ସାହାଯ୍ୟର ହାତ ବଢାଇଲେ ରିୟା ଚକ୍ରବର୍ତ୍ତୀ, କହିଲେ ଡାଇରେକ୍ଟ ମେସେଜ୍ କରନ୍ତୁ
ନୂଆଦିଲ୍ଲୀ ୨୪/୦୪: କରୋନା ସମୟରେ ସୋସିଆଲ ମିଡିଆ ଲୋକଙ୍କୁ ସାହାଯ୍ୟ କରିବାର ଏକ ଉତ୍ତମ ମାଧ୍ୟମ ପାଲଟିଛି । ସିଲିଣ୍ଡର, ଶଯ୍ୟା ଏବଂ ଔଷଧର ଅଭାବ ମଧ୍ୟରେ ଅନେକ ସେଲିବ୍ରିଟି ସାହାଯ୍ୟ ମାଗୁଥିବାବେଳେ ଅନେକ ସାହାଯ୍ୟ ପାଇଁ ଆଗକୁ ଆସୁଛନ୍ତି । ଏହି ସେଲିବ୍ରିଟି ମାନଙ୍କ ମଧ୍ୟରେ ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀଙ୍କ ନାମ ଅନ୍ତର୍ଭୁକ୍ତ ହୋଇଛି । ରିୟା ତାଙ୍କ ଇନଷ୍ଟା ଷ୍ଟୋରୀରେ ଏକ ମେସେଜ୍ ଲେଖିଛନ୍ତି ଯେ ଏହି କଠିନ ସମୟରେ ସମସ୍ତେ ଏକ ହେବା […]