ରାଶିଫଳ

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ସମାଜରେ ଯଶ ଖ୍ୟାତି ବଢ଼ିବ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଲାଭ ହେବ। ଗୁରୁ ଓ ଶୁକ୍ରବାର: ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଶନିବାର: ସୁଖ ସମୃଦ୍ଧି ବୃଦ୍ଧି ହେବ। ରବି ଓ ସେମାବାର: ନୂଆ ଲୋକଙ୍କ ସହିତ ସଂପର୍କ ହେବ। ମଙ୍ଗଳ ଓ ବୁଧବାର: ଅଧୁରା କାମ ପୂରା ହେବ। ଗୁରୁ ଓ ଶୁକ୍ରବାର: ଭଲ ଖବର ପାଇବେ। ଶନିବାର: ବଡ଼ ନିର୍ଣ୍ଣୟ ନେଇପାରନ୍ତି। ରବି ଓ ସୋମବାର: ଜମିରେ ନିବେଶ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କରୋନା ଆତଙ୍କ: ଏଣିକି ସବୁ ରବିବାର ଶ୍ରୀମନ୍ଦିର ବନ୍ଦ

ପୁରୀ ୨୮।୦୩: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏହା ପରେ ଦ୍ଵିତୀୟ ଲହରର ଆଶଙ୍କା ସୃଷ୍ଟି ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ରବିବାର ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏଣିକି ସବୁ ରବିବାର ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀ ମନ୍ଦିର ବନ୍ଦ ରହିବ। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ରବିବାର ଏହି ନିଷ୍ପତ୍ତି ନେଇଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହାର ସୂଚନା ଦେଇଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ନବରଙ୍ଗପୁରରୁ ହଟିଲା ନାଇଟ୍ କର୍ଫ୍ୟୁ, ଜିଲ୍ଲାପାଳ କଲେ ଘୋଷଣା

ନବରଙ୍ଗପୁର ୨୮।୦୩: ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କଠୁ ନେଇ ସ୍ଥାନୀୟ ପ୍ରଶାସନ ସତର୍କ ହୋଇ ଉଠିଛନ୍ତି। ରାଜ୍ୟରେ ମାଲକାନଗିରି ପରେ ନବରଙ୍ଗପୁରରେ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଥିଲା। ତେବେ ରବିବାର ନବରଙ୍ଗପୁରରୁ ନାଇଟ୍ କର୍ଫ୍ୟୁ ପ୍ରତ୍ୟାହାର କରାଯାଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ସୂଚନାଯୋଗ୍ୟ ମାର୍ଚ୍ଚ ୨୫ରୁ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ ଲାଗୁ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମା’ ମଙ୍ଗଳାଙ୍କ ଝାମୁଯାତ୍ରାରେ ଲାଗିଲା କଟକଣା: ଚୈତ୍ର ମାସର ୫ ମଙ୍ଗଳବାରରେ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶ ମନା

ପୁରୀ : କାକଟପୁର ମା’ ମଙ୍ଗଳାଙ୍କ ଚୈତ୍ର ପର୍ବ ଓ ଝାମୁଯାତ୍ରା ଉପରେ ଲାଗିଲା କରୋନା କଟକଣା । ଭକ୍ତଙ୍କୁ ମନ୍ଦିର ପ୍ରବେଶ ମନା କରାଯାଇଛି । କୋଭିଡ କଟକଣା ଭିତରେ ମା’ଙ୍କ ନୀତିକାନ୍ତି ସଂପନ୍ନ ହେବ । ପୁରୀ ଜିଲ୍ଲାର ପ୍ରମୁଖ ଶକ୍ତିପୀଠ ଭାବେ ପରିଚିତ କାକଟପୁର ମା’ ମଙ୍ଗଳା ମନ୍ଦିରରେ ଚୈତ୍ର ପର୍ବ ଝାମୁଯାତ୍ରା ଅନୁଷ୍ଠିତ ହୁଏ । ଚଳିତବର୍ଷ ୫ ପାଳି ଯାତ୍ରା ଉପରେ ପ୍ରଶାସନିକ କଟକଣା ଲାଗିଛି । ଚଳିତ ମାସ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆର୍ଥିକ ପକ୍ଷ ମଜଭୁତ ରହିବ। ଜରୁରୀ କାମରେ ସଫଳତା ପାଇବେ। କୌଣସି ଶୁଭ ସମାଚାର ପାଇବେ। ପ୍ରତିଯୋଗୀ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ବୃଷ: ଭବିଷ୍ୟତରେ ଲାଭ ଦେବା ଭଳି ବ୍ୟକ୍ତିଙ୍କ ସହିତ ସଂପର୍କ ହେବ। ସାମାଜିକ ପରିସର ବୃଦ୍ଧି ହେବ। ଜୀବନସାଥୀ ଆପଣଙ୍କ ଭାବନାକୁ ଆଦର କରିବେ। ଜମି କିଣି ପାରନ୍ତି। ମିଥୁନ: ଠିକ୍ ଦିଗରେ ପରିଶ୍ରମ କଲେ ସଫଳତା ପାଇବେ। ପ୍ରସାଧନ ଦୋକାନୀଙ୍କର ଆର୍ଥିକ ସ୍ଥିତି ସୁଧୁରିବ। ପାରିବାରିକ ଜୀବନ ସୁଖକର […]

କଳା ଓ ସଂସ୍କୃତି ଧର୍ମ

ସବୁ ଗ୍ରହ ସହ ରହିଛି ଅନ୍ନର ସମ୍ବନ୍ଧ: ଅନ୍ନର ପବିତ୍ରତା ରକ୍ଷା କରି ପାଆନ୍ତୁ ଗ୍ରହ ଲାଭ

ଭୁବନେଶ୍ୱର ୨୫/୦୪ : ଜ୍ୟୋତିଷଶାସ୍ତ୍ରରେ ଅନ୍ନର ବିଶେଷ ମହତ୍ତ୍ୱ ରହିଛି। ଅନ୍ନର ପବିତ୍ରତା ଉପରେ ଶାସ୍ତ୍ରରେ ବିସ୍ତୃତ ଭାବେ ଦର୍ଶାଯାଇଛି। ସବୁ ଗ୍ରହ ସହ ଅନ୍ନର ସିଧା ସିଧା ସମ୍ବନ୍ଧ ଅଛି। ଅନ୍ନ, ଫଳ, ପନିପରିବା ସମସ୍ତେ ନିଜ ରଙ୍ଗ, ଗୁଣ ଓ ପ୍ରଭାବ ହିସାବରେ ଜଡିତ। ଅନ୍ନର ପବିତ୍ରତା ଉପରେ ବିଶେଷ ଧ୍ୟାନ ରଖାଯିବା ଉଚିତ। ଦ୍ୱାପର ଯୁଗରେ ଜଣେ ସାଧୁ ପାପ ସମ୍ବନ୍ଧରେ ଗଙ୍ଗା, ସମୁଦ୍ର ଓ ବାଦଲ ସହ କଥା ହୋଇଥିଲେ। ସେଥିରୁ […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଇଞ୍ଜିନିୟରିଂ ସ୍କୁଲରେ କରୋନା ବିସ୍ଫୋରଣ, ୨୧ ପଜିଟିଭ୍ ଚିହ୍ନଟ

ଝାରସୁଗୁଡା ୨୭।୦୩: ଦେଶର ଅନ୍ୟ ରାଜ୍ୟ ପରି ଗତ କିଛି ଦିନ ହେବ ଓଡିଶାରେ ମଧ୍ୟ କରୋନା ସଂକ୍ରମଣ ବଢିବାରେ ଲାଗିଛି। ନୂଆପଡାର ଗୋଟିଏ ଗାଁରୁ ଏକକାଳୀନ ୨୯ ସଂକ୍ରମିତ ଚିହ୍ନଟ ପରେ ଶନିବାର ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲର ୨୧ ଛାତ୍ର ଓ ଅଧ୍ୟାପକ କରୋନା ପଜିଟିବ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୮ ଛାତ୍ର-ଛାତ୍ରୀ ଓ ୧୩ ଅଧ୍ୟାପକ ସାମିଲ। ସ୍କୁଲ ଅନୁଧ୍ୟାନ ପାଇଁ ଝାରସୁଗୁଡ଼ା ତହସିଲଦାର ଓ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ମାତ୍ର ଗୋଟିଏ ସପ୍ତାହରେ ୭ କିଲୋ ଓଜନ କମାଇଦେବ ‘କାକୁଡି ଡାଏଟ୍’ ! ଜାଣନ୍ତୁ କେତେ ସ୍ୱାସ୍ଥ୍ୟକର ଏହି ପରିବା

ଭୁବନେଶ୍ୱର ୨୬/୦୩: କୌଣସି ବ୍ୟକ୍ତି ଶରୀରର ଅଧିକ ଓଜନ ପସନ୍ଦ କରନ୍ତି ନାହିଁ । ମୋଟାପଣ କେବଳ ବ୍ୟକ୍ତିର ସୌନ୍ଦର୍ଯ୍ୟ ନଷ୍ଟ କରି ନଥାଏ ନାହିଁ ବରଂ ଅନେକ ରୋଗର କାରଣ ମଧ୍ୟ ହୋଇଥାଏ । ତେଣୁ ଓଜନ କମାଇବା ପାଇଁ ବିଶେଷଜ୍ଞମାନେ ବିଭିନ୍ନ ପ୍ରକାରର ଖାଦ୍ୟ ଅନୁସରଣ କରିବାକୁ ପରାମର୍ଶ ଦେଇଥାନ୍ତି । ଯେଉଁଥିରେ କାକୁଡି ମଧ୍ୟ ଅନ୍ତର୍ଭୁକ୍ତ । କିନ୍ତୁ ଏହି ଡାଏଟ୍ ଅନୁସରଣ କରିବା ପୂର୍ବରୁ, ଜାଣି ରଖନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ… […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ବିୟୁଟି ଟିପ୍ସ: ଗ୍ରୀଷ୍ମଜନିତ ତ୍ବଚା ସମସ୍ୟା ଲାଗି ହଳଦୀ-ନିମପତ୍ର ପେଷ୍ଟ୍ ଲଗାନ୍ତୁ

କଟକ: ଖରାର ‌ପ୍ରକୋପ ଧୀରେ ଧୀରେ ବଢ଼ୁଥିବାବେଳେ ଏହା ସହ ଗୁଳୁଗୁଳି ମଧ୍ୟ ହେଉଛି। ଫଳରେ ଦେହରୁ ଅଧିକ ଝାଳ ବାହାରି ଥାଏ। ଏବଂ ଏହାଦ୍ବାରା ଶରୀର ଜଳା ପୋଡ଼ା ହେବା ସହ ବହୁତ କୁଣ୍ତାଇ ହୋଇ ଦେହରେ ଫଳି ଯାଇଥାଏ। ଏଥି ପାଇଁ ବିଭିନ୍ନ ପ୍ରକାରର ବଜାରରେ ମିଳୁଥିବା ସାମଗ୍ରୀ ମଧ୍ୟ ବ୍ୟବହାର କରିଥାଏ। ହେଲେ ଏହା ପାଇଁ ଘରୋଇ ଉପଚାର ମଧ୍ୟ ରହିଛି। ଏହି ଘରୋଇ ସାମଗ୍ରୀ ବ୍ୟବହାର କରି ପୋଡ଼ା ଜଳା ଓ […]

ରାଶିଫଳ

ମୋଟାପା ଆପଣଙ୍କର ମୁଖ୍ୟ ସମସ୍ୟା ପାଲଟିଛି କି? ଆପଣାନ୍ତୁ ‌ଏହି ସବୁ ଉପାୟ

ମୋଟାପା ଏକ ବେମାରୀ ସଦୃଶ। ଟିକେ ସତର୍କ ନହେଲେ ଦେହରେ ଚର୍ବି ଲାଗିବା ଅତି ସାଧାରଣ କଥା। ମାତ୍ର ଆମେ ଚାହିଁଲେ ଛୋଟ ଛୋଟ ସଚେତନତା ଅବଲମ୍ବନ କରି ତାହାକୁ ରୋକିପାରିବା। ଓଜନ କମାଇବା ପାଇଁ ଆମକୁ କୌଣସି ଜିମ୍‌‌ ଜଏନ୍‌ କରିବାର ବା ଆମ ପ୍ରିୟ ଖାଦ୍ୟ ତ୍ୟାଗ କରିବାର ଆପଶ୍ୟକତା ପଡ଼ିବ ନାହିଁ। ତେବେ ଚାଲନ୍ତୁ ଜାଣିବା କେଉଁ ସରଳ ଉପାୟ ଅବଲମ୍ବନ କରି ଆମେ ନିଜ ଓଜନକୁ ଆୟତ୍ତରେ ରଖିପାରିବା। କେବଳ ଯେ […]