ଆଜିଠୁ ଦିନିକିଆ ସିରିଜ୍ : ଓ୍ବିକେଟ୍କିପର ଭାବେ ରାହୁଲ ଏବଂ ପନ୍ତଙ୍କ ମଧ୍ୟରୁ କାହାକୁ ମିଳିବ ସୁଯୋଗ? ଚମତ୍କାର ଫର୍ମରେ ଋଷଭ-ସଂଘର୍ଷ କରୁଛନ୍ତି ଲୋକେଶ୍
ନୂଆଦିଲ୍ଲୀ ୨୩/୦୩ : ମଙ୍ଗଳବାର ଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୩ ଟିକିଆ ଦିନିକିଆ ସିରିଜ୍ । ପ୍ରଥମ ଦିନିକିଆରେ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖେଳାଳୀ ଚୟନ ଚିନ୍ତାର କାରଣ ପାଲଟିଛି । ପୂର୍ବରୁ ଅଧିନାୟକ ବିରାଟ କୋହଲି ପ୍ରେସ୍ କନ୍ଫରେନ୍ସରେ ସ୍ପଷ୍ଟ କରିସାରିଛନ୍ତି ଯେ, ରୋହିତ ଶର୍ମାଙ୍କ ସହିତ ଶିଖର ଧାଓ୍ବନ ହିଁ ପ୍ରଥମ ମ୍ୟାଚରେ ଇନିଂସ ଓପନ କରିବେ । କିନ୍ତୁ ମିଡିଲ୍ ଅର୍ଡରକୁ ନେଇ ଏବେ […]