ଠାକୁର ଘରେ ରଖନ୍ତୁ ଏହି ପାଞ୍ଚଟି ଜିନିଷ, କେବେ ହେବ ନାହିଁ ଧନର ଅଭାବ
ଭୁବନେଶ୍ୱର ୧୭/୦୩: ହିନ୍ଦୁ ଧର୍ମରେ ପୂଜା ପାଠର ବିଶେଷ ମହତ୍ୱ ରହିଛି । ବାସ୍ତୁଶାସ୍ତ୍ର ଅନୁଯାୟୀ, ଠାକୁର ଘରେ କିଛି ଖାସ ଜିନିଷ ରଖିବା ଉଚିତ୍ । ଏହାଦ୍ୱାରା ଘରେ ସୁଖ-ଶାନ୍ତି ବାସ ହୋଇଥାଏ । ଧନ ଦେବୀ ଲକ୍ଷ୍ମୀଙ୍କର କୃପା ହେବାଦ୍ୱାରା ଅନ୍ନ ଏବଂ ଧନ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ସେହି ଜିନିଷ ବିଷୟରେ… ମୟୁର ପଙ୍ଖ : ମୟୂର ପଙ୍ଖ ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ । […]