ଖେଳ

କାମ ଦେଲା ମାହିଙ୍କ ଫର୍ମୂଲା: ଚେନ୍ନାଇ ବିଜୟ ପରେ ଖୁଲ୍ଲାସା କଲେ ଜାଡେଜା

ମୁମ୍ୱାଇ୨୬/୪: IPlରେ RCB ଠାରୁ ଦମଦାର ବିଜୟ ହାସଲ କରିଛି ଚେନ୍ନାଇ ସୁପରକିଙ୍ଗସ୍ । ତେବେ ଏହି ମ୍ୟାଚ୍ ବିଜୟରେ ଅଲରାଉଣ୍ଡର ରବିନ୍ଦ୍ର ଡାଜେଜାଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ବ୍ୟାଟିଂ ସହ ବୋଲିଂରେ ବି କମାଲ କରିଥିଲେ ଜଦ୍ଦୁ । ଫଳରେ ମ୍ୟାଚ୍ ପରେ ତାଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ଆଓ୍ୱାର୍ଡ ଦିଆଯାଇଥିଲା । ଇନିଂସର ଶେଷ ଓଭର ମ୍ୟାଚର ଟର୍ଣିଂ ପଏଣ୍ଟ । ହର୍ଷଲ ପଟେଲଙ୍କ ଟାର୍ଗେଟରେ ଥିଲେ ଜାଡେଜା । ମ୍ୟାଚ୍ […]

ଖେଳ

ଆରସିବିକୁ ବଡ ଝଟକା, ଟୁର୍ଣ୍ଣାମେଣ୍ଟରୁ ଓହରିଲେ ୨ ଷ୍ଟାର୍ ବୋଲର

ବେଙ୍ଗାଲୁରୁ,୨୬/୦୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ବଡ ଝଟ୍‌କା ଲାଗିଛି । ଦଳର ୨ ବୋଲର ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ଦ୍ରୁତ ବୋଲର କେନ୍ ରିଚାର୍ଡସନ୍ ଓ ଲେଗ୍ ସ୍ପିନର୍ ଆଡାମ ଜାମ୍ପା ଚଳିତ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି । ଉଭୟ ବ୍ୟକ୍ତିଗତ କାରଣରୁ ଅଷ୍ଟ୍ରେଲିଆ ଫେରିଯିବାକୁ ନିଷ୍ପତ୍ତି ନେଇଛନ୍ତି । ଆରସିବି ଟ୍ୱିଟ୍ କରି ଏନେଇ ସୂଚନା ଦେଇଛି । ଆରସିବି ଟ୍ୱିଟ୍ କରି ଲେଖିଛି ଯେ, ଆଡାମ ଜାମ୍ପା ଓ କେନ୍ ରିଚାର୍ଡସନ୍ ବ୍ୟକ୍ତିଗତ […]

ମନୋରଞ୍ଜନ

୯୩ ତମ ଏକାଡେମୀ ଆୱାର୍ଡ: ଓସ୍କାରରୁ ବାଦ ପଡିଲା ପ୍ରିୟଙ୍କାଙ୍କ ଫିଲ୍ମ ‘ଦ ହ୍ୱାଇଟ୍ ଟାଇଗର୍’

ନୂଆଦିଲ୍ଲୀ ୨୬/୦୪: ଦୁନିଆର ସବୁଠୁ ବଡ ଆୱାର୍ଡ ସୋ’ କୁହାଯାଉଥିବା ଏକାଡେମୀ ଆୱାର୍ଡ ଆର୍ଥାତ୍ ଓସ୍କାର ଆୱାର୍ଡର ଘୋଷଣା କିଛି ଦିନ ପୂର୍ବରୁ କରାଯାଇଥିଲା । ୧୫ ମାର୍ଚ୍ଚ ୨୦୨୧ ରେ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ୱାମୀ ନିକ ଜୋନାସ ଓସ୍କାର ଆୱାର୍ଡ ନାମାଙ୍କନ ଘୋଷଣା କରିଥିଲେ । ଯେଉଁଥିରେ ପ୍ରିୟଙ୍କାଙ୍କ ଫିଲ୍ମ ‘ଦ ହ୍ୱାଇଟ୍ ଟାଇଗର’ର ନାମ ମଧ୍ୟ ସାମିଲ୍ ଥିଲା । ବର୍ତ୍ତମାନ ଏହି ଆୱାର୍ଡ ସୋ’ ଆୟୋଜିତ ହୋଇଛି । ଏଥି […]

ମନୋରଞ୍ଜନ

ଫ୍ୟାନ୍ସଙ୍କୁ ସରପ୍ରାଇଜ୍ ଦେବାକୁ ଯାଉଛନ୍ତି ରଣବୀର କପୁର, ଲାଟେଷ୍ଟ ଭିଡିଓ ଦେଖି ୟୁଜର୍ ପଚାରିଲେ ପ୍ରଶ୍ନ

ନୂଆଦିଲ୍ଲୀ ୨୬/୦୪: ମହାମାରୀ କାରଣରୁ ବଲିଉଡ ସେଲିବ୍ରେଟିମାନଙ୍କର ଅନେକ ବଡ ପ୍ରୋଜେକ୍ଟ ଅଟକି ରହିଛି । ଏହି ସମୟରେ ଅଭିନେତା ରଣବୀର କପୁରଙ୍କ ଏକ ଭିଡିଓ ସମସ୍ତଙ୍କୁ ଚକିତ କରିଛି । ଏହି ଭିଡିଓକୁ ଦେଖି ସମସ୍ତେ ପ୍ରଶ୍ନ କରୁଛନ୍ତି, କ’ଣ ରଣବୀର କପୁର ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଏକ ବଡ ସରପ୍ରାଇଜ୍ ପ୍ଲାନ୍ କରୁଛନ୍ତି ? ଭିଡିଓରେ ରଣବୀର କିଛି ସମାନ ସୂଚନା ଦେଉଥିବାର ନଜର ଆସିଛନ୍ତି । ତେବେ ଖୁବ୍ ଶିଘ୍ର ଏହି ପ୍ରୋଜେକ୍ଟ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

କୋଭିଡ ପଜିଟିଭ ହେଲେ ବର: ପିପିଇ କିଟ୍ ପିନ୍ଧି ବିବାହ କଲେ କନ୍ୟା

କେରଳ ୨୬/୪: ପିପିଅ କିଟ୍ ପିନ୍ଧି ବିବାହ କଲେ କନ୍ୟା । କୋଭିଡ ପଜିଟିଭ ବର ଦେଲେ ମଥାରେ ସିନ୍ଦୁର । ଘଟଣା ଘଟିଛି କେରଳ ଥିରୁଭନ୍ତପୂରମରେ । ଏଠାରେ ଥିବା ମେଡିକାଲରେ ଅନୁଷ୍ଠିତ ହୋଇଥିଲା ଏଭଳି ବିବାହ । ମଣ୍ଡପ ପାଲଟିଯାଇଥିଲା କୋବିଡ୍ ବେଡ । ଆଲ୍ଲାପ୍ପୁଜା କେନାକାରୀରେ ରୁହନ୍ତି ଶରତ ଓ ଅଭରାମୀ । ବିଦେଶରେ ଚାକିରୀ କରୁଥିବା ଶରତ ବିବାହ ପାଇଁ ଭାରତ ଆସିଥିଲେ । ଆଉ ବିବାହ ପାଇଁ କିଣାକିଣି କରୁଥିବା […]

ରାଜ୍ୟ ସ୍ୱାସ୍ଥ୍ୟ

୭ରାଜ୍ୟକୁ ୧୨ଶହ ମେଟ୍ରିକ୍‌ ଟନ୍‌ରୁ ଅଧିକ ଅକ୍ସିଜେନ୍‌ ପଠାଯାଇଛି-ଏଡିଜି ଯଶୋବନ୍ତ ଜେଠ୍‌ଓ୍ୱା

କଟକ ୨୬।୦୪: ଦେଶରେ କରୋନା ସ୍ଥିତି ଅଣାୟତ୍ତ ରହିଛି । ଅନେକ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ୍‌ର ଅଭାବ ଦେଖାଦେଇଛି । ଯାହାକୁ ପୂରଣ କରିଛି ଓଡିଶା । ଅନେକ ରାଜ୍ୟକୁ ଅକ୍ସିଜେନ ଯୋଗାଉଛି ଓଡିଶା । ବର୍ତ୍ତମାନ ସୁଦ୍ଧାର ଓଡିଶାରୁ ୧୨୬୭,୯୩୧ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ ପଠାଯାଇଛି । ଏନେଇ ଏଡିଜି ଯଶୋବନ୍ତ ଜେଠ୍‌ଓ୍ୱା ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୋଲିସ ଏସକର୍ଟରେ ବର୍ତ୍ତମାନ ସୁଦ୍ଧା […]

ମନୋରଞ୍ଜନ

ଅଭିନେତ୍ରୀ ପୂଜା ହେଗଡେ କରୋନା ସଂକ୍ରମିତ, ପୋଷ୍ଟ କରି ଦେଲେ ସୂଚନା

ନୂଆଦିଲ୍ଲୀ ୨୬/୦୪: କରୋନା ଭାଇରସର ଦ୍ୱିତୀୟ ଲହର ସମଗ୍ର ଦେଶରେ ଉତ୍ତେଜନା ସୃଷ୍ଟି କରିଛି। । ସାଧାରଣ ଜନତାଙ୍କ ସହ ବଲିଉଡର ସେଲିବ୍ରେଟମାନେ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ନିକଟରେ ଅଭିନେତ୍ରୀ ପୂଜା ହେଗଡେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ପୂଜା ହେଗଡେ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ସଂକ୍ରମଣ ବିଷୟରେ ସୂଚନା ଦେଇଛନ୍ତି । ସେ ଟ୍ୱିଟରରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ‘ମୁଁ ତୁମ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

କରୋନାର କଳା ବାଦଲ : ସାତ ଦିନରେ ଚାଲିଗଲେ ପରିବାରର ୪ ସଦସ୍ୟ, ମୃତ୍ୟୁ ସହ ଲଢୁଛନ୍ତି କେବଳ ଜଣେ…

ପୁଣେ ୨୬।୦୪: କରୋନାର ୨ୟ ଲହରୀ ଭାରତରେ କାୟା ମେଳାଇଛି । ଅନେକଙ୍କ ଜୀବନ ନେଇସାରିଲାଣି ଏହି ମହାମାରୀ । ଆଖିପିଛୁଲାକେ ଭାଙ୍ଗିଯାଉଛି ସୁନାର ସଂସାର । ନିଜ ପରିଜନମାନଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡୁଛନ୍ତି ଲୋକେ । ଏହିପରିପେକ୍ଷୀରେ ପୁଣେରୁ ଏକ ଦୁଃଖଦ ଖବର ଆସିଛି । ଗତ ୭ ଦିନ ମଧ୍ୟରେ ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କ କରୋନାରେ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ବାପା-ମାଆ ଓ ତାଙ୍କର ୨ ପୁଅ ସାମିଲ ଅଛନ୍ତି […]

ଖେଳ ଦେଶ ବିଦେଶ

‘ଭାରତକୁ ଅକ୍ସିଜେନ୍ ଦରକାର, ସାହାଯ୍ୟ ପାଇଁ ଆଗକୁ ଆସନ୍ତୁ’ : ପାକିସ୍ତାନୀଙ୍କୁ ନିବେଦନ କଲେ ରାଓ୍ୱଲପିଣ୍ଡି ଏକ୍ସପ୍ରେସ୍

ଲାହୋର,୨୫/୦୪: ଭାରଚରେ କରୋନା ସ୍ଥିତି ସାଙ୍ଘାତିକ ରହିଛି । ଦୈନିକ ୩ ଲକ୍ଷରୁ ଢେର୍ ଅଧିକ କେସ୍ ସାମ୍ନାକୁ ଆସୁଛି । ମୃତ୍ୟୁ ସଂଖ୍ୟା ମଧ୍ୟ ୨୭୦୦ ଉପରେ ରହୁଛି । ଏହି ପରିସ୍ଥିତିରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ମଲ୍ଲିକ ନିଜ ଦେଶର ଲୋକଙ୍କୁ ଭାରତକୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି । ସୋଏବ କହିଛନ୍ତି ଯେ, ଭାରତରେ ଅକ୍ସିଜେନ ସିଲିଣ୍ଡରରର ଘୋର ସଙ୍କଟ ଦେଖାଦେଇଛି । ଦ୍ୱିତୀୟ ଲହରରେ ଭାରତର ସ୍ଥିତି ଖରାପ […]

ମନୋରଞ୍ଜନ

ବିବାଦରେ ଓଡିଆ ଫିଲ୍ମ ‘ମୋନାଲିସା’, ମାଲାୟଲମ ଫିଲ୍ମ ‘ହେଲେନ୍’ର ପୋଷ୍ଟର ସହ ମିଶୁଛି ମୋନାଲିସା ପୋଷ୍ଟର

ଭୁବନେଶ୍ବର ୨୪।୪: ରିଲିଜ୍ ପୂର୍ବରୁ ବିବାଦର ବାସ୍ନା। ଏହି ପରି ଚର୍ଚ୍ଚା ଅଶୋକ ପତିଙ୍କ ନିର୍ଦ୍ଦେଶିତ ମୋନାଲିସାକୁ ନେଇ। ଚଳିତ ମାସ ୨୫ ତାରିଖରେ ରିଲିଜ ହେବାକୁ ଯାଉଛି ଅଶୋକ ପତିଙ୍କ ନିର୍ଦ୍ଦେଶିତ ଓଡିଆ ଫିଲ୍ମ ‘ମୋନାଲିସା’ । କିନ୍ତୁ ରିଲିଜ୍ ପୂର୍ବରୁ ବିବାଦ ଆଶଙ୍କାରେ ଏହି ଫିଲ୍ମର ପ୍ରଦର୍ଶନ ନେଇ ସନ୍ଦେହ ସୃଷ୍ଟି ହୋଇଛି। କାରଣଟି ହେଲା ଜାତୀୟ ପୁରସ୍କାର ପ୍ରାପ୍ତ ମାଲାୟାଲମ ଚଳଚ୍ଚିତ୍ର ହେଲେନ୍‌ର ପୋଷ୍ଟର ସହ ମୋନାଲିସାର ପୋଷ୍ଟରରେ ଅନେକ ସାମଞ୍ଜ୍ୟସ ରହିଛି। […]