କରୋନା ଟିକା ନେଲେ ମାଗଣା ଉପହାର! ମହିଳାଙ୍କୁ ନାକଫୁଲ, ପୁରୁଷଙ୍କୁ ହ୍ୟାଣ୍ଡ୍ ବ୍ଲେଣ୍ଡର୍
ଅହମ୍ମଦାବାଦ୍: କରୋନା ଟିକା ନେବାକୁ ଅଧିକ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଗୁଜୁରାଟର ଜଣେ ସୁନା ବେପାରୀ ଏକ ନିଆରା ଉପାୟ ଆପଣାଇଛନ୍ତି। ସେ ଟିକା ନେଉଥିବା ବ୍ୟକ୍ତିଙ୍କୁ ମାଗଣାରେ ଉପହାର ଦେବାକୁ ଘୋଷଣା କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୁଜୁରାଟର ଏହି ସୁନା ବେପାରୀ ଜଣକ ରାଜ୍ୟ ସରକାରଙ୍କ ସହ ମିଶି ଏହି ନିଆରା ଉପାୟକୁ କାମରେ ମଧ୍ୟ ଲଗାଉଛନ୍ତି। କରୋନା ଟିକା ନେବା ପାଇଁ ଟିକାଦାନ କେନ୍ଦ୍ରକୁ ଆସୁଥିବା ମହିଳାଙ୍କୁ ସୁନାର ନାକଫୁଲ ଓ […]