ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସୁନ୍ଦରଗଡ଼ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପ୍ରସ୍ତାବ: ଭିତ୍ତିଭୂମି ଅନୁଧ୍ୟାନ କଲା କେନ୍ଦ୍ର ବୈଷୟିକ ଟିମ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ ଏନଟିପିସି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲରେ ଓଡ଼ିଶାର ଦ୍ବିତୀୟ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ପ୍ରତିଷ୍ଠା ପ୍ରସ୍ତାବ ପରେ ଆଜି କେନ୍ଦ୍ରୀୟ ଵୈଷୟିକ ଟିମ୍ ସୁନ୍ଦରଗଡ଼ ଆସି ଭିତ୍ତିଭୂମିର ଅନୁଧ୍ୟାନ କରିଛନ୍ତି। ଭୁଵନେଶ୍ବର ଏମ୍ସ ନିର୍ଦ୍ଦେଶିକା ଵି. ଗୀତାଞ୍ଜଳିଙ୍କ ନେତୃତ୍ବରେ ୯ ଜଣିଆ ଟିମ୍ ଆଜି ପୂର୍ବାହ୍ନ ୧୦ଟାରେ ସୁନ୍ଦରଗଡ଼ ଶଙ୍କରାରେ ନଵନିର୍ମିତ ଏନଟିପିସି ଭେଷଜ ମହାଵିଦ୍ୟାଳୟ ଓ ହସ୍ପିଟାଲକୁ ଯାଇ ଅନୁଧ୍ୟାନ କରିଛନ୍ତି। ଟିମରେ ନୂଆଦିଲ୍ଲୀ ଏମ୍ସ ମେଡିକାଲ ଅଧୀକ୍ଷକ ଡ. […]

ଦେଶ ବିଦେଶ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଚରିତ୍ର ଗଠନ ସହ ଶିକ୍ଷା ସଫଳ ଜୀବନର ପ୍ରଥମ ପାହାଚ: ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡ଼ୁ

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡ଼ୁ କହିଛନ୍ତି, ଆମର ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ସମୂହର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନେ ବିଦ୍ୟାର୍ଥୀଙ୍କୁ ଆବଶ୍ୟକ କୌଶଳ ଓ ଦକ୍ଷତା ଯୋଗାଇ ସମର୍ଥ କରିବା ଆବଶ୍ୟକ। ଏହା ଦ୍ୱାରା ସେମାନେ କେବଳ ନିଯୁକ୍ତି ଆଶାୟୀ ନ ହୋଇ ନିଯୁକ୍ତି ସୃଷ୍ଟିକାରୀ ହୋଇପାରିବେ। ଓଡ଼ିଆରେ ଭାଷଣ ଆରମ୍ଭ କରି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡ଼ୁ ଚରିତ୍ର ଗଠନ […]

ଦେଶ ବିଦେଶ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଉଲ୍ଲେଖନୀୟ ଅବଦାନ ପାଇଁ ଗଂଜାମକୁ ପୁରସ୍କାର, ୬ ପଞ୍ଚାୟତକୁ ଜାତୀୟ ଆୱାର୍ଡ

ବ୍ରହ୍ମପୁର ୩/୪: ଗଂଜାମ ଜିଲାକୁ ୬ ଟି ଜାତୀୟ ପଂଚାୟତ ଆୱାର୍ଡ । ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ଗଞ୍ଜାମ ଜିଲାକୁ ଏହି ଆୱାର୍ଡରେ ସମ୍ମାନୀତ କରାଯାଇଛି । କୋଭିଡ୍-୧୯ ମହାମାରୀ ସମୟରେ ମଧ୍ୟରେ ଭଲ ପ୍ରଦର୍ଶନ କରି ଗଂଜାମ ଜିଲାର ୨ ଟି ବ୍ଲକ ହିଂଜିଳି ଓ ଶେରଗଡ ଏବଂ ୪ ଟି ପଂଚାୟତ ବଡଖଣ୍ଡି, ରାମଚନ୍ଦ୍ରପୁର, ଆଡପଡା ଓ ବଡବୋରସିଙ୍ଗିକୁ ଆୱାର୍ଡ ଗୁଡିକ ପାଇଥିବା ଜିଲ୍ଲାପାଳ ବିଜୟ ଅମୃତା […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଚିହ୍ନଟ ହେଲେ ଆଉ ୪୫୨ କୋଭିଡ୍ ପଜିଟିଭ୍, ୩୪୨୨୨୪ରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ବର ୦୩।୦୪ : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୨୨୨୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ମାଲକାନଗିରିରେ କରୋନା କଟକଣା କଡାକଡି : ଦୋକାନୀ ଓ ଗ୍ରାହକ ପିନ୍ଧିବେ ମାସ୍କ, ସାମାଜିକ ଦୂରତା ପାଇଁ ବନ୍ଧାଗଲା ରେଡ୍ ରିବନ୍

ମାଲକାନଗିରି ୩।୪: ମାଲକାନଗିରି ଜିଲ୍ଲାକୁ ପୁଣି ଫେରିଲା କରୋନା କଟକଣା । ପୋଡଶୀ ରାଜ୍ୟ ଛତିଶଗଡରେ କରୋନାର ନୂଆ ଟ୍ରେଣ୍ଡ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ମାଲକାନଗିରି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି । ସୁକୁମା-ମାଲକାନଗିରି ସୀମାରେ ଲୋକଙ୍କୁ ଯାଞ୍ଚ କରାଯାଇ ଜିଲ୍ଲା ଭିତରେ ପ୍ରବେଶ କରିବା ଲାଗି ଅନୁମତି ଦିଆଯାଉଛି । ଜିଲ୍ଲା ପ୍ରଶାସନର ନୂତନ ନିୟମ ଅନୁଯାଇ ପ୍ରତ୍ୟେକ ଦୋକାନୀ ଓ ଗ୍ରାହକ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ପ୍ରତ୍ୟେକ ଦୋକାନ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ବ୍ୟବସାୟ ପ୍ରତି ବିଶେଷ ଦୃଷ୍ଟି ଦେବେ। ରାଜନୈତିକ ପରିସର ବୃଦ୍ଧି ହେବ। ଅଫିସ ତରଫରୁ ରାଜ୍ୟ ବାହାରକୁ ଯିବାର ସୁଯୋଗ ପାଇବେ। ବୃଷ: ଦିନଟି ଆପଣଙ୍କ ଲାଗି ବିଶେଷ ଫଳଦାୟୀ। ଲାଗି ରହିଥିବା ବିବାଦର ସମାଧାନ ହୋଇଯିବ। ସାମାଜିକ ମିଳାମିଶା ବଢ଼ିବ। ମିଥୁନ: ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବ ନାହିଁ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପ୍ରେମ ସମ୍ବନ୍ଧ ମଧୁର ହେବ। କର୍କଟ: ଧାର୍ମିକ କାର୍ଯ୍ୟକ୍ରମରେ ଖର୍ଚ୍ଚ କରିପାରନ୍ତି। ସମ୍ମାନିତ ଲୋକଙ୍କ ସହିତ […]

କଳା ଓ ସଂସ୍କୃତି ଧର୍ମ

ସ୍କନ୍ଦଷଷ୍ଠୀ କଥା

ଦେବଦେବ ମହାଦେବଙ୍କର ଦୁଇପୁତ୍ରଙ୍କ ମଧ୍ୟରୁ ଗଣନାଥ ଗଣେଶ ଯେପରି ମହାରାଷ୍ଟ୍ରରେ ଅତ୍ୟନ୍ତ ଲୋକପ୍ରିୟ ଦେବତା, ଠିକ୍ ସେହିପରି ସ୍କନ୍ଦ, କୁମାର, କାର୍ତ୍ତିକେୟ, ଆୟାପା, ସୁବ୍ରମନିୟମ୍‌, ସରଭଣ, ଷଡ଼ାନନ ଓ ମୁରୁଗାନ ଆଦି ନାମରେ ପରିଚିତ ଜ୍ୟେଷ୍ଠପୁତ୍ର କାର୍ତ୍ତିକ ଦକ୍ଷିଣ ଭାରତରେ ଅତ୍ୟନ୍ତ ଲୋକପ୍ରିୟ ଦେବତା। ଓଡ଼ିଶାରେ କାର୍ତ୍ତିକ ପୂର୍ଣ୍ଣିମାରେ ଏହାଙ୍କର ପୂଜା ଅନୁଷ୍ଠିତ ହୋଇଥାଏ। କିନ୍ତୁ ଦକ୍ଷିଣ ଭାରତରେ ଚୈତ୍ରମାସ କୃଷ୍ଣପକ୍ଷ ଷଷ୍ଠୀ ତିଥିରେ ଏହାଙ୍କର ପୂଜା ମହାସମାରୋହରେ ହୁଏ। କାର୍ତ୍ତିକେୟ ଶବ୍ଦର ଅର୍ଥ ଅମିତ ତେଜ […]

ଖେଳ ଦେଶ ବିଦେଶ

‘ଅମ୍ପାୟାର୍ସ କଲ୍’କୁ କାଏମ୍ ରଖିଲା ଆଇସିସି, ନିୟମରେ କଲା ସାମାନ୍ୟ ପରିବର୍ତ୍ତନ

ଦୁବାଇ ୦୨/୦୪: ଡିଆରଏସକୁ ନେଇ ଆଇସିସିର ବଡ ନିଷ୍ପତ୍ତି । ଡିଆରଏସ୍‌(ଡିସିସନ ରିଭ୍ୟୁ ସିଷ୍ଟମ) ନିୟମକୁ ନେଇ ଚାଲିଥିବା ନାନା ଆଲୋଚନା ଉପରେ ଆଇସିସି ପକାଇଛି ପୂର୍ଣ୍ଣଛେଦ । ଡିଆରଏସ୍‌ ଅଧିନରେ ରହିଥିବା ‘ଅମ୍ପାୟାର୍ସ କଲ୍‌’ ନିୟମକୁ ନେଇ ଖେଳାଳିଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲେ ହେଁ ଏହି ନିୟମକୁ କାଏମ୍‌ ରଖିବାକୁ ଆଇସିସି ନିଷ୍ପତ୍ତି ନେଇଛି । ଅବଶ୍ୟ ଏଥିରେ କିଛି ପରିବର୍ତ୍ତନ କରାଯାଇଛି । ଆଇସିସି କ୍ରିକେଟ୍‌ କମିଟି ପକ୍ଷରୁ ଅନୁଷ୍ଠିତ ବୈଠକ ଅବସରରେ କିଛି […]

ଖେଳ ଦେଶ ବିଦେଶ

ଆଜିର ଦିନରେ ଇତିହାସ ରଚିଥିଲା ଭାରତ : ୨୮ ବର୍ଷ ପରେ ବିଶ୍ୱକପ୍ ମୁକୁଟ ପିନ୍ଧିଥିଲା ଟିମ୍ ଇଣ୍ଡିଆ, ସାକାର ହୋଇଥିଲା ସଚିନଙ୍କ ସ୍ୱପ୍ନ

ନୂଆଦିଲ୍ଲୀ, ୦୨।୦୪: ଭାରତ ଆଜିର ଦିନ ଅର୍ଥାତ ୨୦୧୧ ମସିହା ଏପ୍ରିଲ ୨ ତାରିଖରେ ବିଶ୍ୱକପ୍ ଉପରେ କବଜା କରିଥିଲା । ଏହି ଟ୍ରଫି ବିଜୟକୁ ୧୦ ବର୍ଷ ପୂରଣ ହୋଇଛି । ୧୯୮୩ରେ ଭାରତ ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ ହୋଇଥିଲା । ଏହାର ୨୮ ବର୍ଷ ପରେ ଟିମ୍ ଇଣ୍ଡିଆ ପୁଣି ଇତିହାସ ରଚିଥିଲା । ଏହାସହ ଓ୍ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ପରେ ତୃତୀୟ ଦଳ ଭାବେ ୨ ବା ଅଧିକ ଥର […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ

୨୬୩ ଜଣ ପୋଲିସ ଅଧିକାରୀଙ୍କୁ ମିଳିଲା ଆରକ୍ଷୀ ମହାନିର୍ଦ୍ଦେଶକ ପଦକ, ପୁରସ୍କୃତ କଲେ ପୋଲିସ ଡିଜି ଅଭୟ

ଭୁବନେଶ୍ବର ୨।୪: ୨୦୨୦-୨୧ ବର୍ଷ ପାଇଁ ୨୬୩ ଜଣ ପୋଲିସ ଅଧିକାରୀଙ୍କୁ ମିଳିଛି ଆରକ୍ଷୀ ମହାନିର୍ଦ୍ଦେଶକ ପଦକ । ଏଥି ମଧ୍ୟରୁ ଗତବର୍ଷର ୧୦୦ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଶୁକ୍ରବାର ପୋଲିସ ଭବନରେ ଆୟୋଜିତ ମହାନିର୍ଦ୍ଦେଶକ ପଦକ ପ୍ରଦାନ ଉତ୍ସବରେ ପୋଲିସ ଡିଜି ଅଭୟ ସମସ୍ତଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି । ତେବେ କରୋନାରେ ସହିଦ ହୋଇଥିବା ୧୭ ଜଣ ପୋଲିସ ଅଧିକାରୀଙ୍କୁ ମଧ୍ୟ ପ୍ରଶଂସା ପତ୍ର ଦିଆଯାଇଛି । ସହିଦ […]