ରଙ୍ଗର ପର୍ବରେ କରୋନା ମାଡ, ୟୁପିରେ ସାମୁହିକ କାର୍ଯ୍ୟକ୍ରମରେ ଲାଗିଲା କଟକଣା
ଲକ୍ଷ୍ନୌ ୨୩।୦୩ : ଏବର୍ଷ ବି ରଙ୍ଗର ପର୍ବ ହୋଲିରେ ଲାଗିଛି କଟକଣା । କରୋନା ଭୟାବହତାକୁ ଦୃଷ୍ଟିରେ ରଖି ହୋଲି ଖେଳ ନେଇ ସତର୍କତା ଜାରି କରିଛି କେନ୍ଦ୍ରଠୁ ରାଜ୍ୟ । ଏପଟେ ଦେଶରେ ବଢିବାରେ ଲାଗିଛି ସଂକ୍ରମଣର ମାତ୍ରା । ଗତ ୨୪ ଘଣ୍ଟାରେ ନୂଆ ସଂକ୍ରମଣ ସହ ଅନେକ ଜୀବନ ନେଲାଣି ଏହି ମାରାତ୍ମକ ଭୁତାଣୁ । ସଂକ୍ରମଣକୁ ଦୃଷ୍ଟିରେ ରଖିଛି ହୋଲି ପର୍ବ ଉପରେ କିଛି କଟକଣା ଜାରି କରିଛନ୍ତି ଉତ୍ତରପ୍ରେଦଶ […]