ନିଜ କ୍ୟାରିୟର ପାଇଁ ପ୍ରିୟଙ୍କାଙ୍କୁ ଦାୟୀ କଲେ ମୀରା, କହିଲେ-ପ୍ରିୟଙ୍କାଙ୍କ ଯୋଗୁଁ ମୋତେ କୌଣସି କାମ ମିଳୁନଥିଲା
ନୂଆଦିଲ୍ଲୀ ୨୮/୦୪: ପ୍ରିୟଙ୍କା ଚୋପ୍ରା ଜଣେ ସରଳ ଝିଅ ଥିଲେ, କିନ୍ତୁ ଆଜି ସେ ଜଣେ ବିଶ୍ୱସ୍ତରୀୟ ଆଇକନ୍, ସୁପରଷ୍ଟାର ଏବଂ ଓସ୍କାର ଦ୍ୱାରା ମନୋନୀତ ନିର୍ମାତା । ଦର୍ଶକମାନେ ପ୍ରିୟଙ୍କାଙ୍କୁ ଖୁବ୍ ଭଲ ପାଆନ୍ତି ସତ କିନ୍ତୁ ଇଣ୍ଡଷ୍ଟ୍ରୀରେ ତାଙ୍କର ନାମ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କୁ କୌଣସି ସହଯୋଗ କରିପାରିନାହିଁ । ଏବେ ବି ବଲିଉଡରେ ପରିଣିତି ଚୋପ୍ରା ନିଜର ପରିଚୟ ସୃଷ୍ଟି କରୁଛନ୍ତି କିନ୍ତୁ ତାଙ୍କ ପୂର୍ବରୁ କଜିନ୍ ମୀରା ଚୋପ୍ରା ଆସିଥିଲେ […]