ପଦଯାତ୍ରାରେ ନଥିଲେ କି ପ୍ରତିଷ୍ଠା ଦିବସକୁ ଆସିଲେ ନାହିଁ: ବିଧାୟକ ପ୍ରେମାନନ୍ଦ ଏବେ କେଉଁଠି?
କେନ୍ଦୁଝର: ବିଜେଡି ପକ୍ଷରୁ ପ୍ରତ୍ୟେକ ବର୍ଷ ଗାନ୍ଧୀ ଜୟନ୍ତୀରୁ ନଭେମ୍ବର ୨ ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେଉଛି। ଚଳିତବର୍ଷ ନିର୍ବାଚନମଣ୍ଡଳୀ ସ୍ତରୀୟ ପଦଯାତ୍ରା କରାଯାଇଥିଲା। ପଦଯାତ୍ରା ତେଲକୋଇ ନିର୍ବାଚନମଣ୍ଡଳୀର ହରିଚନ୍ଦନପୁର ବ୍ଲକ୍ରେ ହୋଇଥିଲେ ବି ଖୋଦ୍ ବିଧାୟକ ଇଂ ପ୍ରେମାନନ୍ଦ ନାୟକ ଅନୁପସ୍ଥିତ ଥିଲେ। ପ୍ରଥମ ଥର ପାଇଁ ପ୍ରେମାନନ୍ଦ ଏଭଳି ଦଳୀୟ କାମରେ ଅନୁପସ୍ଥିତ ଥିବାରୁ ଏହାକୁ ନେଇ ବିଶେଷ ଆଲୋଚନା ହୋଇନଥିଲା। କୌଣସି ଜରୁରୀ କାମ କିମ୍ବା ଅସୁସ୍ଥତା ପାଇଁ ପ୍ରେମାନନ୍ଦ ପଦଯାତ୍ରାରେ […]









