ଶିକ୍ଷା ବିକାଶ ସମିତିର ପ୍ରାଦେଶିକ ସାଧାରଣ ସଭା
ଭୁବନେଶ୍ବର: ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ପ୍ରାଦେଶିକ ସାଧାରଣ ସଭା ଭର୍ଚୁଆଲ ମୋଡରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ମେ ୮ ତାରିଖ ପୂର୍ବାହ୍ଣରେ ଆରମ୍ଭ ହୋଇ ପରଦିନ ମେ ୯ ତାରିଖ ଅପରାହ୍ଣରେ ଉଦ୍ୟାପିତ ହୋଇଥିଲା । ଉଦଘାଟନୀ ଉତ୍ସବର ପ୍ରାରମ୍ଭରୁ ଦିବଂଗତମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଯୁଗ୍ମ ସମ୍ପାଦକ ଉମେଶଚନ୍ଦ୍ର ଦାଶ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ତତ୍ପରେ ଅନ୍ୟତମ ଯୁଗ୍ମ ସମ୍ପାଦକ ଖଗେଶ୍ୱର […]