ବିୟୁଟି ଟିପ୍ସ: ଖରା ଦିନେ ହାତ ତ୍ବଚାର ଯତ୍ନ ଖରା ଦିନେ କେମିତି ନେବେ ହାତ ତ୍ବଚାର ଯତ୍ନ?
କଟକ: ସାଧାରଣତଃ ଖରାଦିନେ ସୂର୍ଯ୍ୟଙ୍କ ପ୍ରକୋପ ଅଧିକ ରହିଥାଏ। ଖରାରେ ବାହାରକୁ ଗଲେ ସୂର୍ଯ୍ୟ କିରଣ ଯୋଗୁଁ ହାତ କଳା ପଡ଼ିଯାଏ। ଯାହା ଫଳରେ ସୂର୍ଯ୍ୟ କିରଣ ସଂସ୍ପର୍ଶରେ ଆସି ଥିବା ହାତର ଅଂଶର ରଙ୍ଗ ଶରୀର ରଙ୍ଗ ଠାରୁ ଅଲଗା ଦେଖା ଯାଇଥାଏ। ଏହି ଦାଗରୁ ବଞ୍ଚିବା ପାଇଁ ମେନିକ୍ୟୁର କରିବା ଅତ୍ୟନ୍ତ ଜରୁରୀ ହୋଇ ପଡେ। ଏହି ମେନିକ୍ୟୁର କରିବାର ଘରୋଇ ଉପଚାର ମଧ୍ୟ ରହିଛି। ଯାହାକି ଅଳ୍ପ ସମୟ ମଧ୍ୟରେ ହାତର ରଙ୍ଗ […]