ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଚର୍ମ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ଟମାଟୋ, ଜାଣନ୍ତୁ ଏହାର ବ୍ୟବହାର

ଭୁବନେଶ୍ୱର ୩୦/୦୩: ଦୈନିକ ବ୍ୟସ୍ତଭରା ଜୀବନ ଏବଂ ଉପଯୁକ୍ତ ଖାଦ୍ୟର ଅଭାବ ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଖରାପ ଜୀବନଶୈଳୀ କାରଣରୁ ସ୍କିନ୍ ଡଲନେସ୍ ସମେତ ଆହୁରି ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ପ୍ରତିଦିନର ଧୂଳି-ମାଟି ଆମ ସ୍କିନ୍ ଉପରେ ଅଧିକ ପ୍ରଭାବ ପକାଇଥାଏ । ଏହି କାରଣରୁ, ସ୍କିନ୍ ସମ୍ବନ୍ଧୀୟ ସମସ୍ୟା ପ୍ରତିଦିନ ଦେଖିବାକୁ ମିଳିଥାଏ । ସ୍କିନ୍ ଡଲନେସ୍, ଟ୍ୟାନିଂ, ପିମ୍ପଲ୍, ଡ୍ରାଏନେସ୍ ଇତ୍ୟାଦି ସମସ୍ୟା ପ୍ରତିଦିନ ଦେଖାଯାଏ […]

କଳା ଓ ସଂସ୍କୃତି ଧର୍ମ ସ୍ପେଶାଲ ରିପୋର୍ଟ

ଏହି ମୁସ୍‌ଲିମ୍‌ ଦେଶରେ ୯୦୦ କୋଟି ଟଙ୍କାରେ ନିର୍ମାଣ ହେଉଛି ଭବ୍ୟ ହିନ୍ଦୁ ମନ୍ଦିର, ୨୦୨୩ରେ ଶେଷ ହେବ ନିର୍ମାଣ କାର୍ଯ୍ୟ

ନୂଆଦିଲ୍ଲୀ ୨୮/୦୩: ମୁସଲିମ୍‌ ଦେଶରେ ନିର୍ମାଣ ହେଉଛି ଭବ୍ୟ ହିନ୍ଦୁ ମନ୍ଦିର। ୨୭ ଏକର ଜମିରେ ନିର୍ମାଣ ହେଉଥିବା ମନ୍ଦିର ପାଇଁ ଖର୍ଚ୍ଚ ହେବ ୯୦୦ କୋଟି ଟଙ୍କା। ଆଗାମୀ ମାସ ଶେଷ ସୁଦ୍ଧା ମନ୍ଦିରର ଫାଉଁଡେସନ କାର୍ଯ୍ୟ ସମ୍ପନ୍ନ ହେବ ବୋଲି କୁହାଯାଉଛି। ତେବେ ମୁସଲିମ୍‌ ଦେଶରେ ବିଶାଳ ହିନ୍ଦୁ ମନ୍ଦିର ପ୍ରତିଷ୍ଠାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ପ୍ରୋଜେକ୍ଟ ଇଞ୍ଜିନିୟରଙ୍କ ଅନୁସାରେ ଫାଉଁଡେସନ୍‌ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏହା ଭୂମିରୁ ୪.୫ ମିଟର […]

କଳା ଓ ସଂସ୍କୃତି ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମଦ୍ୟପାନ କଲେ ପାଟିରୁ ବାହାରେ ଅନର୍ଗଳ ଇଂରାଜୀ, କାରଣ ଖୋଜି କାଢିଲେ ବୈଜ୍ଞାନିକ

ମଦ୍ୟପାନ ପରେ ଅନେକ ଲୋକଙ୍କ ବ୍ୟକ୍ତିତ୍ୱ ଅଚାନକ ବଦଳି ଯାଏ। କିଏ ଇଂରାଜୀରେ କଥାବାର୍ତ୍ତା କରିବା ବେଳେ କିଏ ନାଚ ତ କିଏ ଗିତ ଗୁଣଗୁଣାନ୍ତି। ତେବେ ଲୋକଙ୍କଠାରେ ଦେଖା ଯାଉଥିବା ଏପରି ପରିବର୍ତ୍ତନର ମନୋବୈଜ୍ଞାନିକ କାରଣ ସମ୍ପର୍କରେ ପ୍ରଥମ ଥର ଜଣାପଡିଛି। ଏକ ଗବେଷଣାରୁ ଲୋକଙ୍କ ଠାରେ ହେଉଥିବା ପରିବର୍ତ୍ତନର କାରଣ ଜଣାପଡିଥିବା ବେଳେ ଗବେଷଣାରୁ ଲବ୍ଧ ତଥ୍ୟ ସାଇନ୍ସ ମ୍ୟାଗଜିନ୍‌ ‘ଜର୍ଣ୍ଣାଲ ଅଫ ସାଇକୋଫର୍ମାକୋଲଜି’ରେ ପ୍ରକାଶିତ ହୋଇଛି। କେତେକ ଲୋକ ମଦ୍ୟପାନ କରିବା ପରେ […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଖାଦ୍ୟ ଖାଇବା ପରେ କରନ୍ତୁ ନାହିଁ ଏହି ଭୁଲ, ନଚେତ୍ ହୋଇପାରେ ଅନେକ ସମସ୍ୟା

ଭୁବନେଶ୍ୱର ୨୯/୦୩: ଓଜନ ବଢିବା ପାଇଁ, କେବଳ ଆମର ଅଧିକ ଖାଇବା-ପିଇବା ଅଭ୍ୟାସ ନୁହେଁ, ବରଂ ଖାଦ୍ୟ ଖାଇବା ପରେ ଅନେକ ଛୋଟ ଅଭ୍ୟାସ ମଧ୍ୟ ଦାୟୀ ହୋଇଥାଏ । ଏମିତି ଅନେକ ଜିନିଷ ଅଛି ଯାହା ଓଜନ ବୃଦ୍ଧି କରିବା ସହିତ ଅନେକ ସମସ୍ୟା ସୃଷ୍ଟି କରିବା ପାଇଁ ମଧ୍ୟ ଦାୟୀ ହୋଇଥାଏ । ଯେପରି, ଖାଇବା ପରେ ଧୂମପାନ କରିବା ଦ୍ୱାରା ଆପଣଙ୍କୁ କେବଳ ଖାଦ୍ୟର ପୋଷଣ ମିଳି ନଥାଏ, ବରଂ ଏହା ଦ୍ୱାରା […]

ଲାଇଫ୍ ଷ୍ଟାଇଲ

କେବଳ ତରକାରୀକୁ ସୁଆଦିଆ କରେ ନାହିଁ, ଏଥିରେ ରହିଛି ଆହୁରି ଅନେକ ଉପକାରୀ ଗୁଣ

ଆପଣମାନେ ସମସ୍ତେ ଜାଣନ୍ତି ଯେ ଅଦା ଏକ ଏପରି ମସଲା ଯାହା କେବଳ ତରକାରୀକୁ ସୁଆଦିଆ କରେ ନାହିଁ, ବରଂ ଏଥିରେ ବହୁ ଉପକାରୀ ଗୁଣ ମଧ୍ୟ ରହିଛି। ଅଦାରୁ ଶରୀରକୁ ପୋଷଣ ମିଳିଥାଏ। ଏହା ଶରୀର ପାଇଁ ଖୁବ ଭଲ। ବିଶେଷକରି ମସ୍ତିଷ୍କ ପାଇଁ ଅଦା ଅତି ଭଲ ହୋଇଥାଏ। ଏହାକୁ ଅନେକ ପ୍ରକାର ମସଲାରେ ବ୍ୟବହାର କରି ହେବ। ପ୍ରତିଦିନ ଅଦା ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। […]

କଳା ଓ ସଂସ୍କୃତି ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ହୋଲି ଖେଳିବା ପରେ ସାର୍ଟରେ ଲାଗୁଥିବା ଦାଗକୁ ଏହି ସହଜ ଉପାୟରେ ଛଡ଼ାନ୍ତୁ

ରଙ୍ଗର ପର୍ବ ହୋଲି ବଡ଼ମାନଙ୍କଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଖୁସି କରିଥାଏ। ଏହି ଦିନ ଲୋକମାନେ ପରସ୍ପରକୁ ରଙ୍ଗ ଲଗାଇ ହୋଲି ପାଳନ କରିଥାନ୍ତି । କିନ୍ତୁ କିଛି ଲୋକ ହୋଲି ଖେଳିବା ପାଇଁ ଅବିର/ଫଗୁର ବ୍ୟବହାର ନ କରି ଗାଢ଼ା ରଙ୍ଗ ବ୍ୟବହାର କରିଥାଆନ୍ତି । ବେଳେବେଳେ ଏହି ଗାଢ଼ ରଙ୍ଗ ଆପଣଙ୍କ ପସନ୍ଦର ପୋଷାକକୁ ଖରାପ କରି ଦେଇଥାଏ, ଯାହା ଆପଣଙ୍କ ହୋଲିର ମଜାକୁ ଖରାପ କରି ଦେଇଥାଏ । […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ବିୟୁଟି ଟିପ୍ସ : ଖରାଦିନ କେଶ ଡ୍ରାଏ ହେବା ଓ ଫଙ୍ଗସ ସମସ୍ୟା

କଟକ: ମହିଳା ହେଉ ବା ପୁରୁଷ, କେଶ ଡ଼୍ରାଏ ହେବା ସହ ଚୁଟି ଫାଟିବା, ଝଡ଼ିବା କାରଣ ଯୋଗୁଁ ସମସ୍ତେ ଚିନ୍ତିତ ହୋଇ ପଡିବା ସହ ବିଭିନ୍ନ ପ୍ରକାର ଜିନିଷ ଏଥିପାଇଁ ବ୍ୟବହାର କରିଥାନ୍ତି। ହେଲେ କେତେକ ଏଥିରୁ ଉପକୃତ ହେଉଥିବା ବେଳେ ଅନେକ ନିରାଶ ହୋଇଥାନ୍ତି। ହେଲେ ଏହି ସମସ୍ୟାର ସମାଧାନ ଘରୋଇ ଉପଚାରରେ, କମ ଖର୍ଚ୍ଚ ଓ ଅଳ୍ପ ସମୟରେ ସମ୍ଭବ ହୋଇପାରିବ। ନିଜ କେଶର ପ୍ରକାର ଅନୁଯାୟୀ ଏହାର ଉପଚାର କରିବାକୁ ପଡିବ। […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଟିକା ନେବା ପରେ ବି ଫାରୁକ ଅବଦୁଲା କରୋନା ସଂକ୍ରମିତ, ସଂଗରୋଧରେ ରହିଲେ

କାଶ୍ମୀର ୩୦/୦୩: ଜାତୀୟ କନଫରେନ୍ସ ଅଧ୍ୟକ୍ଷ ଫାରୁକ୍ ଅବଦୁଲା କରୋନା ସଂକ୍ରମିତ । ଟିକା ନେବା ପରେ ବି ତାଙ୍କ ଶରୀରରେ ଭୂତାଣୁ ଚିହ୍ନଟ ହୋଇଛି । ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୁଅ ତଥା ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା । ସେହିପରି ଓମାର କହିଛନ୍ତି, ଯେ ପର୍ଯ୍ୟନ୍ତ ସମସ୍ତ ପରିବାର ଲୋକଙ୍କ ଟେଷ୍ଟ ହୋଇନି , ସେ ଯାଏ ସମସ୍ତେ କ୍ୱାରାଣ୍ଟାଇନରେ ରହିବେ । ଯେଉଁମାନେ ଆମ ପରିବାର ସଂସ୍ପର୍ଶରେ ଆସିଛନ୍ତି […]

ଦେଶ ବିଦେଶ ରାଜନୀତି ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଦିଲ୍ଲୀ ଏମ୍ସରେ ହେବ ବାଇପାସ୍ ସର୍ଜରୀ, ଓଡିଆ ଡାକ୍ତରଙ୍କ ଉପରେ ଗୁରୁଦାୟିତ୍ବ

ନୂଆଦିଲ୍ଲୀ ୩୦।୩: ଦିଲ୍ଲୀ ଏମ୍ସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ହେବ ବାଇପାସ୍ ସର୍ଜରୀ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ନିକଟରେ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ମଙ୍ଗଳବାର ତାଙ୍କର ବାଇପାସ୍ ସର୍ଜରୀ କରାଯିବ ବୋଲି ଏମ୍ସ ପକ୍ଷରୁ ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଛାତିରେ ଯନ୍ତ୍ରଣା ହେବା ଯୋଗୁଁ ଶୁକ୍ରବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି […]

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କରୋନା କବଳରେ କ୍ରିକେଟର : ସଚିନ୍, ୟୁସୁଫ ଓ ବଦ୍ରିଙ୍କ ପରେ ଇରଫାନ୍ ପଠାନ୍ ପଜିଟିଭ

ନୂଆଦିଲ୍ଲୀ ୩୦/୦୩: ସାରା ଦେଶରେ କରୋନାର ୨ୟ ଲହର ଜାରି ରହିଛି । ତେବେ କରୋନା କବଳରେ ଏବେ ପଡିବାରେ ଲାଗିଛନ୍ତି ଗୋଟିଏ ପରେ ଗୋଟିଏ କ୍ରିକେଟର । ମାଷ୍ଟରବ୍ଲାଷ୍ଟର ସଚିନ୍ ତେନ୍ଦୁଲକର, ୟୁସୁଫ ପଠାନଙ୍କ ପରେ ତାଙ୍କ ଭାଇ ଇରଫାନ୍ ପଠାନ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପରେ ସେ ସଂଗରୋଧରେ ରହିଛନ୍ତି । ଇରଫାନଙ୍କ ପୂର୍ବରୁ ବଦ୍ରିନାଥ ବି କରୋନା ସଂକ୍ରମିତ ହୋଇଥିଲ୍ । ଇରଫାନ୍ ନିଜ ଟ୍ୱିଟର ପେଜରେ ଏହା ସେୟାର […]