାଯ୍ୟ ପାଇପାରନ୍ତି। ପାରିବାରିକ ଜୀବନ ସୁଖକର ହେବ। ଛାତ୍ରଙ୍କୁ କୌଣସି ଖୁସି ଖବର ମିଳିବ। ବୃଷ: ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ବଡ଼ ନିବେଶ ପାଇଁ ଅଭିଜ୍ଞଙ୍କ ପରାମର୍ଶ ନିଅନ୍ତୁ। ପ୍ରେମ ଜୀବନ ଭଲ ରହିବ। ମିଥୁନ: ଧୢାନ ଓ ଯୋଗ ମାଧୢମରେ ନିଜର ଭାବନା ଉପରେ ନିୟନ୍ତ୍ରଣ ରଖିବା ଶିଖିବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା […]

ଦେଶ ବିଦେଶ ମନୋରଞ୍ଜନ

‘୨୦୨୧ ଇଣ୍ଟର୍ନ୍ୟାସ୍ନାଲ୍ ଫେଡେରେସନ୍ ଅଫ୍ ଫିଲ୍ମ ଆର୍କାଇଭ୍ ସମ୍ମାନ’ ପାଇବେ ମେଗାଷ୍ଟାର୍ ଅମିତାଭ ବଚ୍ଚନ

ନୂଆଦିଲ୍ଲୀ: ‘ଇଣ୍ଟର୍‌ ନ୍ୟାସ୍‌ନାଲ୍‌ ଫେଡେରେସନ୍‌ ଅଫ୍‌ ଫିଲ୍ମ ଆର୍କାଇଭ୍‌ସ୍‌’ ମେଗାଷ୍ଟର୍‌ ଅମିତାଭ ବଚ୍ଚନଙ୍କୁ ‘୨୦୨୧ ଏଫ୍‌ଆଇଏଏଫ୍‌’ ସମ୍ମାନରେ ଭୂଷିତ କରିବ। ଫିଲ୍ମ ଆର୍କାଇଭ୍‌ସ୍‌ ଏବଂ ମିଉଜିୟମ୍‌ର ଏହି ବୈଶ୍ୱିକ ସଙ୍ଗଠନ ମାର୍ଚ ୧୯ ତାରିଖ ଦିନ ଆୟୋଜନ କରିବାକୁ ଯାଉଥିବା ‘ଭର୍ଚ୍ୟୁଆଲ୍‌’ ଉତ୍ସବରେ ଏହି ଅମିତାଭଙ୍କୁ ଏହି ସମ୍ମାନ ପ୍ରଦାନ କରିବ। ଏ ସଂକ୍ରାନ୍ତରେ ବଚ୍ଚନ କହିଛନ୍ତି, ‘୨୦୨୧ ବର୍ଷର ଏଫ୍‌ଆଇଏଏଫ୍‌ ସମ୍ମାନ’ ପାଉଥିବାରୁ ମୁଁ ବେଶ୍‌ ଗୌରବାନ୍ଵିତ। ଏହି ପ୍ରତିଷ୍ଠାନ ପ୍ରତି ମୁଁ ଦୃଢ଼ ପରିକର। […]

ଦେଶ ବିଦେଶ ମନୋରଞ୍ଜନ

ସଙ୍ଗରୋଧରେ ରଣବୀର

ବି-ଟାଉନ୍‌ର ଅନ୍ୟତମ ଭେଟେରାନ୍ ତାରକା ରଣବୀର କପୁର କିଛି ଦିନ ତଳେ କରୋନା ସଂକ୍ରମିତ ହୋଇ ଅସୁସ୍ଥ ହୋଇଥିବା ଖବର ସାମ୍‌ନାକୁ ଆସିଥିଲା। ମାତ୍ର ଏନେଇ ନିଜେ ରଣବୀର, ପରିବାରଲୋକ କିମ୍ବା ବଲିଉଡ୍‌ର କୌଣସି କଳାକାର ସୂଚନା ନ ଦେବାରୁ ଖବରର ସତ୍ୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ମାତ୍ର ଏହି ଘଟଣା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ରଣବୀରଙ୍କ ମା’ ନିତୁ କପୁର ମୁହଁ ଖୋଲିଛନ୍ତି। ରଣବୀର କରୋନାରେ ଆକ୍ରାନ୍ତ ହୋଇଛନ୍ତି ଏବଂ ସେ […]

ଖେଳ ଦେଶ ବିଦେଶ

ଆଇଏସ୍‌ଏଲ୍‌: ଫାଇନାଲ୍‌ରେ ମୋହନ ବାଗାନ-ମୁମ୍ବାଇ ସିଟି

ଗୋଆ: ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଶନିବାର ଫାଇନାଲ୍‌ରେ ଏଟିକେ ମୋହନ ବାଗାନ ଓ ମୁମ୍ବାଇ ସିଟି ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ ଫା‌ଟୋର୍ଡା ଷ୍ଟାଡିୟମରେ ଶନିବାର ଖେଳାଯିବ। ଦୁଇଟି ଯାକ ସେମିଫାଇନାଲ୍‌ର ପ୍ରଥମ ଚରଣ ଅମୀମାଂସିତ ରହିବାରୁ ଦ୍ବିତୀୟ ଚରଣ ଫଳାଫଳରୁ ହିଁ ଦୁଇ ଫାଇନାଲିଷ୍ଟ ବାହାରିଥିଲେ। ସୋମବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍‌ର ଦ୍ବିତୀୟ ଚରଣରେ ମୁମ୍ବାଇ ସିଟି ୬-୫ ସୁଟ୍‌ଆଉଟ୍‌ରେ ଏଫ୍‌ସି ଗୋଆକୁ ପରାସ୍ତ କରି ଫାଇନାଲ୍‌ ଟିକେଟ୍‌ ପାଇଥିଲା। ସେହିଭଳି ଦ୍ବିତୀୟ ସେମିଫାଇନାଲ୍‌‌ର […]