କଳା ଓ ସଂସ୍କୃତି ଧର୍ମ

ଆରମ୍ଭ ହେଲା ବୁଢୀ ଠାକୁରାଣୀ ଯାତ୍ରା: ୧୪୪ ଧାରାରେ ବାପ ଘରକୁ ଗଲେ ମାଆ, ଆଜି ବିଶ୍ରାମ, କାଲି ରାଜବାଟି ପରିକ୍ରମା

ବ୍ରହ୍ମପୁର ୧୦/୪: ବାପା ଘରେ ମାଆ ସାଆନ୍ତାଣୀ । କଡା କୋଭିଡ୍ କଟକଣା ମଧ୍ୟରେ ଆରମ୍ଭ ହୋଇଛି ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା । ଅସ୍ଥାୟୀ ପୀଠରେ ମାଆ ଆଜି ବିଶ୍ରାମ ନେବା ପରେ ଆସନ୍ତା କାଲି ପରିକ୍ରମା କରିବେ ରାଜବାଟି । ପ୍ରଥମ ପର୍ଯ୍ୟାୟରେ ପ୍ରଶାସନ ପକ୍ଷରୁ ଯାତ୍ରା ପାଇଁ ୭ ଦିନିଆ ଅନୁମତି ଦିଆଯାଇଛି। ବାଜା ବାଜଣା ତୁରୀ ଶଙ୍ଖ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ପରିବେଶ । ବାପା ଘରେ ଖୁସିର ମାହୋଲ୍ । […]

କଳା ଓ ସଂସ୍କୃତି ଧର୍ମ

କେବେ ଆରମ୍ଭ ହେବ ଚୈତ୍ର ନବରାତ୍ରି ? ଜାଣନ୍ତୁ ଘଟସ୍ଥାପନା ମୁହୂର୍ତ୍ତ, ବ୍ରତ ପାଳନର ମହତ୍ତ୍ୱ ଓ ନିୟମ

ଭୁବନେଶ୍ୱର ୦୯/୦୪ : ହିନ୍ଦୁ ପାଞ୍ଜି ଅନୁସାରେ ପ୍ରତି ବର୍ଷ ଚୈତ୍ର ମାସ ପ୍ରଥମ ଦିନ ହିନ୍ଦୁ ନବ ବର୍ଷ ଆରମ୍ଭ ହୋଇଥାଏ। ଏହି ଦିନ ଠାରୁ ଚୈତ୍ର ନବରାତ୍ରି ଆରମ୍ଭ ହୋଇଥାଏ। ଏହି ଦିନକୁ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପର୍ବ ଭାବେ ପାଳନ କରାଯାଏ। ମହାରାଷ୍ଟ୍ରରେ ଗୁଡ଼ି ପାଡୱା, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ଉଗାଡି ଭାବେ ପାଳନ କରାଯାଏ। ଏଥର ଚୈତ୍ର ନବରାତ୍ରି ଏପ୍ରିଲ ୧୩ ତାରିଖରୁ ଆରମ୍ଭ ହେଉଛି। ନବରାତ୍ରି ୨୧ […]

କଳା ଓ ସଂସ୍କୃତି ଧର୍ମ ସ୍ପେଶାଲ ରିପୋର୍ଟ

ଟିଟିଡିର ଦାବି: ତିରୁମାଲା ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନ, ଖୁବ୍ ଶୀଘ୍ର ଦେବ ପ୍ରମାଣ

ନୂଆଦିଲ୍ଲୀ ୧୦/୦୪: ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) କହିଛି ଯେ ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲା ଅନ୍ତର୍ଗତ ପ୍ରଭୁ ଭେଙ୍କଟେଶ୍ୱରଙ୍କ ବାସସ୍ଥାନ ତିରୁମାଲା ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନ ବୋଲି ପ୍ରମାଣ କରିବା ପାଇଁ ଐତିହାସିକ ତଥା ପ୍ରାସଙ୍ଗିକ ପ୍ରମାଣ ପ୍ରଦାନ କରିବ । ମନ୍ଦିରର ପ୍ରଶାସନ, ଟିଟିଡି, ଏପ୍ରିଲ ୧୩ଉଗାଡି ଉତ୍ସବ ଦିନ ବୁକଲେଟ୍ ଆକାରରେ ଏକ ଦଲିଲ ପ୍ରଦାନ କରିବାକୁ ଯାଉଛି, ଯାହା ପ୍ରମାଣ କରିବ କି ଅଞ୍ଜନାଦ୍ରି, ତିରୁମାଲାର ସାତୋଟି ପାହାଡ ମଧ୍ୟରୁ ଗୋଟିଏ । […]

ଦେଶ ବିଦେଶ ମନୋରଞ୍ଜନ

ଫ୍ୟାନ୍ସଙ୍କ ଟ୍ରୋଲର ଜବାବ ଦେଲେ ମ୍ୟୁଜିକ୍ ବାଦସାହା, ଜାଣନ୍ତୁ କ’ଣ କହିଲେ ରହମାନ

ମୁମ୍ବାଇ ୧୦/୦୪: ସଂଗୀତଜ୍ଞ ଏଆର୍ ରହମାନ ଲାଇମଲାଇଟ୍ ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି । ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା। । ରହମାନ ତାଙ୍କର ନୂତନ ପ୍ରୋଜେକ୍ଟ ‘୯୯ ସଂଗ୍ସ ‘କୁ ପ୍ରମୋସନ୍ କରୁଥିଲେ । ଏହି ସମୟରେ, ଏକ ଇଭେଣ୍ଟରେ ଜଣେ ଆଙ୍କର ହିନ୍ଦୀ କହିବାରୁ, ରହମାନ କହିଥିଲେ, ‘ହିନ୍ଦୀ?’ ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆର ୟୁଜର୍ସମାନେ ତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ପ୍ରଥମ ଥର […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ମୋଟାପଣ ଦୁର କରିବ ଅମୃତଭଣ୍ଡା ମଞ୍ଜି, ମାତ୍ର ଗୋଟିଏ ସପ୍ତାହରେ ଦେଖାଇବ କରାମତି

ଭୁବନେଶ୍ୱର ୦୮/୦୪: ପ୍ରାୟତଃ ଲୋକମାନେ ଅମୃତଭଣ୍ଡା ଖାଇବା ପରେ ତାର ମଞ୍ଜିକୁ ଫୋପାଡି ଦେଇଥାନ୍ତି । କିନ୍ତୁ ଆପଣ ଯେଉଁ ମଞ୍ଜିକୁ ଅଦରକାରୀ ଭାବି ଫୋପାଡି ଦେଉଛନ୍ତି ବାସ୍ତବରେ ତାହା ଆପଣଙ୍କ ସ୍ୱାସ୍ଥ୍ୟପାଇଁ କୈଣସି ବରଦାନ ଠାରୁ କମ୍ ନୁହେଁ । ଜାଣି ଆଶ୍ଚର୍ଯ୍ୟ ହେବେ ଅମୃତଭଣ୍ଡା ମଞ୍ଜି ଏକ ସପ୍ତାହରେ ଆପଣଙ୍କ ଅନେକ କିଲୋ ଓଜନ ହ୍ରାସ କରିପାରିବ । ତେବେ ଚାଲନ୍ତୁ ଜାଣିବା ଓଜନ ହ୍ରାସ କରିବା ଏବଂ ଅନ୍ୟାନ୍ୟ ରୋଗରୁ ମୁକ୍ତି ପାଇବା […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଜୀବନରେ ସୁଖ ଶାନ୍ତି ପାଇଁ ସିନ୍ଦୂରରେ କରନ୍ତୁ ଏହି ଉପାୟ…

ନୂଆଦିଲ୍ଲୀ ୧୦/୦୪: ବାସ୍ତୁ ଦୃଷ୍ଟିରୁ ସିନ୍ଦୂରର ବିଶେଷ ମହତ୍ତ୍ୱ ରହିଛି । ପ୍ରତ୍ୟେକ ବିବାହିତ ସ୍ତ୍ରୀର ସିନ୍ଦୂର ହେଉଛି ମୁଖ୍ୟ ଭାଗ । ଶାସ୍ତ୍ରରେ କୁହାଯାଇଛି ଯେ ସ୍ତ୍ରୀର ସିନ୍ଦୂର ଲଗାଇବା ଦ୍ୱାରା ସ୍ୱାମୀର ଆୟୁଷ ଲମ୍ବା ହୋଇଥାଏ । ତାଙ୍କୁ ବିଭିନ୍ନ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । କିନ୍ତୁ ଏହି ସିନ୍ଦୂର ସଧବା ନାରୀର ମଥାରେ ଲାଗିବା ବ୍ୟତୀତ ଘରେ ସୁଖ ଶାନ୍ତି ମଧ୍ୟ ବୃଦ୍ଧି କରିଥାଏ । ତେବେ ଚାଲନ୍ତୁ ଜାଣିବା ସିନ୍ଦୂରକୁ […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ତୀବ୍ର ଯନ୍ତ୍ରଣା ହେଉଥିଲେ ବି ଖାଆନ୍ତୁ ନାହିଁ ପେନ୍ କିଲର୍, ସତର୍କ କରିଛି ଏନଏସଏସ୍, ଜାଣନ୍ତୁ କ’ଣ ଗାଇଡଲାଇନ୍ସ…

ନୂଆଦିଲ୍ଲୀ ୦୯/୦୪: ଯନ୍ତ୍ରଣାରୁ ମୁକ୍ତି ପାଇଁ ରୋଗୀଙ୍କୁ ପେନ୍ କିଲର୍ ଦେବା ବିପଜ୍ଜନକ ହୋଇପାରେ । ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା (ଏନଏସଏସ୍) ଏକ ଗାଇଡଲାଇନ ଜାରି କରି କ୍ରୋନିକ ପେନ୍ ସମୟରେ ପେନ୍ କିଲର୍ ନଦେବାକୁ ଡାକ୍ତରମାନଙ୍କୁ ପରାମର୍ଶ ଦେଇଛି । ଏନଏସଏସ୍ କହିଛି ପେନ୍ କିଲର୍ ଭାବରେ ବ୍ୟବହୃତ ପାରାସିଟାମୋଲ କିମ୍ବା ଆଇବୁପ୍ରୋଫେନ ଔଷଧ ଯନ୍ତ୍ରଣାରୁ ମୁକ୍ତି ଦିଏ କିମ୍ବା ନ ଦିଏ, କିନ୍ତୁ ଏହି ଔଷଧଗୁଡ଼ିକ ଶରୀରରେ ବ୍ୟାପକ କ୍ଷତି ଘଟାଇପାରେ । […]

ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ହସ୍ତରେଖା: ସବୁଠାରୁ ଛୋଟ ଆଙ୍ଗୁଳି କନିଷ୍ଠାରେ ଲୁଚିଛି ଅର୍ଥ ଓ ବ୍ୟବସାୟ ସଂକେତ

ଭୁବନେଶ୍ୱର ୦୯/୦୪ : ହିନ୍ଦୁ ଶାସ୍ତ୍ରରେ ହସ୍ତରେଖାରେ ଅନେକ ମହତ୍ତ୍ୱ ଅଛି। ହସ୍ତରେଖା ଦ୍ୱାରା ବ୍ୟକ୍ତିଙ୍କ ଭବିଷ୍ୟତ ସମ୍ପର୍କରେ ଆକଳନ କରାଯାଇଥାଏ। ହସ୍ତରେଖା ଶାସ୍ତ୍ରରେ ଉଭୟ ହସ୍ତର ରେଖା ଅଧ୍ୟୟନ କରାଯାଇଥାଏ। ହାତର ଆଙ୍ଗୁଳି, ମଧ୍ୟ ଭାଗ ଓ ମଣିବନ୍ଧ ବା ଆଙ୍ଗୁଠିର ସଂଯୁକ୍ତ ସ୍ୱରୂପ। ଆଙ୍ଗୁଠି ମଧ୍ୟରେ ସବୁଠାରୁ ଛୋଟ ଆଙ୍ଗୁଳିକୁ କନିଷ୍ଠା କୁହାଯାଏ। କନିଷ୍ଠା ପାଖରେ ଅଛି ରିଂ ଫିଙ୍ଗର। ରିଂ ଫିଙ୍ଗର କନିଷ୍ଠା ଆଙ୍ଗୁଳିରୁ ଯେତିକି ଲମ୍ବା ଥାଏ ସେତିକି ଶୁଭ ବୋଲି […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଆର୍ଥ୍ରାଇଟିସ୍ ଭଲ କରିବ ଟମାଟୋ, ମଧୁମେୟ ସହ ଅନ୍ୟ ରୋଗରୁ ବି ଉପଶମ

ନୂଆଦିଲ୍ଲୀ ୧୦/୦୪: ଭୁଲ ଖାଦ୍ୟ-ପେୟ, ଶରୀରରେ ୟୁରିକ୍ ଏସିଡ୍ ବୃଦ୍ଧି କରିବା ସହିତ ହାଡ ସହ ଜଡିତ ସମସ୍ୟା ହେତୁ ଲୋକମାନେ ଆର୍ଥ୍ରାଇଟିସ୍ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଭାରତରେ ଗଣ୍ଠି ଯନ୍ତ୍ରଣା ଭୋଗୁଥିବା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି କାରଣରୁ ରୋଗୀକୁ କେବଳ ଅସହ୍ୟ ଯନ୍ତ୍ରଣାର ସାମ୍ନା କରିବାକୁ ପଡି ନଥାଏ ବରଂ ଏହି ରୋଗ ହେତୁ ରୋଗୀର ଚାଲିବା-ବୁଲିବା ମଧ୍ୟ କଷ୍ଟକର ହୋଇଯାଏ । ଏହା ଗଣ୍ଠି ସହିତ […]

କଳା ଓ ସଂସ୍କୃତି

ଘରେ ଲାଗିଥିବା ବୁଢିଆଣି ଜାଲକୁ ତୁରନ୍ତ କରନ୍ତୁ ସଫା, ନଚେତ୍ ହୋଇପାରେ ଏହି ସମସ୍ୟା

ଭୁବନେଶ୍ୱର ୧୦/୦୪: ଘରକୁ ସୁନ୍ଦର ରଖିବା ପାଇଁ ଏହାର ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଯଦି ଘରେ ବୁଢିଆଣି ଜାଲ ଲାଗିଥାଏ ତେବେ ତାହାକୁ ତୁରନ୍ତୁ ସଫା କରିବା ଉଚିତ୍ । ବାସ୍ତୁ ଅନୁସାରେ ଏହାକୁ ଅଶୁଭ ବୋଲି ବିବେଚନା କରାଯାଏ । ଏହା ଘରେ ନକାରାତ୍ମକ ଶକ୍ତି ଆଣିଥାଏ । ଏଥି ସହିତ, ଅନେକ ସମସ୍ୟାର ସାମ୍ନା କରିବାକୁ ମଧ୍ୟ ପଡିଥାଏ ,ଯେପରିକି… ୧. ଘରକୁ ଭଲ ଭାବରେ ସଫା […]