ସୋରିଷ ତେଲରେ ମିଶାଇ କେଶରେ ଲଗାନ୍ତୁ ଏହି ଜିନିଷ, ମିଳିବ ଅନେକ ଫାଇଦା
ଭୁବନେଶ୍ୱର ୧୮/୦୩: କେଶର ଭଲ ଯତ୍ନ ନେବା ପାଇଁ, ପାର୍ଲରକୁ ଯାଇ ଟ୍ରିଟମେଣ୍ଟ କରିବା କୌଣସି ଆବଶ୍ୟକତା ନାହିଁ, ଆପଣ ଘରେ ରହି ମଧ୍ୟ କିଛି ହରବାଲ୍ ପଦ୍ଧତି ଗ୍ରହଣ କରି କେଶର ଯତ୍ନ ନେଇପାରିବେ। ଏହି ହର୍ବାଲ ପଦ୍ଧତି ହେଉଛି ସୋରିଷ ହର୍ବାଲ ତେଲ । ତେବେ ଚାଲନ୍ତୁ ଜାଣିବା ,ଏହାର ପ୍ରସ୍ତୁତି ଏବଂ କେଶରେ ଲଗାଇବା ପାଇଁ ସଠିକ୍ ଉପାୟ… ସାମଗ୍ରୀ : ୧ଲିଟର ସୋରିଷ ତେଲ ୧କପ୍ ମେଥି ଦାନା ସୋରିଷ ତେଲ […]