ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଦୃଷ୍ଟିବାଧିତ ଶିକ୍ଷୟିତ୍ରୀଙ୍କୁ ପୁନଃ ନିଯୁକ୍ତି ଦେଲେ ରାଜ୍ୟ ସରକାର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଭେଡ଼ାବାହାଲ ପ୍ରାଥମିକ ବିଦ୍ୟାଳୟର ଦୃଷ୍ଟିବାଧିତ ଶିକ୍ଷୟିତ୍ରୀ ତପେଶ୍ୱରୀ ପଣ୍ଡାଙ୍କୁ ରାଜ୍ୟ ସରକାର ପୁନଃ ନିଯୁକ୍ତି ଦେଇଥିବା ଜଣାଯାଇଛି। ଦୈନିକ ‘ସମ୍ବାଦ’ରେ ପ୍ରଥମେ ପ୍ରକାଶ ପାଇବା ପରେ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ, ତପେଶ୍ବରୀ ପଣ୍ଡା(୫୦) ସୁନ୍ଦରଗଡ଼ ବ୍ଲକ୍ ଅନ୍ତର୍ଗତ ଭେଡ଼ାବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷୟିତ୍ରୀ ଭାବେ ଶିକ୍ଷାଦାନ କରି ଆସୁଥିଲେ। ବିଏ ବିଇଡି ଶିକ୍ଷା ଯୋଗ୍ୟତା ହାସଲ କରିଥିବା ଶ୍ରୀମତୀ ପଣ୍ଡା ୨୦୧୭ରେ ଅଚାନକ ଦୃଷ୍ଟିଶକ୍ତି ହରାଇଥିଲେ। ଏହା […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ସାତ ଦିନ ସଚେତନ, ତାପରେ ଆକ୍ସନ ; ନିୟମ ଖିଲାପକାରୀଙ୍କ ଠାରୁ ଆଦାୟ ହେବ ଫାଇନ୍

ଆନନ୍ଦପୁର ୨୦।୦୩ : କରୋନା ସଂକ୍ରମଣ ଏବଂ ସଡ଼କ ସୁରକ୍ଷା ନେଇ ଆକ୍ସନକୁ ଆସିଛି ପ୍ରଶାସନ । ଆନନ୍ଦପୁର ଉପଖଣ୍ଡ ପ୍ରଶାସନ ପକ୍ଷରୁ ମାସ୍କ ଓ ହେଲ୍‌ମେଟ୍‌ ଚେକିଂ କଡ଼ାକଡ଼ି ଆରମ୍ଭ ହୋଇଛି । ପ୍ରଥମେ ଲୋକଙ୍କ ସଚେତନ କରାଯିବ, ଏହାପରେ ଅମାନିଆଙ୍କ ଠାରୁ ତଣ୍ଡ ଗଣିବ ପୋଲିସ । ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୋଲିସ ଆସନ୍ତା ୭ଦିନ ପର୍ଯ୍ୟନ୍ତ ଲୋକଙ୍କ ମାସ୍କ ଓ ହେଲ୍‌ମେଟ୍‌ ପିନ୍ଧିବା ନେଇ ସଚେତନତା କରାଯିବ । […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଏହି ସବୁ ଖାଦ୍ୟ ମାତ୍ରାଧିକ ଖାଇବା ଶରୀର ପ୍ରତି କ୍ଷତିକାରକ

ଆଜିକାଲି ବିଭିନ୍ନ ପ୍ରକାରର ରୋଗ ଓ ମୋଟାପଣ ଏକ ସାଧାରଣ ସମସ୍ୟା ହୋଇଥିବାରୁ ଲୋକେ ଦିନକୁ ଦିନ ଖାଦ୍ୟକୁ ନେଇ ବେଶି ବେଶି ସଚେତନତା ଅବଲମ୍ବନ କରୁଛନ୍ତି। ଏମିତି ଅନେକ ଖାଦ୍ୟ ରହିଛି ଯାହାକୁ ଆମେ ଦେହ ପାଇଁ ସୁସ୍ଥକର ଭାବି ଅଧିକାଂଶ ସମୟରେ ଖାଇଥାଉ। ତାହା କିନ୍ତୁ ଅସୁସ୍ଥକର ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ସେସବୁ କ’ଣ। ଅଣ୍ଡାରେ ପ୍ରଚୁର ପରିମାଣର ପ୍ରୋଟିନ୍‌ ରହିଛି ବୋଲି ଆମେ ପ୍ରାୟ ସମସ୍ତେ ଜାଣନ୍ତି। ପ୍ରୋଟିନ୍‌ ସବୁ ମଣିଷଙ୍କ […]

ଖେଳ ଦେଶ ବିଦେଶ

ସୂର୍ଯ୍ୟକୁମାରଙ୍କୁ ମିଳିଲା ବଡ ଉପହାର, ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଦଳରେ ହେଲେ ସାମିଲ

ନୂଆଦିଲ୍ଲୀ,୧୯/୦୩: ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ବିସିସିଆଇ ଟ୍ୱିଟ୍ କରି ୧୮ ସଦସ୍ୟ ବିଶିଷ୍ଟ ଦଳ ଘୋଷଣା କରିଛି । ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି୨୦ରେ ଅର୍ଦ୍ଧଶତକ ହାସଲ କରିଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ଦିନିକିଆ ଟିମରେ ସାମିଲ କରାଯାଇଛି । ସେହିପରି ସ୍ପିନର କୃଣାଲ ପାଣ୍ଡ୍ୟା ଓ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କୁ ମଧ୍ୟ ସ୍ଥାନ ମିଳିଛି । କୃଷ୍ଣ ବିଜୟ ହଜାରେ ଟ୍ରଫିରେ ୧୪ […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ୱାର୍ଲଡ ସ୍ଲିପ୍ ଡେ’ ୨୦୨୧: ରାତିରେ ହେଉନାହିଁ ଭଲ ନିଦ, ତେବେ କରନ୍ତୁ ଏହି ପାଞ୍ଚଟି ଉପାୟ

ଭୁବନେଶ୍ୱର ୧୯/୦୩: ଅନେକ ସମୟରେ ଆମେ ବହୁତ କ୍ଳାନ୍ତ ହୋଇଯାଇଥାଉ, କିନ୍ତୁ ଶୋଇବାକୁ ଚାହିଁ ମଧ୍ୟ ଶୋଇ ପାରୁନଥାଉ । ଭଲ ନିଦ ପାଇବା ପାଇଁ ଆମେ ଚେଷ୍ଟା କରୁ କିନ୍ତୁ ମଝିରେ ଆମର ନିଦ ଭାଙ୍ଗିଯାଏ । କିଛି ଲୋକଙ୍କୁ ରାତିରେ ଭୟାନକ ସ୍ୱପ୍ନ ଆସିଥାଏ । ବେଳେବେଳେ ଖରାପ ଦିନଗୁଡ଼ିକ ଫ୍ଲାସବ୍ୟାକ୍ ଭାବରେ ଚାଲୁଥିବା ଦେଖାଯାଏ । ଏପରି ପରିସ୍ଥିତିରେ, ଯେତେବେଳେ ବି ଆପଣ ଶୋଇବାରୁ ଉଠିଥାନ୍ତି, ଆପଣଙ୍କ ମୁଣ୍ଡ ବିନ୍ଧା ହୋଇଥାଏ । […]

ଦେଶ ବିଦେଶ ମନୋରଞ୍ଜନ

ମହେଶ ଭଟ୍ଟ ଚାହୁଁ ନାହାଁନ୍ତି ଆଲିୟା କରନ୍ତୁ ବିବାହ, କାରଣ ଜାଣି ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

ମୁମ୍ବାଇ ୧୯/୦୩: ପ୍ରତ୍ୟେକ ବାପା ନିଜ ଝିଅ ପାଇଁ ବହୁତ ପଜେସିଭ୍ ହୋଇଥାନ୍ତି । ଆଲିୟା ଭଟ୍ଟଙ୍କ ବାପା ମହେଶ ଭଟ୍ଟଙ୍କ ସହ ମଧ୍ୟ ଏହିପରି ହୋଇଛି । ମହେଶ ଭଟ୍ଟ ତାଙ୍କ ଝିଅ ଆଲିୟାକୁ ନେଇ ଅଧିକ ପଜେସିଭ ଅଛନ୍ତି । ଏକ ଇଣ୍ଟରଭ୍ୟୁରେ ଆଲିୟା ଭଟ୍ଟ କହିଛନ୍ତି, ମହେଶ ଭଟ୍ଟ ତାଙ୍କୁ ବିବାହ କରେଇବାକୁ ଚାହୁଁନାହାଁନ୍ତି । ଏହା ବ୍ୟତୀତ ଥରେ ମହେଶ ଭଟ୍ଟ ଧମକ ଦେଇ କହିଥିଲେ, ସେ ଶାହିନ୍ ଏବଂ ଆଲିୟାଙ୍କୁ […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଏହି ସବୁ ଖାଦ୍ୟ ମାତ୍ରାଧିକ ଖାଇବା ଶରୀର ପ୍ରତି କ୍ଷତିକାରକ

ଆଜିକାଲି ବିଭିନ୍ନ ପ୍ରକାରର ରୋଗ ଓ ମୋଟାପଣ ଏକ ସାଧାରଣ ସମସ୍ୟା ହୋଇଥିବାରୁ ଲୋକେ ଦିନକୁ ଦିନ ଖାଦ୍ୟକୁ ନେଇ ବେଶି ବେଶି ସଚେତନତା ଅବଲମ୍ବନ କରୁଛନ୍ତି। ଏମିତି ଅନେକ ଖାଦ୍ୟ ରହିଛି ଯାହାକୁ ଆମେ ଦେହ ପାଇଁ ସୁସ୍ଥକର ଭାବି ଅଧିକାଂଶ ସମୟରେ ଖାଇଥାଉ। ତାହା କିନ୍ତୁ ଅସୁସ୍ଥକର ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ସେସବୁ କ’ଣ। ଅଣ୍ଡାରେ ପ୍ରଚୁର ପରିମାଣର ପ୍ରୋଟିନ୍‌ ରହିଛି ବୋଲି ଆମେ ପ୍ରାୟ ସମସ୍ତେ ଜାଣନ୍ତି। ପ୍ରୋଟିନ୍‌ ସବୁ ମଣିଷଙ୍କ […]

କଳା ଓ ସଂସ୍କୃତି ଧର୍ମ

ଆମଳକୀ ଏକାଦଶୀ

ଫାଲଗୁନ ମାସ ଶୁକ୍ଳପକ୍ଷ ଏକାଦଶୀ ‘ଆମଳକୀ ଏକାଦଶୀ’ ଭାବରେ ଖ୍ୟାତ। ଏହାର ସଂସ୍କୃତ ନାମ ‘ଆମର୍ଦ୍ଦକୀ ଏକାଦଶୀ’। ଏଥିରେ ଅଁଳା ବୃକ୍ଷକୁ ଶ୍ରଦ୍ଧା ଓ ଭକ୍ତିର ସହିତ ପୂଜା କରାଯାଏ। ଭଗବାନ ପର୍ଶୁରାମଙ୍କର ପୂଜା ମଧ୍ୟ ଏଥିରେ କରାଯିବାର ବିଧି ରହିଛି। ଅଁଳା ବୃକ୍ଷର ମହିମା ସଂପର୍କରେ ଶାସ୍ତ୍ର, ପୁରାଣଗୁଡ଼ିକରେ ପ୍ରଚୁର ପ୍ରଶସ୍ତି ଅଛି। ଗୋଟିକରେ କୁହାଯାଇଛି- ଏହା ଏପରି ଏକ ମହାବୃକ୍ଷ, ଯାହାର ମୂଳରେ ବିଷ୍ଣୁ, ମୂଳର ଊର୍ଦ୍ଧ୍ୱରେ ବ୍ରହ୍ମା, ସ୍କନ୍ଦରେ ପରମେଶ୍ୱର ରୁଦ୍ର, ଶାଖାରେ […]

କଳା ଓ ସଂସ୍କୃତି ଧର୍ମ

ଦୋଳ ମେଲଣ-ଲଉଡ଼ିଖେଳ

ଓଡ଼ିଶାରେ ପାଳିତ ହେଉଥିବା ପର୍ବମାନଙ୍କ ମଧ୍ୟରେ ଏକ ବିଶେଷ ପର୍ବ ହେଉଛି ଦୋଳପର୍ବ। ସାଧାରଣତଃ ଏହି ପର୍ବ ଫାଲଗୁନ ଶୁକ୍ଳଦଶମୀଠାରୁ ଆରମ୍ଭ ହୋଇ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲେ। ଏହାର ଅନ୍ୟନାମ ଦୋଳଯାତ୍ରା। ଏଥିରେ ଦୋଳ ବା ବିମାନରେ ରାଧାକୃଷ୍ଣଙ୍କୁ ନେଇ ଗ୍ରାମ ପରିକ୍ରମା କରାଯାଏ ଏବଂ କୌଣସି ଏକ ନିର୍ଦ୍ଦିଷ୍ଟ ଖୋଲା ସ୍ଥାନରେ ନିକଟବର୍ତ୍ତୀ ଗ୍ରାମମାନଙ୍କରୁ ବିମାନ ମାନ ଏକତ୍ର ହୋଇ ମେଲଣ ହୁଏ। ଏଥିରେ ନାଚଗୀତର ଆୟୋଜନ ହେବା ସହିତ ଫଗୁ ଖେଳ ହୋଇଥାଏ। କଥିତ […]

କଳା ଓ ସଂସ୍କୃତି ଧର୍ମ

ଚାଚେରୀ ବେଶ, ଚାଚେରୀ ଭୋଗ

ଫାଲଗୁନ ମାସରେ ଭଗବାନ ବିଷ୍ଣୁ ଶ୍ରୀଗୋବିନ୍ଦ ରୂପରେ ଆରାଧିତ ହୋଇଥାନ୍ତି। ଏହି ମାସରେ ବସନ୍ତ ରାସ ବା ବସନ୍ତ ଉତ୍ସବ ଅନୁଷ୍ଠିତ ହୁଏ। ଓଡ଼ିଶାରେ ଏହା ଦୋଳୋତ୍ସବ ରୂପେ ପ୍ରସିଦ୍ଧ। ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଏହି ଉତ୍ସବ ଫାଲଗୁନ ଶୁକ୍ଳ ଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳିତ ହୁଏ। ଏହି ଉପଲକ୍ଷ୍ୟେ ଶ୍ରୀବିଗ୍ରହମାନଙ୍କର ଚାଚେରୀ ବେଶ ଓ ଚାଚେରୀ ଭୋଗ ହୋଇଥାଏ। ‘ଚାଚେରୀ’ ଶବ୍ଦ, ସଂସ୍କୃତ ‘ଚର୍ଚ୍ଚରୀ’ ଶବ୍ଦର ଅପଭ୍ରଂଶ। ଚର୍ଚରୀ ହୋଲି ଉତ୍ସବ, ବସନ୍ତ କାଳରେ ଗାନ […]