କରୋନାଭାଇରସ୍ଦ୍ବାରା ସଂକ୍ରମିତ ହେଲେ କଙ୍ଗନା ରଣାୱତ୍
ମୁମ୍ବାଇ: ଚଳଚ୍ଚିତ୍ର ଅଭିନେତ୍ରୀ କଙ୍ଗନା ରଣାୱତ୍ କୋଭିଡ୍-୧୯+ ହୋଇଥିବା କଥା ନମୁନା ପରୀକ୍ଷାରୁ ଜଣାପଡ଼ିଛି। ‘ଇନ୍ଷ୍ଟାଗ୍ରାମ୍’ରେ ତାଙ୍କର ପ୍ରଶଂସକ ଓ ଅନୁଗାମୀମାନଙ୍କୁ ସ୍ବାସ୍ଥ୍ୟ ସଂକ୍ରାନ୍ତରେ ସୂଚନା ଦେଇ ସେ ଏ କଥା ଉଲ୍ଲେଖ କରିଛନ୍ତି। ଯୋଗମୁଦ୍ରାରେ ଉପବିଷ୍ଟ ଫଟୋ ସେୟାର୍ କରି ଅଭିନେତ୍ରୀ ରଣାୱତ୍ କୋଭିଡ୍-୧୯କୁ ‘ତୀବ୍ର ସମାଲୋଚନାର ସରବ୍ୟ ହେଉଥିବା ସାମାନ୍ୟ ସର୍ଦ୍ଦ’ କହିବା ସହ ତାକୁ ବିନାଶ କରିବେ ବୋଲି କହିଛନ୍ତି। ରଣାୱତ୍ ଲେଖିଛନ୍ତି, ଅଳ୍ପ କିଛି ଦିନ ହେବ ମୋର ଆଖି ସାମାନ୍ୟ […]