ଅନୁଙ୍କ ସଂଜୀବନୀ ମନ୍ତ୍ର
କରୋନା ମହାମାରୀର ଦ୍ୱିତୀୟ ଲହର ବେଳେ ସମାଜ ପ୍ରତି ନିଜ କର୍ତ୍ତବ୍ୟବୋଧକୁ ହୃଦୟଙ୍ଗମ କରି ଓଡ଼ିଆ ଚଳଚ୍ଚିତ୍ର ଜଗତର ସେଲିବ୍ରିଟିମାନେ ‘ମିସନ୍ ସଂଜୀବନୀ’ ମାଧ୍ୟମରେ ସାଧାରଣ ଲୋକଙ୍କ ମନରେ ବିଶ୍ୱାସ, ଆଶ୍ୱାସନା ଓ ବଞ୍ଚିବାର ରାହା ସୃଷ୍ଟି କରିବାକୁ ପ୍ରୟାସ କରୁଛନ୍ତି। ଏହି ଧାରାରେ ସାମିଲ ହେଇଛନ୍ତି ଅଭିନେତ୍ରୀ ଅନୁ ଚୌଧୁରୀ। ଏହି ଦୁର୍ଦ୍ଦିନରେ ଲୋକଙ୍କୁ ନିଜର ବାର୍ତ୍ତା ଜରିଆରେ ଲଢ଼େଇ ଜାରି ରଖିବାକୁ ଆହ୍ୱାନ ଦେଇଛନ୍ତି ଅନୁ। କରୋନା ଯୋଦ୍ଧା ଭାବେ ଛିଡ଼ା ହୋଇଥିବା ପୁଲିସ, […]