ବିକ୍ନୀ ପିନ୍ଧି ଖୋଲା ଆକାଶ ତଳେ ପାଠ ପଢୁଛନ୍ତି ଏହି ମଡେଲ୍, ଆଗକୁ ଅଛି ଫାଇନାଲ୍ ପରୀକ୍ଷା, ୟୁଜର୍ସ କହିଲେ…
ଓ୍ୱାଶିଂଟନ,୨୫/୦୪: ଆମେରିକାର ଚର୍ଚ୍ଚିତ ଅଭିନେତ୍ରୀ, ସାମ୍ବାଦିକା ତଥା ମଡେଲ୍ କିମ୍ କରଦାସିଆନଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ସେ ନିଜର ବିଳାସପୂର୍ଣ୍ଣ ଜୀବନପ୍ରଣାଳୀକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଏହାସହ ବିବାଦ ସହ ମଧ୍ୟ ତାଙ୍କର ପୁରୁଣା ସମ୍ପର୍କ ରହିଛି । ଏବେ ତାଙ୍କର ନୂଆ ଭାଇରାଲ ଫଟୋରେ ସେ ଭିନ୍ନ ଅନ୍ଦାଜରେ ପଢୁଥିବା ନଜର ଆସିଛନ୍ତି । ସେ ଗତ କିଚିଦିନ ହେଲା ଆଇନ୍ ପାଠ ପଢୁଛନ୍ତି । ସେ ଓକିଲ […]