ଭୁଲରେ ବି ସୁଦ୍ଧା ଏହି ପାଞ୍ଚଟି ସ୍ଥାନରେ ପିନ୍ଧନ୍ତୁ ନାହିଁ ଜୋତା, ନଚେତ୍ ହୋଇଥାଏ ଏଭଳି ସମସ୍ୟା
ଭୁବନେଶ୍ୱର ୦୭/୦୪: ଜାଣିଶୁଣି କିମ୍ବା ଅଜାଣତରେ, ଆମେ ପ୍ରାୟତଃ ଏପରି ଭୁଲ୍ କରିଥାଉ ଯାହା ବାସ୍ତୁ ଦୋଷ ସୃଷ୍ଟି କରିଥାଏ । କୁହାଯାଏ ଯଦି ଘରେ ବାସ୍ତୁ ଦୋଷ ରହିଥାଏ, ତେବେ ଆପଣ ଆର୍ଥିକ ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା ଏବଂ ପାରିବାରିକ କଳହର ସମ୍ମୁଖୀନ ହୋଇପାରନ୍ତି । ଅନେକ ଥର – ଅଜାଣତରେ ଆମେ ଏପରି ଜାଗାରେ ଜୋତା କିମ୍ବା ଚପଲ ପିନ୍ଧି ଚାଲିଯାଇଥାଉ, ଯାହା ବାସ୍ତୁ ଦୋଷ ସୃଷ୍ଟି କରିଥାଏ । ଶାସ୍ତ୍ରରେ, ଏପରି ୫ଟି […]