ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ସରାଙ୍ଗ ଆଇଜିଆଇଟି କଲେଜରେ ବିଟେକ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଢେଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ପ୍ରତିଷ୍ଠାନ (ଆଇଜିଆଇଟି) କ୍ୟାମ୍ପସରେ ବିଟେକ ଛାତ୍ରଛାତ୍ରୀମାନେ ଅନଲାଇନ ପରୀକ୍ଷା ରେଜଲ୍ଟକୁ ନେଇ ଆନ୍ଦୋଳନ କରିଛନ୍ତି। କରୋନା କଟକଣା ଭିତରେ ବିଟେକ ଛାତ୍ରଛାତ୍ରୀମାନେ ଅନଲାଇନରେ ପରୀକ୍ଷା ଦେଇଥିଲେ । ତେବେ ସେମାନଙ୍କର ରେଜଲ୍ଟ ନୈରାଶ୍ୟ ଜନକ ହୋଇଥିବା ବେଳେ କିଛି ପିଲାଙ୍କ ରେଜଲ୍ଟ ପ୍ରକାଶିତ ହୋଇ ନଥିଲା । ଯାହାକୁ ନେଇ ଛାତ୍ରଛାତ୍ରୀମାନେ ପରୀକ୍ଷା ଦାୟିତ୍ବର ମୁଖ୍ୟ ଏମ.ଡି ଖାନଙ୍କୁ ଜଣାଇଥିଲେ । ମାତ୍ର ସେ କୌଣସି […]

ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଆଜି ଓଡିଶା ଆସୁଛି ୩ଲକ୍ଷରୁ ଅଧିକ କରୋନା ଟିକା, ଯେତିକି ଆସୁଛି ତାହା ୩ ଦିନ ହିଁ ଯିବ

ଭୁବନେଶ୍ୱର ୦୬।୦୪: ଆଜି ଅପରାହ୍ନରେ ୩ ଲକ୍ଷ ୪୯ ହଜାର ଟିକା ଓଡ଼ିଶାରେ ପହଞ୍ଚିବ । ଯେତିକି ଟିକା ଆସୁଛି ତାହା ୩ ଦିନ ହିଁ ଯିବ । ଯଦି ଅଧିକ ଟିକା ନ ଆସେ ତେବେ ଆଗକୁ ଟିକା କରଣ ବାଧାପ୍ରାପ୍ତ ହେବର ସମ୍ଭାବନା ରହିଛି । ତେଣୁ ପୁଣି ଆଉ ଥରେ ଆମେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବୁ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେହିପରି ସେ ଆହୁରୀ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦିଲ୍ଲୀରେ ଲାଗୁ ହେଲା ନାଇଟ କର୍ଫ୍ୟୁ, ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୬ହଜାର ୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି କରୋନା ସଂକ୍ରମଣ । ୨୪ ଘଣ୍ଟା ଭିତରେ ୯୬ହଜାର ୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟା ମଧ୍ୟରେ କରୋନା କାରଣରୁ ୪୪୬ଜଣଙ୍କର ମୃତ୍ୟୁ ହୋଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏକ କୋଟି ୨୬ଲକ୍ଷ ୮୬ହଜାର ୪୯କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରୁ ଏକ କୋଟି ୧୭ଲକ୍ଷ ୩୨ହଜାର ୨୭୯ ଜଣ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ବିନା ଖର୍ଚ୍ଚରେ ଏମିତି ନଖକୁ କରିପାରିବେ ସୁନ୍ଦର ନଖ ବଢ଼ିବା, ଫାଟିବା ସମସ୍ୟାର ଉପଚାର

କଟକ: ନାରୀ ଓ ପୁରୁଷ ସଭିଏଁ ଚାହିଥାନ୍ତି ନଖକୁ ସୁନ୍ଦର ଆଉ ମଜବୁତ ରଖିବାକୁ। ଖାସ କରି ନାରୀ ମାନେ ନଖ ବଢ଼ିବା, ନଖ ମଜବୁତ ରହିବା, ନଖ ନ ମରିବା ପାଇଁ ବିଭିନ୍ନ ପ୍ରକାରର ପ୍ରକ୍ରିୟା କରିଥାନ୍ତି। ହେଲେ ଘରେ ରହି ଘରୋଇ ଜିନିଷ ବ୍ୟବହାର କରି ଏହି ସମସ୍ୟାର ଉପଚାର କରିପାରିବା। ସେଥିପାଇଁ ପ୍ରଥମେ ଅଧ କପ ପାଣିକୁ ଗରମ କରି ସେଥିରେ ଦୁଇ ଚାମଚ ସାମ୍ପୋ, ଦୁଇ ବୁନ୍ଦା ଲେମ୍ବୁ ରସ, ଖାଇବା […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ନିଜର ଦାୟିତ୍ବକୁ ସୁଚାରୁରୂପେ ତୁଲାଇବେ। ଆପଣଙ୍କ କାମରେ ଅଧିକାରୀବର୍ଗ ଖୁସି ରହିବେ। ପାରିବାରିକ ଜୀବନ ସୁଖମୟ ହେବ। ବୃଷ: ବେପାରରେ ଦ୍ବିଗୁଣ ବୃଦ୍ଧି ହେବାର ଯୋଗ ରହିଛି। ଅଧିକାରୀଙ୍କ ନିକଟରେ ସାବଧାନ ରୁହନ୍ତୁ। ବନ୍ଧୁ ଆସିବା ଯୋଗୁଁ ପରିବାରରେ ଖୁସିର ପରିବେଶ ରହିବ। ମିଥୁନ: ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକ କାର୍ଯ୍ୟରେ ଲାଗିବ। ଇଂଜିନିୟର ନୂଆ ପ୍ରକଳ୍ପରେ କାମ କରିବେ। ଛାତ୍ରଙ୍କୁ ଲେଖାପଢ଼ାରେ ସିନିୟରଙ୍କର ସାହାଯ୍ୟ ମିଳିବ। କର୍କଟ: କାମ ସଂପୂର୍ଣ୍ଣ ହେବାରେ ବିଳମ୍ବ ହୋଇପାରେ। ନିଜର […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ବଲାଙ୍ଗୀରରେ ଆଜିଠୁ ନାଇଟ୍ କର୍ଫ୍ୟୁ: କଡାକଡି କୋଭିଡ୍ କଟକଣା, ବାହାର ଜିଲ୍ଲାବାସୀଙ୍କ ଉପରେ ନଜର

ବଲାଙ୍ଗୀର ୪/୫: ବଲାଙ୍ଗୀରରେ ଆଜିଠୁ ରାତ୍ରକାଳିନ କର୍ଫ୍ୟୁ । ଗତ କିଛି ଦିନ ମଧ୍ୟରେ କରୋନାର କାୟା ରାଜ୍ୟରେ ବିସ୍ତାର କରୁଥିବା ବେଳେ ଏଠାରେ ମଧ୍ୟ ପ୍ରତିଦିନ ସଂଖ୍ୟା ବଢିବାରେ ଲାଗିଛି । ଏନେଇ ରାଜ୍ୟ ସରକାର ସ୍ପେଶାଲ ରିଲିଫ କମିଶନରଙ୍କ ଆଦେଶ କ୍ରମେ ୧୦ ଟି ଜିଲ୍ଲାରେ ରାତ୍ରକାଳିନ କର୍ଫ୍ୟୁ କରାଯାଇଛି । ତେବେ ବଲାଙ୍ଗୀର ଜିଲ୍ଲାରେ ଏହାକୁ କଡାକଡି ପାଳନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତ କରିଛି ପ୍ରଶାସନ ଓ ପୋଲିସ ବିଭାଗ । […]

ଦେଶ ବିଦେଶ ସ୍ୱାସ୍ଥ୍ୟ

କଟକ ଅନ୍ନପୂର୍ଣ୍ଣା ନର୍ସିଂହୋମ୍ ସିଲ୍, SCBରୁ ଦଲାଲ ମାଧ୍ୟମରେ ରୋଗୀ ଚାଲାଣ ଅଭିଯୋଗ

କଟକ ୫।୪: ଦଲାଲ ମାଧ୍ୟମରେ କଟକ ବଡ ମେଡିକାଲରୁ ରୋଗୀଙ୍କୁ ନର୍ସିଂହୋମକୁ ନେବା ଘଟଣାରେ ମଙ୍ଗଳାବାଗ ଥାନା ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଭିଯୋଗ ଅନୁସାରେ ଝାଡଖଣ୍ଡର ସିଂହଭୂମ ଜିଲ୍ଲାରୁ କଟକ ବଡ ମେଡିକାଲକୁ ଆସିଥିବା ଜଣେ ରୋଗୀଙ୍କୁ ମେଡିକାଲରୁ ଦଲାଲ ମାଧ୍ୟମରେ ମଙ୍ଗଳାବାଗ ରିଂରୋଡରେ ଥିବା ଅନ୍ନପୂର୍ଣ୍ଣା ନର୍ସିଂହୋମକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସମ୍ପୃକ୍ତ ରୋଗୀଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା । ଚିକିତ୍ସିତ ମହିଳା ମୃତ୍ୟୁ ହୋଇସାରିଥିଲେ ମଧ୍ୟ ସେ ଜୀବିତ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଶ୍ରୀମନ୍ଦିରର ଜଣେ କର୍ମଚାରୀ କୋଭିଡ୍ ପଜିଟିଭ୍, ସାମୟିକ ବନ୍ଦ ହେଲା ଟିକାକରଣ କେନ୍ଦ୍ର

ପୁରୀ ୫।୪: ଶ୍ରୀମନ୍ଦିରର ଜଣେ କର୍ମଚାରୀଙ୍କ କୋଭିଡ୍ ପଜିଟିଭ୍ ରିପୋର୍ଟ ଆସିବା ପରେ ଟିକାକରଣ କେନ୍ଦ୍ରକୁ ସାମୟିକ ଭାବେ ବନ୍ଦ କରାଯାଇଛି । କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ମଧ୍ୟ ଟିକାକରଣ ସ୍ଥାନକୁ ସାନିଟାଇଜ ନ କରାଯାଇ ଶ୍ରୀମନ୍ଦିର ସେବାୟତଙ୍କୁ ଉକ୍ତ ସ୍ଥାନରେ କୋଭିଡ୍ ଟିକା ଦିଆଯିବାକୁ ନେଇ ସେବାୟତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଯଦି ସେବାୟତ କୋଭିଡ୍ ସଂକ୍ରମିତ ହୁଅନ୍ତି ସେଥିପାଇଁ କିଏ ଦାୟୀ ରହିବ ବୋଲି ସେବାୟତମାନେ ପ୍ରଶ୍ନ ଉଠାଇଛନ୍ତି […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ବିୟୁଟି ଟିପ୍ସ: ଓଠ କଳା ପଡ଼ିବା ସମସ୍ୟା ପାଇଁ ଶୋଇବା ପୂର୍ବରୁ କଞ୍ଚା କ୍ଷୀରରେ ଓଠକୁ ପୋଛନ୍ତୁ

କଟକ: ନାରୀ ହେଉ କିମ୍ବା ପୁରୁଷ, ସଭିଏଁ ଚାହିଁଥାନ୍ତି ଓଠରୁ କଳା ଦାଗ ହଟାଇ ଓଠକୁ ଗୋଲାପି କରିବା ପାଇଁ। ଏଥିପାଇଁ ବିଭିନ୍ନ ପ୍ରକାରର ସାମଗ୍ରୀ ମଧ୍ୟ ବ୍ୟବହାର କରିଥାନ୍ତି। ହେଲେ ଆମେ ଘରେ ରହି ଘରୋଇ ଜିନିଷ ବ୍ୟବହାର କରି ଓଠର ଯତ୍ନ ନେବା ସହ ଏହି କଳା ଦାଗ ସମସ୍ୟାକୁ ଦୂରେଇ ଦେଇ ପାରିବା। ଏଥିପାଇଁ ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ ଗୋଟେ ଚାମଚ କଞ୍ଚା କ୍ଷୀରକୁ ତୁଳା ଦ୍ବାରା ଓଠକୁ ଭଲ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଇଷ୍ଟଦେବଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। ବୃଷ: ଏକ ତରଫା ଚିନ୍ତା ଆପଣଙ୍କୁ ଅଡୁଆରେ ପକାଇପାରେ। କୌଣସି କାମରେ ବ୍ୟସ୍ତ ରହିବେ। ବ୍ୟବସାୟୀଙ୍କୁ ଉନ୍ନତିର ସୁଯୋଗ ମିଳିବ। ବିବାହିତଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ। ମିଥୁନ: କ୍ୟାରିୟରରେ ଆଗକୁ ବଢ଼ିବା ଦିଗରେ ଆପଣଙ୍କ ଧ୍ୟାନ ରହିବ। ଅଫିସରେ ଅଧସ୍ତନ କର୍ମଚାରୀଙ୍କ ପୂରା ସହଯୋଗ ପାଇବେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ। କର୍କଟ: କମ୍ […]