ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସବୁ କାମ ମନମୁତାବକ ପୂରା ହେବ। କୌଣସି ପ୍ରିୟବନ୍ଧୁ ସହିତ ସାକ୍ଷାତ ହେବ। ଅଚାନକ ଧନଲାଭର ଅବସର ପାଇବେ। ପାରିବାରିକ ଜୀବନ ସୁଖକର ହେବ। ବୃଷ: ଆପଣଙ୍କୁ ଟିକେ ସଂଘର୍ଷ କରିବାକୁ ପଡ଼ିପାରେ। ସମସ୍ୟାର ସମାଧାନ ପାଇଁ ହଇରାଣ ହୋଇପାରନ୍ତି। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଜାୟ ରହିବ। ମିଥୁନ: କିଛି ଲୋକଙ୍କର ପୂରା ସମର୍ଥନ ପାଇବେ। କ୍ୟାରିୟରରେ ଆଗକୁ ବଢ଼ିବାର ରାସ୍ତା ଖୋଲିବ। କ୍ଷୁଦ୍ର ଉଦ୍ୟୋଗୀଙ୍କର ଯଥେଷ୍ଟ ଲାଭ ହେବ। କର୍କଟ: ପରିବାରର ପୂର୍ଣ୍ଣ ସହଯୋଗ […]

ରାଜ୍ୟ ସ୍ୱାସ୍ଥ୍ୟ

୧୭ରୁ ଭୁବନେଶ୍ବରରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ : ଏନଫୋର୍ସମେଣ୍ଟ କଡାକଡି କରିବ କମିସନରେଟ୍ ପୁଲିସ, ସହଯୋଗ ପାଇଁ ବିଏମସିର ଆହ୍ବାନ

ଭୁବନେଶ୍ବର: ଆସନ୍ତାକାଲିଠାରୁ ରାଜ୍ୟରେ ଲାଗୁହେବାକୁ ଯାଉଛି ନାଇଟ୍ କର୍ଫ୍ୟୁ । ଏହି କ୍ରମରେ ରାଜ୍ୟର ୨୦ଟି ଜିଲ୍ଲାର ସହରାଞ୍ଚଳରେ ରାତି ୯ଟା ଠାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ରହିବ । ଏହା ସହ ଅନ୍ୟ ୧୦ଟି ଜିଲ୍ଲାରେ ସଂନ୍ଧ୍ୟା ୬ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ରହିବ । ଏହାରି ଭିତରେ ରାଜଧାନୀରେ ନାଇଟ୍ କର୍ଫ୍ୟୁକୁ ସଫଳ କରିବାକୁ ଭୁବନେଶ୍ବର ମହାନଗର ନିଗମ (ବିଏମସି) ପକ୍ଷରୁ ଆହ୍ୱାନ ଦିଆଯାଇଛି। ବିଏମସି କହିଛି ଯେ, […]

କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜ୍ୟ

ଦେବୀପୀଠର ପାଟୁଆ

ଚୈତ୍ର ମାସର ମଙ୍ଗଳବାର ଦିନ ଓଡ଼ିଶାର ବିଭିନ୍ନ ଅଞ୍ଚଳ ଘଣ୍ଟ ଓ ଅନ୍ୟ ବାଦ୍ୟନାଦରେ ଉଚ୍ଛୁଳି ଉଠେ। ମଥାରେ ଚନ୍ଦନ ଓ ସିନ୍ଦୂର ନାଇ, ହାତରେ ବେତ ଧରି, ପୁଷ୍ପବିଭୂଷିତ ଘଟକୁ ମୁଣ୍ଡ ଉପରେ ଥାପି, ବାହୁଟି ପିନ୍ଧି, ଶାଢ଼ି, ଘାଗରା ଓ କାଞ୍ଚୁଲିରେ ନିଜକୁ ନାରୀଟିଏ ପରି ସଜେଇ, ଏକ ବିଶେଷ ନୃତ୍ୟକାରୀ ଦଳ ପହଞ୍ଚନ୍ତି ବିଭିନ୍ନ ଦେବୀପୀଠରେ। ଲୋକେ ସେମାନଙ୍କୁ କହନ୍ତି ‘ଘଣ୍ଟପାଟୁଆ’ ଏବଂ ସେମାନଙ୍କର ନାଚକୁ କହନ୍ତି ‘ପାଟୁଆ ନାଚ’। ଏହି ପାଟୁଆମାନେ […]

ଦେଶ ବିଦେଶ ଧର୍ମ ରାଜ୍ୟ

ବାସନ୍ତିକ ଦୁର୍ଗାପୂଜା ଓ ବିଲ୍ୱବରଣ

ଶାରଦୀୟ ଦୁର୍ଗାପୂଜା ପରି ବାସନ୍ତିକ ନବରାତ୍ର ଦୁର୍ଗାପୂଜାରେ ମଧ୍ୟ ଏକ ବିଶେଷ ନୀତି ଅନୁଷ୍ଠିତ ହୁଏ। ତାହାକୁ ବିଲ୍ୱବରଣ କୁହାଯାଏ। ବିଧି ଅନୁସାରେ, ଜଳଘଟ, ପୂଜାସାମଗ୍ରୀ, ଭୋଗରାଗ ସହିତ ବାଦ୍ୟ ବାଦକଙ୍କର ଏକ ପଟୁଆରରେ ପୂଜକ ବେଲବରଣ କରିବାକୁ ଏକ ବେଲଗଛ ପାଖକୁ ଯାଇଥାନ୍ତି। ବେଲଗଛ ପାଖରେ ପୂର୍ଣ୍ଣ କୁମ୍ଭ ରଖି, ବୃକ୍ଷକୁ ନବବସ୍ତ୍ର ଓ ପୁଷ୍ପରେ ସଜ୍ଜିତ କରି, ପୂଜା ମଣ୍ଡପକୁ ବିଜେ କରିବା ଲାଗି ଦେବୀଙ୍କୁ ଆବାହନ କରନ୍ତି। ଏହା ଏକ ତାତ୍ତ୍ୱିକ ବିଧି। […]

କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜ୍ୟ

ଶ୍ରୀମନ୍ଦିରରେ ରାମ-ଲକ୍ଷ୍ମଣ-ସୀତା!

ଈଶ୍ୱରୀୟ ଲୀଳା ଖେଳା ଯେପରି ବିଚିତ୍ର, କବିଙ୍କର କଳ୍ପନା ବି ସେପରି ବିଚିତ୍ର। ବଳରାମ ଦାସଙ୍କ ‘ରାମାୟଣ’ ବା ‘ଦାଣ୍ଡି ରାମାୟଣ’ରେ ଅଛି ଏହାର ଏକ ସୁନ୍ଦର ଉଦାହରଣ। ଆଦିକବି ସାରଳା ଦାସ ଯେପରି ବ୍ୟାସଦେବକୃତ ‘ମହାଭାରତ’ର ବହୁ ଚରିତ୍ରଙ୍କୁ ଓଡ଼ିଶା ଆଣିଛନ୍ତି ଏବଂ ଓଡ଼ିଆ କରି ଦେଇଛନ୍ତି, ବଳରାମ ଦାସ ସେହିପରି ଆଦିକବି ବାଲ୍ମୀକିଙ୍କ ‘ରାମାୟଣ’ର ଚରିତ୍ରଙ୍କୁ ମଧ୍ୟ ଓଡ଼ିଶା ଆଣିଛନ୍ତି ଏବଂ ଓଡ଼ିଶାର ଆରାଧ୍ୟ ଦେବତାଙ୍କ ସହ ସମନ୍ୱିତ କରିଦେଇଛନ୍ତି। ରାମ, ଲକ୍ଷ୍ମଣ ଓ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଏନଏସି ସଟଡାଉନ

ନୂଆପଡ଼ା: ଆସନ୍ତା ୧୭ ରୁ ୨୨ ତାରିଖ ପର୍ଯ୍ୟନ୍ତ ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଏନଏସିକୁ ସଟଡାଉନ ଘୋଷଣା କରାଯାଇଛି। ଆସନ୍ତା ୧୭ ତାରିଖ ସକାଳ ୬ଟା ଠାରୁ ୨୨ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ସଟଡାଉନ ବଲବତ୍ତ ରହିବ। ଏହି ସଟଡାଉନରେ ଦୋକାନ ବଜାର, ରେଷ୍ଟୁରାଣ୍ଟ, ଢ଼ାବା, ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। ସଟଡାଉନକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦେଶ ଦିଆଯାଇଛି। ଏହି ସମୟରେ ବିବାହ ଉସବ,ସାମାଜିକ ଉତ୍ସବ, ସମସ୍ତ ଧାର୍ମିକ […]

ଦେଶ ବିଦେଶ ମନୋରଞ୍ଜନ

ହାର୍ଟ-ସେପ୍ ଟାଟୁ ଦେଖାଇଲେ ଜ୍ୟାକଲିନ୍

କରୋନାର ଦ୍ବିତୀୟ ଲହର ପାଇଁ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍‌ ବର୍ତ୍ତମାନ ‘ରାମସେତୁ’ ଚଳଚ୍ଚିତ୍ରରୁ ବିରତି ନେଇଛନ୍ତି। ହାତରେ ଅନ୍ୟ କିଛି କାମ ନଥିବାରୁ ସେ ନିଜ ଶରୀରରେ ଏକ ନୂଆ ଟାଟୁର ଖୋଦେଇ ପାଇଁ ଯୋଜନା କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କର ଏକ ପୋଷ୍ଟରୁ ପ୍ରଶଂସକମାନେ ଏପରି ଅନୁମାନ କରିଛନ୍ତି। ଫଟୋ‌‌ରେ ଜ୍ୟାକଲିନ୍‌ ଏକ ବିକିନି ପିନ୍ଧିଥିବା ବେଳେ ତାଙ୍କ କାନ୍ଧ ପଛପାର୍ଶ୍ବରେ ଏକ ହାର୍ଟ ସେପ୍ ଟାଟୁ ରହିଛି। ଜ୍ୟାକଲିନ୍‌ଙ୍କ ଏହି ପୋଷ୍ଟଟି ସାମାଜିକ […]

ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

ବିଶ୍ବକୁ ଅଧିକ ସମାଲୋଚକଙ୍କ ଆବଶ୍ୟକତା ନାହିଁ

ଅନ୍ୟକୁ ଦୁର୍ବ୍ୟବହାର, ସମାଲୋଚନା ତଥା ଖରାପ ଆଚରଣ କରୁଥିବା ଲୋକ ସାମାଜିକ ଗଣମାଧ୍ୟମରେ ଭରି ରହିଛନ୍ତି। ବିଶ୍ବରେ ସେଭଳି ଅଧିକ ଲୋକଙ୍କ ଆବଶ୍ୟକତା ନାହିଁ। ବର୍ତ୍ତମାନ ଯୁଗରେ ଆତ୍ମସଚେତନତାର ଆବଶ୍ୟକ ରହିଛି। ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏଭଳି ସାମାଜିକ ଗଣମାଧ୍ୟମରେ ଏପରି ବିଚାରଧାରା ରଖିଛନ୍ତି। କିଛି ଦିନ ତଳେ ଷ୍ଟିଭେନ୍‌ ବାର୍ଟଲେଟ୍‌ ଟ୍ବିଟ୍‌ କରିଥିବା ଏହି ବାର୍ତ୍ତାକୁ ବଲିଉଡ୍‌ ଅନୁଷ୍କା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର୍‌ କରିଛନ୍ତି।

ଦେଶ ବିଦେଶ ମନୋରଞ୍ଜନ

ସୁଶାନ୍ତଙ୍କୁ ଡ୍ରଗ୍ସ ଯୋଗାଇବା ମାମଲାରେ ସାହିଲ୍ ଶାହ ମୁଖ୍ୟ ସଂଦିଗ୍ଧ

ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ଡ୍ରଗ୍ସ ଯୋଗାଇବା ମାମଲାରେ ଏନ୍‌ସିବି ସାହିଲ ଶାହକୁ ମୁଖ୍ୟ ସନ୍ଦିଗ୍ଧ ବୋଲି ସନ୍ଦେହ କରୁଛି। ସାହିଲ୍ ଦୀର୍ଘ ୬ ମାସରୁ ଅଧିକ ସମୟ ହେବ ଫେରାର୍ ଥିବା ବେଳେ ଗତକାଲି ଏନ୍‌ସିବି ତା’ର ଦୁଇ ସହଯୋଗୀଙ୍କୁ ଗିରଫ କରିଛି। ଏନ୍‌ସିବିର ଜୋନାଲ୍ ଡାଇରେକ୍ଟର୍ ସମୀର ​​ଵାଙ୍ଖେଡ଼େଙ୍କ ସୂଚନା ମୁତାବକ, ସୋମବାର ଏନ୍‌ସିବି ସାହିଲ୍‌ର ମଲାଡ୍‌ସ୍ଥିତ ଘରେ ଚଢ଼ଉ କରିଥିଲା। ସେଠାରେ ତାଙ୍କ ପତ୍ନୀ ଓ ତାଙ୍କ ମା’ଙ୍କୁ ଠାବ କରାଯାଇଥିଲା। […]

ଦେଶ ବିଦେଶ ମନୋରଞ୍ଜନ ରାଜନୀତି ରାଜ୍ୟ

ଉଦ୍ଧବ ଠାକରେଙ୍କୁ କଙ୍ଗନାଙ୍କ ଆକ୍ଷେପ: ଟ୍ୱିଟ୍ କରି କହିଲେ ମହାରାଷ୍ଟ୍ରରେ ଲକଡାଉନ୍ ଏହିଭଳି…

ମୁମ୍ବାଇ ୧୬/୦୪ : ବଲିଉଡର ପଙ୍ଗା ଗାର୍ଲ କଙ୍ଗନା ରଣାୱତ ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ୍। ୨୦୨୦ରେ କଙ୍ଗନା ଓ ମହାରାଷ୍ଟ୍ର ସରକାରନ ମଧ୍ୟରେ ଖୁବ ବୟାନବାଜି ହୋଇଥିଲା। ସମ୍ପର୍କ ଏତେ ଖରାପ ହୋଇଯାଇଥିଲା ଯେ ମହାରାଷ୍ଟ୍ର ସରକାରଙ୍କ ଇସାରାରେ କଙ୍ଗନାଙ୍କ ମୁମ୍ବାଇ ସ୍ଥିତ ଅଫିସରେ ଭଙ୍ଗାରୁଜା କରାଯାଇଥିଲା। ଏହାପରେ କଙ୍ଗନା ସୋସିଆଲ ମିଡ଼ିଆରେ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଥିଲେ ଓ ଅନେକ ମନ୍ତବ୍ୟ ଦେଇଥିଲେ। ବର୍ତ୍ତମାନ କଙ୍ଗନା ପୁଣି ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ମାମଲାରେ […]