ସିରିଜ୍ ଜିତିବା ପରେ ଭାରତୀୟ ଦଳକୁ ବଡ ଝଟକା, ସମସ୍ତ ଖେଳାଳିଙ୍କ ଉପରେ ଲାଗିଲା ଜରିମାନା
ନୂଆଦିଲ୍ଲୀ,୨୨/୩: ଭାରତ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ବିଜୟ ଲାଭ କରିଛି । କିନ୍ତୁ ଦଳକୁ ଏକ ବଡ ଝଟକା ଲାଗିଛି । ଦଳର ସମସ୍ତ ଖେଳାଳିଙ୍କ ଉପରେ ଜରିମାନା ଲାଗିଛି । ମନ୍ଥର ବୋଲିଂ କାରଣରୁ ଖେଳାଳିଙ୍କ ମ୍ୟାଚ୍ ଫି ୪୦ ପ୍ରତିଶତ କଟିଛି । କାରଣ ଦଳ ନିର୍ଣ୍ଣାୟକ ମୁକାବିଲାରେ ନିର୍ଦ୍ଦିଷ୍ଟ ସମୟ ସୁଦ୍ଧା ୨ ଓଭର କମ୍ ବୋଲିଂ କରିଥିଲା । ସିରିଜରେ ଦ୍ୱିତୀୟ ଥର ପାଇଁ କୋହଲିଙ୍କ ନେତୃତ୍ୱାଧିନ ଟିମ୍ ଉପରେ […]