ରାଜ୍ୟ ସ୍ୱାସ୍ଥ୍ୟ

କରୋନା ନିୟମ ଉଲ୍ଲଂଘନ କରି ସିଲ୍ ହେଲା ସୁନ୍ଦରଗଡ଼ର କୁନାଲ ପେଟ୍ରୋଲ ପମ୍ପ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ଥମିବାର ନା ନେଉ ନାହିଁ। ଆଜି ସଂକ୍ରମିତଙ୍କ ସଂଖ୍ୟା ୩୪୦ ରହିଛି। ଏ ସ୍ଥିତିକୁ ନିୟନ୍ତ୍ରଣରେ ଆଣିବାକୁ ଗତ ଦୁଇଦିନ ଧରି ସୁନ୍ଦରଗଡ଼ ସହର ସମେତ ରାଜଗାଙ୍ଗପୁର, ଵୀରମିତ୍ରପୁର ପୌରାଞ୍ଚଳ ଓ ରାଉରକେଲାକୁ ସଟଡାଉନ କରାଯାଇଛି। ୪ ସହର ସହ ସୀମାରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ପୁଲିସ ପାଟ୍ରୋଲିଂକୁ ଜୋରଦାର୍ କରାଯାଇଛି। ଅମାନିଆଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ଏହି କ୍ରମରେ ସହରର ପଞ୍ଚମୁଖି ହନୁମାନ ଛକ କଡ଼ରେ ଥିବା କୁନାଲ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ଏନ୯୫ ବା କେଏନ୯୫ ମାସ୍କ ବ୍ୟବହାର କରିବାକୁ କହିଲେ ସଂକ୍ରାମକ ରୋଗ ବିଶେଷଜ୍ଞ

ନୂଆଦିଲ୍ଲୀ: ଏପ୍ରିଲ ୧୬ରେ କୋଭିଡ୍‌-୧୯ର ଦ୍ୱିତୀୟ ଲହର କାଳରେ ସଂକ୍ରମଣ ବିସ୍ତାର କରୁଥିବା ସାର୍ସ-କୋଭ୍‌-୨ ଭୂତାଣୁ ସାଂଘାତିକ ଭାବେ ବାୟୁ ବାହିତ ଏବଂ ବାୟୁ ଦ୍ୱାରା ହିଁ ବ୍ୟାପୁଛି ବୋଲି ଆମେରିକୀୟ ମେଡିକାଲ୍‌ ଜର୍ଣ୍ଣାାଲ୍‌ ଲାନସେଟ୍‌ ପ୍ରକାଶ କରିଥିଲା। ତେବେ ଲାନସେଟର ଏହି ରିପୋର୍ଟ ପରେ ଲୋକଙ୍କୁ ସଂକ୍ରମଣରୁ ବଞ୍ଚିବା ପାଇଁ ଏନ୯୫ ବା କେଏନ୯୫ ମାସ୍କ ବ୍ୟବହାର କରିବା ଉଚିତ ବୋଲି କହିଛନ୍ତି ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ଫାହିମ ୟୁନୁସ୍ । ଡାକ୍ତର ଫାହିମ […]

ଖେଳ ଦେଶ ବିଦେଶ

ଆଇପିଏଲ : ଟସ ଜିତି ବାଙ୍ଗାଲୋରର ବ୍ୟାଟିଂ ନିଷ୍ପତ୍ତି, ଫିଲ୍ଡିଂ ପାଇଁ ପଡ଼ିଆକୁ ଓହ୍ଲାଇବ କୋଲକାତା

ଚେନ୍ନାଇ: ଚଳିତ ଆଇପିଏଲ୍‌-୧୪ରେ ପ୍ରଥମ ଥର ପାଇଁ ରବିବାର ଯୁଗଳ ମୁକାବିଲା ହେଉଛି । ଅପରାହ୍‌ଣ ୩.୩୦ରେ ଚେନ୍ନାଇର ଚେପକ୍‌ରେ କୋଲ୍‌କାତା ନାଇଟ୍ ରାଇଡର୍ସକୁ ଭେଟିବାକୁ ଯାଉଛି ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ । ଆରସିବି କ୍ୟାପଟେନ୍ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ୍‌ରେ ବିଶ୍ବ କ୍ରିକେଟ୍‌ର ଦୁଇ ଶ୍ରେଷ୍ଠ ଧଳା ବଲ୍‌ କ୍ରିକେଟ୍‌ ଅଧିନାୟକ ମୁହାଁମୁହିଁ ହେବେ। ସେମାନେ ହେଲେ ଇଅନ ମୋର୍ଗାନ୍‌ ଓ ବିରାଟ କୋହଲି। ଦୁଇଟି ବିଜୟ […]

ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

ପରଲୋକରେ ସାଉଥ ସୁପରଷ୍ଟାର ବିବେକ୍: ଟିକା ନେଇ ହୃଦଘାତର ଶିକାର ହୋଇଥିଲେ

ଚେନ୍ନାଇ ୧୭/୪: ପରଲୋକରେ ସାଉଥ କମେଡିଆନ୍ ତଥା ସୁପରଷ୍ଟାର ବିବେକ୍ । ୫୯ ବର୍ଷ ବୟସରେ ଚେନ୍ନାଇର ଏକ ହସ୍ପିଟଲରେ ତାଙ୍କର ମୃତ୍ୟୁ ହୋଇଛି । ଗତକାଲି ହୃଦଘାତର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ICU ରେ ଓ୍ୱାର୍ଡରେ ସ୍ନତନ୍ତ୍ର ଟ୍ରିଟମେଣ୍ଟ କରାଯାଉଥିଲା । ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରିଥିଲେ। ହେଲେ ଆଜି ଭୋର ୪.୩୦ରେ ତାଙ୍କର ନିଧନ ହୋଇଛି । ୧୫ ଏପ୍ରିଲରେ […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଅଭିନେତ୍ରୀ ହେଲେନ୍‌ ମାକକ୍ରୋରୀଙ୍କ ପରଲୋକ: ‘ହ୍ୟାରି ପୋଟର’ ଏବଂ ‘ଜେମ୍ସ ବଣ୍ଡ’ରେ ଦେଖାଇଥିଲେ ଦମ୍‌

ନୂଆଦିଲ୍ଲୀ ୧୭/୪: ପରଲୋକରେ ହଲିଉଡ୍‌ ଅଭିନତ୍ରୀ ହେଲେନ୍‌ ମାକକ୍ରୋରୀ। କର୍କଟରେ ପୀଡ଼ିତ ଥିବା ହେଲେନ୍‌ ୫୨ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ହେଲେନଙ୍କ ମୃତ୍ୟୁ ନେଇ ତାଙ୍କ ସ୍ବାମୀ ଡ୍ୟାମିୟନ୍‌ ଲୁଇସ୍‌ ସୋସିଆଲ୍‌ ମିଡିଆରେ ସୂଚନା ଦେଇଛନ୍ତି। ଲୁଇସ୍‌ ହେଲେନଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇ ଟ୍ବିଟ୍‌ରରେ ଲେଖିଛନ୍ତି, ‘ଅତ୍ୟନ୍ତ ଦୁଃଖର ସହ ଆପଣମାନଙ୍କୁ କହିବାକୁ ପଡ଼ୁଛି କ୍ୟାନସର ସହ ଲଢ଼ୁଥିବା ହେଲେନ୍‌ ମାକକ୍ରୋରୀଙ୍କ ନିଧନ ହୋଇଯାଇଛି। ନିଜ ପରିବାର ଏବଂ ବନ୍ଧୁମାନଙ୍କ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: କାରବାରରେ ଅନିଶ୍ଚିତ ସ୍ଥିତି ଉତ୍ପନ୍ନ ହୋଇପାରେ। କାହାରି ପରାମର୍ଶ ଆପଣଙ୍କ କ୍ୟାରିୟରର ଦିଶା ବଦଳାଇ ଦେବ। ପରିବାରରେ ବାତାବରଣ ଶାନ୍ତିଦାୟକ ରହିବ। ବୃଷ: ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ। କୌଣସି କଥାକୁ ନେଇ ବଡ଼ ଭାଇଙ୍କ ସହିତ ମତଭେଦ ହୋଇପାରେ। ଛାତ୍ରଙ୍କୁ ଲେଖାପଢ଼ାରେ ଅଧିକ ପରିଶ୍ରମ କରିବାକୁ ହେବ। ମିଥୁନ: ଘରର କୌଣସି ମାମଲାରେ ଆପଣଙ୍କୁ ବଡ଼ ନିଷ୍ପତ୍ତି ନେବାକୁ ହେବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ସନ୍ତାନ ପକ୍ଷରୁ ଖୁସି ଖବର […]

ଦେଶ ବିଦେଶ ରାଜନୀତି ସ୍ୱାସ୍ଥ୍ୟ

କରୋନା ମୁକାବିଲାରେ ବିଫଳ ହୋଇଛନ୍ତି କେନ୍ଦ୍ର ସରକାର ! ମୋଦିଙ୍କ ନିକଟକୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ପଠାଇବ କଂଗ୍ରେସ୍

ନୂଆଦିଲ୍ଲୀ ୧୭।୪: ଦେଶରେ କରୋନା ବିସ୍ଫୋରଣକୁ ଦେଖି କଂଗ୍ରେସର ଶୀର୍ଷ ନୀତି ନିର୍ଦ୍ଧାରକ କଂଗ୍ରେସ୍ ୱାର୍କିଂ କମିଟି ( ସିଡବ୍ଲୁସି)ଙ୍କ ଜରୁରି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କରୋନା ଯୋଗୁ ଉପୁଜିଥିବା ପରିସ୍ଥିତିର ବିସ୍ତୃତ ଆଲୋଚନା କରାଯାଇଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଦେଇଥିବା ପରାମର୍ଶକୁ କଂଗ୍ରେସ ପତ୍ର ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇବାକୁ ନିଷ୍ପତ୍ତି ନେଇଛି। ବୈଠକକୁ ନେଇ ଏଆଇସିସି ପକ୍ଷରୁ ଜାରି ବିବୃତ୍ତିରେ କେନ୍ଦ୍ର ସରକାର ଦେଶରେ କରୋନା ଭାଇରସ ମହାମାରୀ ମୁକାବିଲାରେ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଆଜି ରାତି ୯ଟାରୁ ନାଇଟ୍ କର୍ଫ୍ୟୁ: ଅମାନିଆଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ, ରାଜଧାନୀରେ ମୁତୟନ ହେବେ ୧୦ ପ୍ଲାଟୁନ ପୁଲିସ ଫୋର୍ସ

ଭୁବନେଶ୍ୱର ୧୭।୦୪: ବଢୁଛି କରୋନା ସଂକ୍ରମଣ, ଆକ୍ସନ ମୋଡରେ ପ୍ରଶାସନ । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦ୍ଵୈତନଗରୀ କଟକ ଓ ରାଜଧାନୀରେ ଆଜି ରାତି ୯ଟାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେଉଛି। ଏନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ନାଇଟ୍ କର୍ଫ୍ୟୁ ପାଳନ କରିବାକୁ ଜନତାଙ୍କୁ ନିବେଦନ କରିବା ସହିତ ଅମାନିଆଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କମିଶନର କହିଛନ୍ତି। ରାତି ୯ଟାରୁ ସକାଳ ୫ଟା […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଭୁବନେଶ୍ବରରେ କାୟା ମେଲାଉଛି କରୋନା : ୨୪ ଘଣ୍ଟାରେ ୪୫୧ ସଂକ୍ରମିତ ଚିହ୍ନଟ, ୧୧୭ ସୁସ୍ଥ

ଭୁବନେଶ୍ବର ୧୭/୦୪ : ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରୁ ୪୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୯୧ ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୩୬୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏ ନେଇ ଟ୍ବିଟ୍‌ ଯୋଗେ ସୂଚନା […]

କଳା ଓ ସଂସ୍କୃତି ଧର୍ମ ଶିକ୍ଷା ଓ ନିଯୁକ୍ତି

ନିରଞ୍ଜନୀ ଆଖଡ଼ା: ଯେଉଁଠି ସାଧୁମାନେ ଉଚ୍ଚ ଶିକ୍ଷିତ ଓ ବିଦ୍ୱାନ, କିଏ ଡାକ୍ତର ତ କିଏ ପ୍ରଫେସର

ହରିଦ୍ୱାର ୧୬/୦୪ : ହରିଦ୍ୱାରରେ ଚାଲିଛି ମହାକୁମ୍ଭ ମେଳା। କୁମ୍ଭରେ ଅନେକ ଆଖଡ଼ାର ସାଧୁ ସନ୍ଥଙ୍କ ସମାଗମ। ତେବେ ଏହି ସାଧୁମାନେ ଦେଶରେ ୧୩ ପ୍ରମୁଖ ଆଖଡ଼ାର ସଦସ୍ୟ। ନିରଞ୍ଜନୀ ଆଖଡ଼ା ହେଉଛି ଦେଶର ପ୍ରମୁଖ ଆଖଡ଼ା । ଜୁନା ଆଖଡ଼ା ପରେ ନିରଞ୍ଜନୀ ଆଖଡ଼ାକୁ ସବୁଠାରୁ ଶକ୍ତିଶାଳୀ ବୋଲି କୁହାଯାଇଥାଏ। ତେବେ ନିରଞ୍ଜନୀ ଆଖଡ଼ାର ବିଶେଷ ପରିଚୟଟି ହେଲା ଏହି ଆଖଡ଼ାରେ ସବୁଠାରୁ ଶିକ୍ଷିତ ସାଧୁ ଅଛନ୍ତି। ଏପରିକି ସେହି ତାଲିକାରେ ଅଛନ୍ତି ଡାକ୍ତର, ପ୍ରଫେସର […]