କୋଭିଡ୍ ପଜିଟିଭ୍ ହେବା ପରେ ‘ସିବିଆଇ’ର ପୂର୍ବତନ ନିର୍ଦେଶକ ରଣଜିତ ସିହ୍ନାଙ୍କ ଦେହାନ୍ତ
ନୂଆଦିଲ୍ଲୀ: ଗତ ରାତିରେ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିବା ‘ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍’ର (ସିବିଆଇ) ନିର୍ଦେଶକ ରଣଜିତ ସିହ୍ନାଙ୍କର ଆଜି ସକାଳେ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। ୧୯୭୪ ବ୍ୟାଚ୍ର ବିହାର କ୍ୟାଡର୍ର ‘ଆଇପିଏସ୍’ ଅଧିକାରୀ ସିହ୍ନା ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ‘ସିବିଆଇ’ର ନିର୍ଦେଶକ ଥିଲେ। ‘ସିବିଆଇ’ର ମୁଖ୍ୟ ହେବା ପୂର୍ବରୁ ସେ ପାଟନା ଓ ଦିଲ୍ଲୀରେ ‘ସିବିଆଇ’ର ମୁଖ୍ୟ ପଦବୀରେ ଥିଲେ। ଏହା ପୂର୍ବରୁ ସେ ରେଳବାଇ ସୁରକ୍ଷା […]