ଓଡ଼ିଆ ସିନେମାରେ ଏକ ନୂଆ ସମ୍ଭାବନା ‘ଚରିତ୍ର’, ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର ‘ମଞ୍ଜରୀ’ରେ
ଭୁବନେଶ୍ବର: ଚଳିତ ମାସ ୨୫ ତାରିଖ ସନ୍ଧ୍ୟା ୬ଟାରେ ଓଡ଼ିଆ ସିନେମା ‘ଚରିତ୍ର’ର ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର ହେବାକୁ ଯାଉଛି ‘ମଞ୍ଜରୀ’ରେ । କୋରାପୁଟ ସହରକୁ ବଦଳି ହୋଇ ଆସନ୍ତି ସରକାରୀ ଅଫିସର ଅଭିଷେକ ପଟ୍ଟନାୟକ, ସାଥିରେ ନବବିବାହିତା ପତ୍ନୀ ମଧୁ । ନୂଆ କ୍ୱାର୍ଟରରେ ନିଜର ଜିନିଷ ପତ୍ର ସଜାଉ ସଜାଉ ମଧୁ ହାତରେ ପଡେ ଏକ ଡାଏରୀ । ସେଇ ଡାଏରୀର ପୃଷ୍ଠାରେ ଲେଖା ଥାଏ ସେମାନଙ୍କ ପୂର୍ବରୁ ସେଇ କ୍ୱାର୍ଟରରେ ରହୁଥିବା ଅଫିସର […]