ଖେଳ

ପ୍ରିମିୟର ଲିଗ୍ ଫୁଟବଲ୍, ମେସିଙ୍କୁ ଟପିଲେ ଟୋରେସ୍‌

ଲଣ୍ଡନ: ପ୍ରିମିୟର ଲିଗ୍ ଫୁଟବଲ୍ ପ୍ରତିଯୋଗିତାର ଶୁକ୍ରବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ମାଞ୍ଚେଷ୍ଟର ସିଟି ୪-୩ ଗୋଲ୍‌ରେ ନ୍ୟୁକ୍ୟାସେଲ ଦଳକୁ ପରାସ୍ତ କରିଛି। ପୂର୍ବ ପ୍ରଦର୍ଶନ ଆଧାରରେ ଲିଗ୍‌ର ବିଜେତା ଘୋଷିତ ହୋଇସାରିଥିବା ମାଞ୍ଚେଷ୍ଟରର ଏହି ରୋମାଞ୍ଚକର ବିଜୟରେ ଏହି ଦଳର ସ୍ପେନୀୟ ତାରକା ଫେରନ୍ ଟୋରେସ୍ ପ୍ରମୁଖ ଭୁମିକା ତୁଲାଇଥିଲେ। ଏହା ମଧ୍ୟ ବିଦେଶ ମାଟିରେ ମାଞ୍ଚେଷ୍ଟର ସିଟିର ଲଗାତାର ଦ୍ବାଦଶ ବିଜୟ ଥିଲା। ପ୍ରିମିୟର ଲିଗ୍‌ରେ ନିଜ ଖେଳ ଜୀବନର ପ୍ରଥମ ହ୍ୟାଟ୍ରିକ୍ ଅର୍ଜନ […]

ଖେଳ

ବଲ୍ ବିକୃତ ବିଷୟରେ ଅନ୍ୟ ବୋଲର୍‌ ଜାଣିଥିଲେ: ବନ୍‌କ୍ରଫ୍ଟ ତଦନ୍ତ ପେଡ଼ି ଖୋଲିବ କ୍ରିକେଟ୍‌ ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ୨୦୧୮ ମସିହାର ନ୍ୟୁଲାଣ୍ଡ୍‌ସ ଟେଷ୍ଟ୍ (ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ) ବଲ୍ ବିକୃତ ବିବାଦ ବିଶ୍ବ କ୍ରିକେଟ୍‌ରେ ଚହଳ ପକାଇ ଦେଇଥିଲା। ଏହାର ମୁଖ୍ୟ ଚରିତ୍ର ରହିଥିବା କାମେରନ୍‌ ବନ୍‌କ୍ରଫ୍ଟ ଶନିବାର ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ଷ୍ଟିଭେନ୍ ସ୍ମିଥ୍‌, ଡେଭିଡ୍ ୱାର୍ଣ୍ଣର ଓ ମୋ ବ୍ୟତୀତ ଅନ୍ୟ ଅଷ୍ଟ୍ରେଲୀୟ ବୋଲରମାନେ ମଧ୍ୟ ଏ ବିଷୟରେ ଅବଗତ ଥିଲେ ବୋଲି ବନ୍‌କ୍ରଫ୍ଟ କହିଛନ୍ତି। ବନ୍‌କ୍ରଫ୍ଟ ବଲ୍‌ରେ ବାଲି କାଗଜ ଘସି କ୍ୟାମେରାରେ ଧରାପଡ଼ିଥିଲେ। ‘‘କାର୍ଯ୍ୟକଳାପ ପାଇଁ ମୁଁ […]

ଖେଳ

ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍ ପାଇଁ ଭାରତର ଯୋଜନା

ମୁମ୍ବାଇ, ୧୫ା୫: ଆସନ୍ତା ମାସରେ ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡ ଗସ୍ତ କରି ପ୍ରଥମେ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲ୍ ଖେଳିବ। ସାଉଥମ୍ପଟନ୍‌ରେ ଜୁନ୍ ୧୮ରୁ ୨୨ ତାରିଖ ମଧ୍ୟରେ ଏହା ଖେଳାଯିବ। ଭାରତୀୟ ଦଳକୁ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ଇଂଲଣ୍ଡ ପଠାଇବା ଲାଗି ବିସିସିଆଇ ଏବେଠାରୁ ଲାଗି ପଡ଼ିଛି। ମେ’ ୧୯ ତାରିଖରୁ ଭାରତୀୟ ଦଳ ମୁମ୍ବାଇରେ ଏକାଠି ହୋଇଯିବେ। ଏହା ପୂର୍ବରୁ ପ୍ରତି ଖେଳାଳି ଆର୍‌ଟି-ପିସିଆର୍‌ ଟେଷ୍ଟ୍ କରିବେ। ସମସ୍ତଙ୍କ […]

ଶିକ୍ଷା ଓ ନିଯୁକ୍ତି

ଚୟନ ହେଲା ୯୬୨ ଖଣ୍ଡ ବହି, ସୁଦୃଢ଼ ହେବ ହାଇସ୍କୁଲ ପାଠାଗାର ବିଦ୍ୟାଳୟକୁ ତାଲିକା ଦେବାକୁ ଡିଇଓଙ୍କୁ ନିର୍ଦେଶ

ଭୁବନେଶ୍ବର : ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟର ପାଠାଗାର ସୁଦୃଢ଼ କରାଯିବ। ଛାତ୍ରଛାତ୍ରୀଙ୍କ ଲାଗି କେଉଁ ବହି କିଣାଯିବ, ସେନେଇ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ତାଲିକା ପ୍ରକାଶ କରାଯାଇଛି। ଯେଉଁଥିରେ ୧୦ଟି ବର୍ଗର ୯୬୨ ଖଣ୍ଡ ପୁସ୍ତକ ରହିଛି। ଲେଖକ, ପ୍ରକାଶନୀ ସଂସ୍ଥା, କେଉଁ ବର୍ଷର ପବ୍ଲିକେସନ୍‌, ଦାମ କେତେ ରହିଛି ଆଦି ବିଷୟରେ ବି ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇଛି। ବିଦ୍ୟାଳୟ ଅଧୀନରେ ଥିବା ପାଣ୍ଠିରୁ ପୁସ୍ତକଗୁଡ଼ିକ କ୍ରୟ କରାଯାଇ ପାଠାଗାରରେ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣ ଭାବିଥିବା କାମ ପୂରା ହେବ। କୌଣସି ବନ୍ଧୁ ସହିତ ମତାନ୍ତର ହୋଇପାରେ। ଚାକିରିଜୀବୀଙ୍କର ଆୟରେ ବୃଦ୍ଧି ହେବ। ପାରିବାରିକ ଜୀବନ ସୁଖକର ହେବ। ବୃଷ: ଚାକିରି ବୃତ୍ତିରେ ଆଶାଜନକ ପରିଣାମ ପାଇବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଘର କାମରେ ଜୀବନସାଥୀଙ୍କୁ ସହଯୋଗ କରିପାରନ୍ତି। ମିଥୁନ: ଦୈନିକ କାର୍ଯ୍ୟରେ ପୂର୍ଣ୍ଣରୂପେ ସଫଳତା ପାଇବେ। କଳାକ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ପିତାମାତାଙ୍କର ସ୍ନେହ ପାଇବେ। କର୍କଟ: ପୁରୁଣା ବିଚାର ଛାଡ଼ି […]

ମନୋରଞ୍ଜନ

ଅନୁପମଙ୍କ ‘ହିଲ୍ ଇଣ୍ଡିଆ’

କୋଭିଡ୍‌ର ଦ୍ବିତୀୟ ଲହରରେ ଅଭିନେତା ଅନୁପମ୍ ଖେରଙ୍କ ‘ହିଲ୍ ଇଣ୍ଡିଆ’ ସକ୍ରିୟ ହେଇଉଠିଛି। ଏବେ ଦେଶବାସୀ କୋଭିଡ୍ ସଂକ୍ରମଣ ଆତଙ୍କରେ ଅସ୍ତବ୍ୟସ୍ତ ହେଇପଡ଼ିଛନ୍ତି। ବିଶେଷକରି ଖଟିଖିଆ ଓ ଦିନ ମଜୁରିଆଙ୍କ ପେଟରେ ନାତ ବାଜିଛି। ଏପାଖେ ପେଟ ଚିନ୍ତା, ସେପାଖେ ରୋଗ ଦାଉ, ଉଭୟ ଗରିବ ଲୋକଙ୍କୁ ସଂକଟରେ ପକାଇ ଦେଇଛି। ଏ ଭଳି ଦୁଃସମୟରେ କିବା ଧନୀ କିବା ଗରିବ; ସମସ୍ତେ ଜୀବନଜୀବିକା ହରେଇ ବସିଛନ୍ତି। ଏତିକିବେଳେ ସେଲିବ୍ରିଟି ବା ପରିଚିତ ବ୍ୟକ୍ତିମାନେ ସାଧାରଣ ଲୋକଙ୍କ […]

ମନୋରଞ୍ଜନ

ଖତ୍ରୋଁ ଖା ଖିଲାଡ଼ି

ଟେଲିଭିଜନ୍‌ର ପପୁଲାର ସୋ’ ‘ଖତ୍ରୋଁ କା ଖିଲାଡ଼ି’ର ସିଜିନ୍-୧୧ ଆରମ୍ଭ ହେଇଯାଇଛି। ଯଦିଓ ଏହି ସୋ’ରେ ପ୍ରତିଯୋଗୀମାନଙ୍କୁ ଦର୍ଶକେ ପରଦାରେ ଦେଖି ମଜା ଉଠାନ୍ତି, କିନ୍ତୁ ଏଥିରେ ଅଂଶଗ୍ରହଣ କରୁଥିବା ପ୍ରତି ଯୁବକ/ଯୁବତୀଙ୍କୁ କିଛି ଅସମ୍ଭବ ପଦକ୍ଷେପ ନେବାକୁ ପଡ଼ିଥାଏ। ଅନେକ ମଧ୍ୟ ଏହି ସୋ’ରେ ନିଜର ଦକ୍ଷତା ଦେଖାଇ ନ ପାରି ନିରାଶ ହେଇ ଫେରିଥିବାର ନଜିର ରହିଛି। ସିନେମା ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଖୁବ୍ ଚତୁରତାର ସହ ଏହି ସୋ’ର ହୋଷ୍ଟିଙ୍ଗ୍‌ କରିଥାନ୍ତି। ଏଥର […]

ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

‌‌‌କୋଭିଡ୍‌ ପ୍ରଶ୍ନୋତ୍ତର-୨

କରୋନାର ଦ୍ବିତୀୟ ଲହର ଏବେ ଭାରତରେ ଉଗ୍ରରୂପ ଧାରଣ କରିଥିବା ବେଳେ ସାଧାରଣ ଲୋକଙ୍କ ମନରେ ଏହାକୁ ନେଇ ଏବେ ବି ଅନେକଗୁଡ଼ିଏ ଦ୍ବନ୍ଦ୍ବ, ଶଙ୍କା ଜାରି ରହିଛି। ତାହାକୁ ଦୂର କରିବା ପାଇଁ ଏମ୍‌ସର ପୂର୍ବତନ ଚିକିତ୍ସା ବିଶେଷଜ୍ଞମାନଙ୍କୁ ନେଇ ଗଠିତ ‘ଏମ୍‌ସ୨ହେଲ୍‌ଥ ପ୍ରାଇଭେଟ୍‌ ଲିମିଟେଡ୍‌’ ପକ୍ଷରୁ ଏକ ପ୍ରଶ୍ନୋତ୍ତର ପ୍ରସ୍ତୁତ କରାଯାଇଛି। ଏହାକୁ ଲେଖିଛନ୍ତି, ସଂସ୍ଥାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡା. ଜି.ଏସ୍‌ ଜୟା। ୧୧. ଶରୀରରେ ଏମିତି କି’ ଲକ୍ଷଣ ଦେଖାଦେଲେ, […]

ଖେଳ

ପ୍ରୀତି-ଶାହରୁଖ ମହାମିଳନ

ଚଣ୍ଡିଗଡ : ଦୀର୍ଘ ପ୍ରତୀକ୍ଷା ପରେ ବଲିଉଡ୍ ଅଭିନେତ୍ରୀ ତଥା ପଞ୍ଜାବ କିଙ୍ଗ୍ସ ଆଇପିଏଲ୍ ଦଳର ଅନ୍ୟତମ ମାଲିକାଣୀ ପ୍ରୀତି ଜିଣ୍ଟାଙ୍କ ସହ ଶାହରୁଖ ଖାନ୍‌ଙ୍କ ଦେଖା ହୋଇଥିଲା। ତେବେ ଏହି ଶାହରୁଖ୍ ବଲିଉଡ୍‌ ସୁପରଷ୍ଟାର ଶାହରୁଖ୍ ଖାନ୍ ନୁହନ୍ତି ବରଂ ପଞ୍ଜାବ ଦଳର ଯୁବ କ୍ରିକେଟର ଶାହରୁଖ୍‌ ଖାନ୍। ଶାହରୁଖଙ୍କୁ ଚଳିତ ବର୍ଷର ଆଇପିଏଲ୍ ନିଲାମରେ ପଞ୍ଜାବ କିଙ୍ଗ୍ସ କିଣିଥିଲା। ଘରୋଇ କ୍ରିକେଟ୍‌ରେ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଭାବେ ପରିଚିତ ଶାହରୁଖ ଅବଶ୍ୟ ଏବର୍ଷର ଆଇପିଏଲ୍‌ରେ […]

ଖେଳ

ପ୍ରତ୍ୟାବର୍ତନରେ ଆର୍ଚର୍‌ଙ୍କ ଚମକ

ଲଣ୍ଡନ୍‌ : ଆହତ କାରଣରୁ ଦୀର୍ଘ ଦେଢ଼ ମାସ ହେବ କ୍ରିକେଟ୍‌ ପଡିଆରୁ ଦୂରେଇ ରହିଥିବା ଇଂଲିସ୍ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ କ୍ରିକେଟ୍‌କୁ ଫେରିଛନ୍ତି। ସସେକ୍ସ ପାଇଁ ସେ କାଉଣ୍ଟି ପ୍ରତିଯୋଗିତାରେ ଖେଳି ପ୍ରଥମ ଶ୍ରେଣୀ କ୍ରିକେଟକୁ ପ୍ରତ୍ୟାବର୍ତନରେ ଚମକ ଛାଡ଼ିଛନ୍ତି। ଗୁରୁବାରଠାରୁ ଆରମ୍ଭ ହୋଇଥିବା କେଣ୍ଟ୍ ବିପକ୍ଷ ମ୍ୟାଚ୍‌ରେ ୨ ୱିକେଟ୍‌ ଅକ୍ତିଆର କରିଛନ୍ତି। ସେ ୧୩ ଓଭର ବୋଲିଂ କରି ୨୯ ରନ୍‌ ବିନିମୟରେ ଜାକ୍‌ କ୍ରଲି ଓ କେଣ୍ଟ ଅଧିନାୟକ […]