ବଦଳିଲା ଭାଗ୍ୟ: ଚାରି ମ୍ୟାଚ୍ ହାରିବା ପରେ ଶେଷରେ ଜିତିଲା କୋଲକାତା ନାଇଟ୍ ରାଇଡର୍ସ, ପଞ୍ଜାବ କିଙ୍ଗ୍ସକୁ ୫ ଓ୍ଵିକେଟ୍ରେ ଦେଲା ମାତ୍
ଅହମ୍ମଦାବାଦ ୨୬।୦୪: ପିଚ୍ ବଦଳିଲା କୋଲକାତା ନାଇଟ୍ ରାଇଡର୍ସର ଭାଗ୍ୟ ବଦଳିଲା। କ୍ରମାଗତ ଚାରୋଟି ମ୍ୟାଚ୍ ହାରିବା ପରେ ଶେଷରେ ବିଜୟ ମାର୍ଗକୁ ଫେରିଲା କୋଲକାତା ନାଇଟ୍ ରାଇଡର୍ସ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ୍ର ୨୧ତମ ମୁକାବିଲାରେ ଇଅନ ମୋର୍ଗାନଙ୍କ ଅଧିନାୟକତ୍ଵ ଇନିଂସ ଦମ୍ରେ କୋଲକାତା ପଞ୍ଜାବ କିଙ୍ଗ୍ସକୁ ୫ ଓ୍ଵିକେଟ୍ରେ ପରାସ୍ତ କରି ଷଷ୍ଠ ମ୍ୟାଚ୍ରୁ ଦ୍ଵିତୀୟ ବିଜୟ ହାସଲ କରିଛି। ଅନ୍ୟପଟେ ପଞ୍ଜାବ ଷଷ୍ଠ ମ୍ୟାଚ୍ରୁ ଚତୁର୍ଥ ପରାଜୟ ଭୋଗିଛି। ପ୍ରଥମେ […]