ବିରାଟ ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍: ପେନ୍ ଦ୍ରୁତ ଆରୋଗ୍ୟ ପଥରେ ନଟରାଜନ, ଟେଷ୍ଟ୍ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବୁ: ବିହାରୀ
ମେଲବର୍ଣ୍ଣ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ଟେଷ୍ଟ୍ ଅଧିନାୟକ ଟିମ୍ ପେନ୍ଙ୍କ ଜୀବନରେ ଅବିସ୍ମରଣୀୟ ଛାପ ଛାଡ଼ିଛନ୍ତି। କୋହଲି ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍, ସେ ନିଜ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଆଚରଣରେ ପ୍ରତିପକ୍ଷଠାରୁ କୌଣସି ସଫଳତା ଛଡ଼ାଇ ଆଣିପାରନ୍ତି ବୋଲି ଟିମ୍ ପେନ୍ କହିଛନ୍ତି। ୨୦୧୮-୧୯ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଐତିହାସିକ ଟେଷ୍ଟ୍ ଶୃଙ୍ଖଳା ବିଜୟୀ ହୋଇଥିବା ବେଳେ ଟିମ୍ ପେନ୍ ଅଧିନାୟକ ଥିଲେ। ପେନ୍ କହିଛନ୍ତି ଏହି ଶୃଙ୍ଖଳା ବେଳେ ବିରାଟ କୋହଲି ଓ […]