ତାରା-ତାରିଣୀ
‘ତାରାତାରିଣୀ’ ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ଦେବୀପୀଠ। ଋଷିକୁଲ୍ୟା ନଦୀତଟର ପର୍ବତ ଶିଖରରେ ଏହି ଯୁଗ୍ମ ଦେବୀପ୍ରତିମା ବିରାଜିତା। ଦେବୀଙ୍କ ନାମାନୁସାରେ ପର୍ବତଟି ପରିଚିତ ହେଲେ ହେଁ ଏହାର ନାମ ‘କୁମାରୀ ପର୍ବତ’ ବୋଲି ଜଣାଯାଏ। ‘ତାରିଣୀ’ ଦେବୀ ଦୁର୍ଗାଙ୍କର ଗୋଟିଏ ନାମ ଏବଂ ଏହି ଯୁଗ୍ମ ଦେବୀ ପ୍ରତିମା ଦୁର୍ଗାରୂପେ ହିଁ ପୂଜିତା ହୋଇଥାଆନ୍ତି। ଏହାକୁ ଦେବୀ ସତୀଙ୍କର ସ୍ତନଯୁଗଳ ନିପତିତ ହୋଇଥିବା ଶକ୍ତିପୀଠ ବୋଲି କେତେକ ଅଭିହିତ କରନ୍ତି। କିନ୍ତୁ ସର୍ବଭାରତୀୟ ସ୍ତରରେ ସ୍ୱୀକୃତ […]