ମନୋରଞ୍ଜନ

ପରଲୋକରେ ସମ୍ଭାବନା ସେଠଙ୍କ ବାପା: କୋଭିଡ ସହ ହୃଦଘାତର ହୋଇଥିଲେ ଶିକାର

ମୁମ୍ମାଇ ୯/୫ : କରୋନା ପାଇଁ ଉଜୁଡିଗଲାଣି ଅନେକ ଅଭିନେତା ଅଭିନେତ୍ରୀଙ୍କ ପରିବାର । କିଏ ପରିଜନଙ୍କୁ ହରାଇଛି ତ କିଏ ପିତା ମାତଙ୍କୁ ହରାଇଛି । ଏହି ପରିପ୍ରେକ୍ଷୀରେ ଆଉ ଜଣେ ଅଭିନେତ୍ରୀ ନିଜ ପିତାଙ୍କୁ ହରାଇଛନ୍ତି । କରୋନା ନେଇଛି ସମ୍ଭାବନା ସେଠଙ୍କ ପିତାଙ୍କ ଜୀବନ । କୋଭିଡରେ ଆକ୍ରାନ୍ତ ହେବା ସହ ତାଙ୍କର ହାର୍ଟଆଟାକ ମଧ୍ୟ ହୋଇଥିଲା । ଇନଷ୍ଟାଗ୍ରାମରେ ପିତାଙ୍କ ଦେହାନ୍ତ ବିଷୟରେ ସୂଚନା ଦେଇଛନ୍ତି ସମ୍ଭାବନାଙ୍କ ସ୍ୱାମୀ ଅବିନାଶ । […]

ମନୋରଞ୍ଜନ

ମ୍ୟୁଜିକାଲ୍ ଆଲବମ୍ ‘ତୁ ଥା ଯେତେ ଦୂରେ’

ଫରଚ୍ୟୁନ୍ ମିଡିଆ ହାଉସ୍ ନିବେଦିତ ମ୍ୟୁଜିକାଲ୍ ଆଲବମ୍ ‘ତୁ ଥା ଯେତେ ଦୂରେ’ ମୁକ୍ତିଲାଭ କରିଛି। ଏହି ଗୀତର ମୁଖୁଡ଼ା ଲାଇନ୍ ରହିଛି ‘ତୁ ଥା ଯେତେ ଦୂରେ ମୁଁ ମନେ ପଡ଼ିବି, ତୁ କହୁନୁ କେମିତି ତୋ ବିନା ଏମିତି, ମୁଁ ରହିପାରିବି। ମୁଁ ଦେଖା କରିବାକୁ କହ କେବେ ଆସିବି, ତତେ ନ ଦେଖିଲେ ଥରେ ମୁଁ ମରିଯାଇପାରେ, କହ କୁଆଡ଼େ ଯିବି।’ ଏଇ ଗୀତରେ ଯୁଗ୍ମ ଭାବେ କଣ୍ଠଦାନ କରିଛନ୍ତି ହ୍ୟୁମାନ୍ ସା‌ଗର […]

ମନୋରଞ୍ଜନ

ଭାଙ୍ଗିବାରୁ ଗଢ଼ିବାର ସୃଷ୍ଟି

‘ଯାହା ଆମକୁ ଭାଙ୍ଗି ଦିଏ, ତାହା ମଧ୍ୟ ଆମକୁ ଦିନେ ଗଢ଼ିଦିଏ।’ ବଲିଉଡ୍‌ ଅଭିନେତ୍ରୀ କ୍ରୀତି ସାନନ୍ ଏଭଳି ସାରାଂଶ କଥାଟିଏ ନିଜର ପ୍ରଶଂସକମାନଙ୍କୁ କହିଛନ୍ତି। ବିଶ୍ବ ହେଉ କି ଭାରତ; ଯେଭଳି ଏକ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଛି, ଏ ସମୟରେ ଏକାଏକା ଥିବା ମଣିଷ କେତେ କ’ଣ ଗଠନମୂଳକ ଭାବନାରେ ବୁଡ଼ି ରହୁଛନ୍ତି, କ୍ରୀତି ବା ଏଥିରୁ ବାଦ୍ ପଡ଼ନ୍ତେ କେମିତି? କ୍ରୀତି ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଏକ ଭିଡିଓରେ ତାଙ୍କ […]

ଖେଳ

ଅସ୍ତମିତ ରବି, ରଣଜୀ କ୍ରିକେଟର୍‌ ରବି ନାରାୟଣ ପଣ୍ଡାଙ୍କ ପରଲୋକ ବାରବାଟୀରେ ହରାଇଥିଲେ ଅଷ୍ଟ୍ରେଲିଆକୁ

ରାଉରକେଲା/ଭୁବନେଶ୍ବର: ଓଡ଼ିଶା କ୍ରିକେଟର ଜଣାଶୁଣା ଚେହେରା, ମହାନ ବ୍ୟାଟ୍ସମ୍ୟାନ୍, ପୂର୍ବତନ ଅଧିନାୟକ, ଚୟନକର୍ତା, ମ୍ୟାଚ୍‌ ରେଫରି ତଥା ସଫଳ କ୍ରୀଡ଼ା ପ୍ରଶାସକ ରବି ନାରାୟଣ ପଣ୍ଡାଙ୍କୁ ବି ଜୀବନ ଯୁଦ୍ଧରେ କରୋନା ନିକଟରେ ଆତ୍ମସମର୍ପଣ କରିବାକୁ ପଡ଼ିଛି। ଏହି ମାରାତ୍ମକ ମହାମାରୀ ରାଜ୍ୟର ଆଉ ଜଣେ ଲୋକପ୍ରିୟ ବ୍ୟକ୍ତିତ୍ବଙ୍କୁ ଆମ ପାଖରୁ ଛଡ଼ାଇ ନେଇଛି। ଭୁବନେଶ୍ବରର ଏକ ହସ୍ପିଟାଲରେ ଗତକାଲି ରାତି ପ୍ରାୟ ୯ଟା ସମୟରେ ତାଙ୍କର ୬୨ ବର୍ଷ ବୟସରେ ପରଲୋକ ଘଟିଛି। ଓଡ଼ିଶା ପାଇଁ […]

ମନୋରଞ୍ଜନ

ହେମା ମାଳିନୀଙ୍କ ସେକ୍ରେଟାରୀଙ୍କ କରୋନାରେ ଦେହାନ୍ତ, ଟ୍ୱିଟ୍ କରି ଜଣାଇଲେ ଅଭିନେତ୍ରୀ

ନୂଆଦିଲ୍ଲୀ ୦୯/୦୫: ବିଶିଷ୍ଟ ଅଭିନେତ୍ରୀ ତଥା ବିଜେପି ସାଂସଦ ହେମା ମାଳିନୀଙ୍କ ସେକ୍ରେଟାରୀ ମେହେତା ଜୀଙ୍କ କରୋନା ସଂକ୍ରମଣ ହେତୁ ମୃତ୍ୟୁ ଘଟିଛି । ହେମା ମାଳିନୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ସେ ମେହେତା ଜୀଙ୍କ ସହ ଏକ ଫଟୋ ସେୟାର କରି ତାଙ୍କୁ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ହେମା ମାଳିନୀ ଟୁଇଟ୍ କରି କହିଛନ୍ତି, “ଅତ୍ୟନ୍ତ ଦୁଃଖର ସହିତ ମୋର ୪୦ ବର୍ଷର ସହଯୋଗୀ […]

ଖେଳ

ଗୋଶାଳାରେ ଚାଲିଛି କୋଭିଡ୍ ସେଣ୍ଟର, ଆକ୍ରାନ୍ତଙ୍କୁ ଦିଆଯାଉଛି ଗୋମୁତ୍ର ଓ ଦୁଗ୍ଧରେ ତିଆରି ଔଷଧ

ଅହମ୍ମଦାବାଦ,୦୯/୦୫: ଗୋଶାଳାରେ କୋଭିଡ୍ ସେଣ୍ଟର । ଆକ୍ରାନ୍ତଙ୍କୁ ଦିଆଯାଉଛି ଦୁଗ୍ଧ ଓ ଗୋମୁତ୍ରରୁ ତିଆରି ଔଷଧ । ଗୁଜୁରାଟର ଏପରି ଏକ ଚିତ୍ର ସାମ୍ନାକୁ ଆସିଛି । ଏଠାରେ କରୋନାରେ ପୀଡିତ ସେହି ରୋଗୀଙ୍କ ଚିକିତ୍ସା କରାଯାଉଛି, ଯେଉଁମାନଙ୍କଠାରେ ସାମାନ୍ୟ ଲକ୍ଷଣ ରହିଥାଏ । ଏହି ସେଣ୍ଟରର ନାଁ ଦିଆଯାଇଛି ବେଦାଲକ୍ଷଣ ପଞ୍ଚଗତ୍ୱ ଆୟୁର୍ବେଦ କୋଭିଡ୍ ଆଇସୋଲେସନ ସେଣ୍ଟର । ଏବେ ଏଠାରେ ୭ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ଏକ ଜାତୀୟ ଇଂରାଜୀ ଖବର କାଗଜ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଧାର୍ମିକ କାର୍ଯ୍ୟରେ କରନ୍ତୁ, ଚାକିରି ବୃତ୍ତିରେ ଲାଭ ପାଇବେ। ପରିବାରରେ କାହାରି ବିବାହ ତାରିଖ ଧାର୍ଯ୍ୟ ହୋଇପାରେ। ସ୍ବାସ୍ଥ୍ୟ ଓ ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ। ବୃଷ: କର୍ମକ୍ଷେତ୍ରରେ ସଫଳତା ପାଇବେ। ଆୟ ବୃଦ୍ଧି ହେତୁ ଖୁସି ହେବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ମିଥୁନ: ଆପଣଙ୍କର ପରାକ୍ରମ ବୃଦ୍ଧି ହେବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ପିଲାମାନଙ୍କ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବେ। […]

ମନୋରଞ୍ଜନ

ଦିଲ୍ଲୀରେ ପହଞ୍ଚିଲା ରବିନା ପଠାଇଥିବା ଅକ୍ସିଜେନ୍ ସିଲିଣ୍ଡର : ଫ୍ୟାନ କହିଲେ ରିଅଲ ଲାଇଫ ହିରୋଇନ୍

ନୂଆଦିଲ୍ଲୀ ୮/୫ : କରୋନା କାଳରେ ଅସହାୟଙ୍କୁ ପାଇଁ ଦେବଦୂତ ପାଲଟିଯାଇଛନ୍ତି ଅଭିନେତା, ଅଭିନେତ୍ରୀ । ବି-ଟାଉନର ନାମୀଦାମୀ କଳାକାର ଏବେ ଲୋକଙ୍କୁ ସହାୟତା ଦେଉଛନ୍ତି । ଏହି କାମରେ ଯୋଡି ହୋଇଛି ଆଉ ଜଣେ ଅଭିନେତ୍ରୀଙ୍କ ନାଁ । ବଲିଉଡର ମସ୍ତ ମସ୍ତ ଗାର୍ଲ ରବିନା ଏବେ ଦିଲ୍ଲୀବାସୀଙ୍କ ପାଇଁ ରିଅଲ ହିରୋଇନ୍ ପାଲଟିଯାଇଛନ୍ତି । ସାରଦେଶେର ଅକ୍ସିଜେନ୍ ସଂକଟ ନେଇ ହାହାକାର ପଡିଥିବା ବେଳେ ରବିନା ଟଣ୍ଡନ ଏହି ଦୁଃଖ ଦେଖିନପାରି ସହଯୋଗ କରିବାତକୁ […]

ଖେଳ

ସ୍ବର୍ଣ୍ଣ ପଦକ ବିଜେତା ହକି ଖେଳାଳି ରବିନ୍ଦର ପାଲ ସିଂହଙ୍କ ଦେହାନ୍ତ, କରୋନାରେ ଥିଲେ ସଂକ୍ରମିତ

ନୂଆଦିଲ୍ଲୀ ୮।୫: ଭାରତୀୟ ହକି ଦଳର ପୂର୍ବତନ ସଦସ୍ୟ ଏବଂ ମସ୍କୋ ଅଲମ୍ପିକ୍ ୧୯୮୦ର ସ୍ବର୍ଣ୍ଣ ପଦକ ବିଜେତା ରବିନ୍ଦର ପାଲ ସିଂହଙ୍କ ଦେହାନ୍ତ । ପ୍ରାୟ ଦୁଇ ସପ୍ତାହ ଧରି କରୋନା ସଂକ୍ରମିତ ହେବା ପରେ ଶନିବାର ସକାଳେ ଲକ୍ଷ୍ନୌରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୦ବର୍ଷ ବୟସ ହୋଇଥିଲା । ରବିନ୍ଦର ପାଲ ସିଂହଙ୍କୁ ଅପ୍ରେଲ ୨୪ ତାରିଖରେ ବିବେକାନନ୍ଦ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପାରିବାରିକ ସୂତ୍ର […]

ମନୋରଞ୍ଜନ

ମିସନ୍ ସଂଜିବନୀର ସାରଥୀ ଭୂମିକା

କରୋନା ମହାମାରୀ ସମୟରେ ସମାଜ ପ୍ରତି ନିଜ ଦାୟିତ୍ବବୋଧକୁ ହୃଦୟଙ୍ଗମ କରି ଓଡ଼ିଶାର ଜଣାଶୁଣା ମିଡିଆ ପ୍ଲାନର୍ ପ୍ରଣୟ ଜେଠୀ ଆଗେଇ ଆସିଛନ୍ତି। ‘ମିସନ୍ ସଂଜିବନୀ’ ମାଧ୍ୟମରେ ସାଧାରଣ ଲୋକଙ୍କ ମନରେ ବିଶ୍ୱାସ, ଆଶ୍ୱାସନା ଓ ବଂଚିବାର ରାହା ସୃଷ୍ଟି କରିବାକୁ ପ୍ରୟାସ କରୁଛନ୍ତି। ଏହି ଧାରାରେ ସାମିଲ ହୋଇଛନ୍ତି ସିନେ କଳାକାର ସାମ୍ବାଦିକ ଓ ଡାକ୍ତର। ପ୍ରଥମ ପର୍ଯ୍ୟାୟରେ ଅଭିନେତ୍ରୀ ଭୂମିକା ଦାସ କରୋନା ମହାମାରୀ ଭଳି ଦୁର୍ଦ୍ଦିନରେ ଲୋକଙ୍କୁ ନିଜର ବାର୍ତ୍ତା ଜରିଆରେ ଲଢେଇ […]